ମହିଳା ଏହିଭଳି ଶୋଇଲେ ଘରକୁ ଆସେ ଧନ, 99.9% ସ୍ଵାମୀ ହୁଅନ୍ତି କୋଟିପତି- Krishna Vani

ମହିଳା ମାନେ ଏମିତି ଶୋଇବା ଦ୍ଵାରା ଘରେ ବହୁତ ଜଲ୍ଦି ଧନ ଆସିଥାଏ । ଯଦି ମହିଳା ରାତି ସମୟରେ ଏମିତି ସୋଇଥାଏ ଓ ସକାଳରେ ଏହି କାମ କରିଥାଏ । ଶାସ୍ତ୍ର ହିସାବରେ ସେଇ ଘର କେବେବି କୋଟି ପତି ବନି ପାରନ୍ତି । ସୋଇବା ମନୁଷ୍ୟ ପାଇଁ ସେତିକି ଜରୁରୀ ହୋଇଥାଏ ଯେମିତି ଖାଇବା ପାଇଁ ଭୋଜନର ଆବଶ୍ୟକତା ରହିଛି । ଶାସ୍ତ୍ରରେ କୁହାଯିଛି ବହୁତ ଡେରିରେ ଶୋଊଥିବା ମହିଳା ପୁରା ଘରର ବିନାଶ କରିଥାଏ । ଆଉ ଏହା ଦ୍ଵାରା ମାତା ଲକ୍ଷ୍ମୀ ରାଗି ଯାଇଥାନ୍ତି । ବହୁତ ରାତି ପର୍ଯ୍ୟନ୍ତ ଯଦି କୌଣସି ମହିଳା ଅନିଦ୍ରା ରହିଥାନ୍ତି ତେବେ ଏହାର ମାନେ ହେଉଛି ଆପଣଙ୍କ ଘରେ ଅସୁବିଧା ହୋଇପାରେ ।

ସେଥି ଲାଗି କୌଣସିବି ମହିଳାକୁ ଅଧିକ ରାତି ପର୍ଯ୍ୟନ୍ତ ଜାଗିବା ଠିକ ହୋଇନଥାଏ । ଏମିତି କରିବା ଦ୍ଵାରା ଦୋଷ ଲାଗିଥାଏ । ସେଥି ଲାଗି ଜଲ୍ଦି ସୋଇକି ସକାଳୁ ଉଠିବା ଠିକ ହୋଇଥାଏ । ଧର୍ମ ଶାସ୍ତ୍ର ଅନୁସାରେ ଆପଣଙ୍କର କୌଣସିବି ଧର୍ମ ହେଉ ଯେଉଁଠି ମହିଳା ତାଙ୍କର ଅଧିକ ସମୟ ଶୋଇବାରେ ବିତାଇ ଥାନ୍ତି ସେଠାରେ କେବେବି ରାହୁ କେତୁ ଶନିଙ୍କ ଦ୍ରୁଷ୍ଟି ପଡିପାରେ । ଆପଣଙ୍କୁ ଏମିତି କରିବା ଜମାବି ଠିକ ହୋଇନଥାଏ । ଯେଉଁ ମହିଳା ସବୁବେଳେ ଶୋଇବାରେ ହିଁ ସମୟ ବିତାଇ ଥାଏ ସବୁ ଦେବୀ ଦେବତା ମଧ୍ୟ କ୍ରୋଧିତ ହୋଇଯାଇଥାନ୍ତି ।

ସେଥି ଲାଗି ସୀମିତ ମାତ୍ରାରେ ହିଁ ଶୋଇବା ଆବଶ୍ୟକ ହୋଇଥାଏ । ଅଧିକ ଶୋଇବା ଦ୍ଵାରା ଧନ ହାନି ଓ ରୋଗକୁ ଡାକିଥାଏ । ଯେବେ ଆପଣ ଶୋଇବା ବେଳେ ବେଡକୁ ଯିବେ ଜମାବି କୌଣସି ନେଗେଟିଭ କଥାର ଆଲୋଚନା କରିବେ ନହିଁ । ଏମିତି କରିବା ଦ୍ଵାରା ନେଗେଟିଭ ଊର୍ଜା ଆକର୍ଷିତ ହୋଇଥାଏ । ଆଉ ଆପଣଙ୍କ ସ୍ଵପ୍ନରେ ଆସି ଆପଣଙ୍କ ଉପରେ ହାବି ହୋଇପାରନ୍ତି । ଶୋଇବା ସମୟରେ ମନରେ ଭଲ ବିଚାର ନେଇକି ଶୋଇବା ଆବଶ୍ୟକ ହୋଇଥାଏ । ସଫଳତା ମିଳିଥାଏ ।

ଏହି ଦିନରେ ଡେରିରେ ଉଠିବା ଭାରି ଦୋଷ ଓ ଭୟଙ୍କର ବିପଦକୁ ଡାକିଥାଏ । ସେଥି ପାଇଁ ମଙ୍ଗଳବାର ଶନିବାର ଓ ବୃହସ୍ପତି ବାର ଦିନ ଯେତେ ଜଲ୍ଦି ହେବ ଉଠିବାକୁ ଚେଷ୍ଟା କରନ୍ତୁ । ଏହି ସମୟ ଆପଣଙ୍କ ବିନାଶ କରିପାରେ । ଶାସ୍ତ୍ରରେ ସ୍ପଷ୍ଟ କୁହାଯାଇଚିକୀ ଏହି ଦିନରେ ଡେରିରେ ଉଠିବ ଦ୍ଵାରା ବ୍ୟକ୍ତି ଉପରେ ବହୁତ ସାରା ଦୋସ ଲାଗିଥାଏ ଓ ତାକୁ ବର୍ବାଦ କରିପାରେ । ବ୍ରହ୍ମ ମୁହୂର୍ତରେ ସେଯା ତ୍ୟାଗ କରିବା ବହୁତ ଶୁଭ ହୋଇଥାଏ ।

ସକାଳର ଉଠିବ ସମୟ ହେଉଛି ଚାରିଟାରୁ ସକଳ ସାଢେ ପାଞ୍ଚଟା ସମୟ ଶୁଭ ହୋଇଥାଏ । ଏହି ସମୟରେ ଉଠିବା ସଫଳତା ମିଳିଥାଏ । ଏହି ସମୟରେ ଉଠିବ ବ୍ୟକ୍ତି ଦେବତା ମାନଙ୍କର ପ୍ରିୟ ହୋଇଥାଏ । ଯେବେ ଜଣେ ମହିଳା ପୂର୍ବ ଓ ଦକ୍ଷିଣ ଦିଗ ଆଡକୁ ମୁହଁ କରିକି ସୋଇଥାଏ ତେବେ ପୁରା ପରିବାର ଧନ ଧାନ୍ୟରେ ଭରି ଯାଇଥାଏ । ପୁରୁଷ ହେଉକି ମହିଳା ଏହି ଦିଗ ଆଡକୁ ମୁହଁ କରି ଶୋଇବା ବହୁତ ଶୁଭ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *