ଆସନ୍ତା କାଲି 90 ବର୍ଷ ପରେ ଦେଖାଯିବ ଅଧିକମାସ ପୂର୍ଣ୍ଣିମା ର ଚାନ୍ଦ ଏହି 4ଟି ରାଶିରେ ଲାଗିବ ଲଟେରୀ ।

ବନ୍ଧୁଗଣ ଦୀର୍ଘ 90 ବର୍ଷ ପରେ ଆସନ୍ତା କାଲି ଦେଖାଯିବ ଅଧିକମାସ ପୂର୍ଣ୍ଣିମା ର ଚାନ୍ଦ । 12ଟି ରାଶି ମଧ୍ୟରୁ କିଛି ରାଶିଙ୍କର ଲାଗିବାକୁ ଯାଉଛି ଲଟେରୀ । ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପାରୁ ଆସନ୍ତା କାଲି ଅଧିକମାସ ପୂର୍ଣ୍ଣିମା ରେ ଦିବ୍ୟ ମହା ସଂଯୋଗ ବନିବାକୁ ଯାଉଛି । ଏହି ପୂର୍ଣ୍ଣିମାକୁ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଏ । ଏହି ଦିନ ପବିତ୍ର ନଦୀରେ ସ୍ନାନ କରିବା ଦ୍ଵାରା ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ଏହି ଦିନ ପୂର୍ବଜଙ୍କ ନାମ ନେଇ ଦାନ କରିବା ଦ୍ଵାରା ସେମାନଙ୍କୁ ଶାନ୍ତି ମିଳିଥାଏ । ଏବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ ।

କନ୍ୟା ରାଶି : ମା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ସମୟ ଅତ୍ୟନ୍ତ ଶୁଭ ରହିବ । ଆପଣ ଅଧିକ ଧନ ଲାଭ କରିବେ । ଧନ ଜନିତ ଅନେକ ପ୍ରକାରର ଲାଭ ପ୍ରାପ୍ତ ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଅଟକିଥିବା କମ ସମୟ ଅନୁଯାୟୀ ପୁରା ହେବ । ଆପଣଙ୍କ ଗୃହକୁ ଖୁସି ଖବର ଆସିପାରେ । କଠିନ ସ୍ଥିତି ର ସହଜରେ ସମାନ କରିବେ । ଆପଣ ଜୀବନରେ ସଫଳତା ପ୍ରାପ୍ତ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ମେଷ ରାଶି : ଆପଣଙ୍କ କୁଣ୍ଡଳୀରେ ଜବରଦସ୍ତ ମହାଲକ୍ଷ୍ମୀ ଯୋଗ ବନୁଛି । ଯାହା କାରଣରୁ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ସମୟ ଉତ୍ତମ ରହିବ । ଏମିତି ଜଣେ ବ୍ୟକ୍ତିଙ୍କ ସହ ଭେଟ କରିବେ ଯିଏ ଆପଣଙ୍କ ଜୀବନର ଦୌସା ବଦଳାଇ ଦେବେ । ଆପଣଙ୍କ ଜୀବନରେ ଚେଞ୍ଜେସ ଆସିବ । ପ୍ରତେକ କ୍ଷେତ୍ରରୁ ଲାଭ ହିଁ ଲାଭ ମିଳିବ । ବ୍ୟାପାରରେ ଦୁଇ ଗୁଣା ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଚାକିରିରେ ମନ ବାଞ୍ଛା ପୁରଣ ହେବ । ଅଟକିଥିବା ଟଙ୍କା ଫେରି ପାଇବେ ।

କୁମ୍ଭ ରାଶି : ମା ଲକ୍ଷ୍ମୀ ଏବେ ଆପଣଙ୍କ ଉପରେ ଅଧିକ ପ୍ରସନ୍ନ ହୋଇଛନ୍ତି । ଯାହା କାରଣରୁ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିବ । ଅଧିକ ଧନ ଲାଭ ହେବ । ଆପଣ ଜଲ୍ଦି ନୂଆ କାମ ଆରମ୍ଭ କରିପାରନ୍ତି । ଆର୍ଥିକ ସ୍ଥିତି ମଜବୁତ ହେବ । ଘର ପରିବାରରେ ଶାନ୍ତି ବଜାୟ ରହିବ । ବ୍ୟାପାରରେ ଫାଇଦା ମିଳିବ । ବିଦେଶରେ ଯାଇ ଚାକିରି କରିବାର ସ୍ଵପ୍ନ ପୂରଣ ହେବ ।

ତୁଳା ରାଶି : ମା ଲକ୍ଷ୍ମୀଙ୍କ ବିଶେଷ କୃପାରୁ ଆପଣଙ୍କୁ ଅଧିକ ଆର୍ଥିକ ଲାଭ ହେବ । ପୂର୍ବରୁ କରାଯାଇଥିବା ମେହନତର ପରିଣାମ ଆସିବ । ବ୍ୟବସାୟରେ ଆପଣଙ୍କର ଯୋଗ୍ୟତାର ପ୍ରଦର୍ଶନ ସମସ୍ତେ ଦେଖିବେ । ଜୀବନରେ ବଡ ପାଇର୍ବର୍ତ୍ତନ ହେବ । ଯାହା ଆପଣ କେବେ ଭାବି ନ ଥିବେ । ଆପଣଙ୍କ ଜୀବନରେ ଏବେ ଖୁସି ହିଁ ଖୁସି ଆସିବାକୁ ଯାଉଛି । ସମାଜରେ ମାନ ସମାନ ବଢିବ । ବନ୍ଧୁଙ୍କର ସହଯୋଗ ପ୍ରାପ୍ତ ହେବ । ଜବରଦସ୍ତ ଇନକମ କରିବେ ।

Leave a Reply

Your email address will not be published. Required fields are marked *