ଆଜି ରାତି ଠାରୁ 10 ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନ ବର୍ଷାଇବେ ଶନିଦେବ 

ଭଗବାନ ସନି ଦେବଙ୍କୁ କର୍ମ ଫଳ ଦାତା କୁହାଯାଏ । କୁହାଯାଏ ଯଦି ଶନି ଦେବଙ୍କ କୃପା କାହା ଉପରେ ହୋଇଯାଏ ତେବେ ତାର ସବୁ କାମ ହୋଇଯାଇଥାଏ । ସେହି ବ୍ୟକ୍ତି ରଙ୍କରୁ ରାଜା ବନିଯାଇଥାଏ । ଯଦି ଶନି ଦେବଙ୍କର ବକ୍ର ଦ୍ରୁଷ୍ଟି କାହା ଉପରେ ପଡିଯାଇଥାଏ ଗୋଟିଏ ରାଜାକୁ ମଧ୍ୟ ଭିକାରି ହେବାରେ ସମୟ ଲାଗିନଥାଏ । ଜ୍ଯୋତିଷ ହିସାବରେ ଜୀବନରେ ସବୁ ବ୍ୟକ୍ତିକୁ କେବେ ନା କେବେ ଭଗବାନ ଶନି ଦେବଙ୍କ କୃପା ମିଳିଥାଏ । ଆଉ ପ୍ରକୋପ ମଧ୍ୟ ସହିବାକୁ ପଡିଥାଏ ।


ଶନି ଗୋଟିଏ ରାଶିରେ ଅଢେଇ ବର୍ଷ ପାଖାପାଖି ରହିଥାନ୍ତି । ଏମିତିରେ ଶନିଙ୍କ ସ୍ଥାନ ଏହା ଠିକ ହୋଇଥାଏ ସେ ମଜଭୁତ ସ୍ଥିତିରେ ଅଛନ୍ତିକି କମ୍ଜୋର । ଯଦି ଶନି ମଜଭୁତ ସ୍ଥିତିରେ ରହିଥାନ୍ତି ତେବେ ତାର ଫଳ ବହୁତ ଶୁଭ ଦାୟକ ହୋଇଥାଏ । ଯଦି ଶନିଙ୍କ ସ୍ଥିତି କମ୍ଜୋର ତେବେ ବ୍ୟକ୍ତିକୁ ତାର ପରିଣାମ ଭୋଗିବାକୁ ପଡିଥାଏ । ଯଦି ଶନି ଗୋଚର ରାଶିର କାହାର ଚତୁର୍ଥ ବା ଅଷ୍ଟମ ଭାବରେ ହୋଇଥାଏ । ତେବେ ଏହାକୁ ଶନିର ଢେୟା କୁହାଯାଇ ଥାଏ । ଏହା ହେଲେ ବ୍ୟକ୍ତିକୁ ଶାରୀରିକ ମାନସିକ ଦୁଃଖ ଭୋଗିବାକୁ ପଡିଥାଏ । ଆଉ ବାନୁଥିବା କାମ ବିଡିଡି ଯାଇଥାଏ । ଏହାକୁ ଲୋକ ସାଧାରଣତଃ ଶନିର ପ୍ରକୋପ ବୋଲି କୁହାଯାଏ ।


ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ଗୁଡିକ କଣ କଣ ଅଟେ ।

ତୁଳା ରାଶି :- ଏହି ସମୟରେ ଚାକିରି ହେବାର ପ୍ରବଳ ସମ୍ଭାବନା ରହିଛି । ଯେଉଁ ଲୋକ ବ୍ୟବସାୟ ସହିତ ଜଡିତ ରହିଛନ୍ତିତାଙ୍କ ପାଇଁ ମଧ୍ୟ ଏହି ସମୟ ବହୁତ ଲାଭ ଦେବ । ଧନ ଆଗମନ ଦ୍ଵାରା ପରିବାରରେ ଖୁସି ଆସିବ । ସବୁ ସମ୍ପର୍କ ମଧ୍ୟ ଆପଣଙ୍କର ଭଲ ରହିବ ।

ବୃଷ ରାଶି :- ଏହି ରାଶିର ଲୋକଙ୍କ ପାଇଁ ଭଗବାନ ଶନି ଶୁଭ ଅବସ୍ଥାରେ ଅଛନ୍ତି । ଏହି ରାଶିର ଲୋକଙ୍କୁ ଚାକିରିରେ ପ୍ରମୋଶନ ମିଳିବ । ଫସି ରହିଥିବା ଧନ ମିଳିଯିବା ଦ୍ଵାରା ଆର୍ଥିକ ସ୍ଥିତିରେ ସୁଧାର ଆସିବ । ରହିଯାଇଥିବା କାମ ମଧ୍ୟ ଆପଣଙ୍କ ସଫଳ ହେବ । ମାନ ସନମାନରେ ମଧ୍ୟ ଆପଣଙ୍କର ବୃଦ୍ଧି ହେବ ।

କନ୍ୟା ରାଶି :- ଆପଣ ଯେଉଁ କାମ ପାଇଁ ଏବେ ପର୍ଯ୍ୟନ୍ତ ଚିନ୍ତିତ ଥିଲେ ଜଲ୍ଦି ସେହି କାମ ହେବାର ସମ୍ଭାବନା ରହିଛି । ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ବଢିଆ ରହିବ । ନିଜର ମହତ୍ଵ ପୂର୍ଣ କାମକୁ ପ୍ରାଥମିକତା ସହିତ ଶେଷ କରନ୍ତୁ । ଆପଣଙ୍କ ପରିଶ୍ରମ ଅନୁଯାୟୀ ଆପଣଙ୍କୁ ପୁରା ଫଳ ମିଳିବ । ରୋକୀ ହୋଇଥିବା କାମ ପୁରା ହେବ ଯାହା ଦ୍ଵାରା ଆପଣଙ୍କୁ ଲାଭ ମିଳିପାରେ ।

ସିଂହ ରାଶି :- ଭଗବାନ ଶନିଙ୍କ ବକ୍ରୀ ସ୍ଥିତି ଆପଣଙ୍କ ପାଇଁ ବରଦାନ ପ୍ରମାଣିତ ହେବ । ଏହି ସମୟରେ ଆପଣ ଯାହାବି କାମ କରିବେ ସଫଳତା ଆପଣଙ୍କୁ ପ୍ରାପ୍ତ ହେବ । ଧନର ଲାଭ ମଧ୍ୟ ଆପଣଙ୍କୁ ହେବ । ଏମିତି ଲୋକଙ୍କ ସହିତ ଦେଖା ହେବ ଯିଏ ଆପଣଙ୍କ ପାଇଁ ବହୁତ ଫାଇଦା ଦେଇପାରନ୍ତି । ଏହି ସମୟର ପୁରା ପୁରା ଲାଭ ଉଠାନ୍ତୁ ।

ଧନୁ ରାଶି :- ଆସୁଥିବା ସମୟ ଆପଣଙ୍କ ପାଇଁ ଶୁଭ ଓ ଫଳଦାୟୀ ରହିବ । ଏହା ଭିତରେ କୌଣସି ଭଲ ସମାଚାର ଶୁଣିବାକୁ ମିଳିପାରେ । କୋର୍ଟ କଚେରୀର ଯଦି କୌଣସି ମାମଲା ଅଟକି ରହିଛି ଏହାର ନିସ୍ପତି ଆପଣଙ୍କ ପକ୍ଷରେ ହୋଇପାରେ । ପରିବାର ଲୋକଙ୍କ ଭିତରେ ପ୍ରେମ ବଢିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *