ଅଇଁଠା ବାସନ ରାତିରେ ନଧୋଇ ରଖୁଛନ୍ତି କି ଭୟଙ୍କର କଥା ସାବଧାନ!

ସାଧାରଣତଃ ଆମେ ମାନେ ଆମ ରୋଷେଇ ଘରେ କିଛି ନା କିଛି ଭୁଲ କରିଥାଉ । ବିଶେଷ କରି ବାସନ କୁ ନେଇ ଆମେ ଅଜାଣତ ରେ କିଛି ନା କିଛି ଭୁଲ କରି ଥାଉ । ଓ ଏହାର କୁଫଳ ପରିବାରରେ ପଡ଼ିଥାଏ । ମା ଲଷ୍ମୀ କ୍ରୋଧ କରିଥାନ୍ତି ।

ଏବେ ର ଲୋକମାନେ କର୍ମଠ ଜୀବନରେ ସବୁ କାର୍ଯ୍ୟ ବହୁତ ଡେରି ରେ କରିଥାନ୍ତି । ରାତିରେ ଆମେ ଡେରି ରେ ଖାଦ୍ୟ ବା ଶୀଘ୍ର ଖାଦ୍ୟ ଖାଇଲେ ମଧ୍ୟ ଖାଇ ସାରି ଆମେ ଅଇଁଠା ବାସନ କୁ ରଖି ଦେଇ ଥାଉ । କାରଣ ଦିନ ସାରା ର କାର୍ଯ୍ୟ ସାରି ରାତିରେ ଆଉ କାର୍ଯ୍ୟ କରିବା ର ଶକ୍ତି ନଥାଏ । ଶୀତ ଦିନେ ପାଣି ହାତ ନ ହେବାକୁ ପଡିବ ବୋଲି ରାତି ରେ ଆମେ ଅଇଁଠା ବାସନ ରଖି ଦେଇ ଥାଉ । କିନ୍ତୁ ଏହି ଅଇଁଠା ବାସନ ରଖିବା ଭଲ ନୁହେଁ ।

ଏହା ଦ୍ୱାରା ଘରେ ବହୁତ ସମସ୍ୟା ଦେଖା ଦେଇ ଥାଏ । ଅଇଁଠା ବାସନ ରଖିବା ଦ୍ୱାରା ଘରେ କଳହ ଓ ଅଶାନ୍ତି ଆଦି ଲାଗି ରହି ଥାଏ । ତେବେ ଅଇଁଠା ବାସନ ଯଦି ଆପଣ ମଧ୍ୟ ରଖୁଥିବେ ତେବେ ନିମ୍ନୋକ୍ତ କଥା ସବୁ ଜାଣାନ୍ତୁ ଓ ଭୁଲ ରେ ବି ଘରେ ଅଇଁଠା ବାସନ ରଖନ୍ତୁ ନାହିଁ । କଷ୍ଟ ପଛେ ପଡିପାରେ କିନ୍ତୁ ରାତରେ ବାସନ ସଫା କରି ରଖିବେ । ପ୍ରଥମ କଥା ଅଇଁଠା ବାସନ ରଖିବା ଦ୍ୱାରା ଘରେ କଳହ ଓ ଅଶାନ୍ତି ଆଦି ଲାଗି ରହିଥାଏ ।

ଯଦି ଅଇଁଠା ବାସନ ତା ପରଦିନ ପର୍ଯ୍ୟନ୍ତ ରଖା ଯାଏ ପରିବାର ରେ ସଦସ୍ୟଙ୍କ ମଧ୍ୟରେ ଝଗଡା ହୋଇଥାଏ । ଦ୍ଵତୀୟ କଥା ଘରେ ଯଦି ଅଇଁଠା ବାସନ ରାତିରୁ ତା ପରଦିନ ପର୍ଯ୍ୟନ୍ତ ରଖା ଯିବ ତେବେ ମା ଲଷ୍ମୀ କ୍ରୋଧ କରିଥାନ୍ତି ସେହି ଘରୁ ପଳାଇ ଯାଆନ୍ତି । ଓ ସେହି ଘରେ ଧନ ର ଅଭାବ ଦେଖାଯାଏ । ଦାରିଦ୍ରତା ଦେଖା ଦେଇ ଥାଏ । ତୃତୀୟ କଥା ଘରେ ଯଦି ଅଇଁଠା ବାସନ ରାତିରେ ରଖାଯାଏ ।

ତେବେ ସେହି ଘରେ ନକାରତ୍ମକ ଉର୍ଜା ର ପ୍ରବେଶ ହୋଇ ଥାଏ ଓ ଘରେ ବିଭିନ୍ନ ସମସ୍ୟା ଦେଖା ଦେଇ ଥାଏ । ଚତୁର୍ଥ କଥା ଯଦି ରାତିରେ ଅଇଁଠା ବାସନ ତାପରଦିନ ପର୍ଯ୍ୟନ୍ତ ରଖା ଯାଏ ତେବେ ଏଥିରେ ବିଭିନ୍ନ ପ୍ରକାରର ଜୀବାଣୁ ଆଦି ସୃଷ୍ଟି ହୋଇ ଥାଏ ଯାହା ଫଳରେ ସମସ୍ତେ ରୋଗରେ ପୀଡିତ ହୋଇ ପାରନ୍ତି । ପଞ୍ଚମ କଥା ଯଦି ଅଇଁଠା ବାସନ ରାତିରେ ରଖା ଯାଏ ତେବେ ଘର ର ସଦସ୍ୟଙ୍କ ଉପରେ ଶନି ଦେବଙ୍କ କୋପ ଦୃଷ୍ଟି ପଡି ଥାଏ ।

ଷଷ୍ଠ କଥା ବାସ୍ତୁ ଶାସ୍ତ୍ର ରେ କୁହା ଯାଇଛି କି କେବେବି ସକାଳେ ଉଠି ଅଇଁଠା ବାସନ ଦେଖିବା ଭଲ ନୁହେଁ ଏହା ଦ୍ୱାରା ସମ୍ପୂର୍ଣ୍ଣ ଦିନଟି ଖରାପରେ ବିତିଥାଏ । ତେଣୁ ଅଇଁଠା ବାସନ କେବେବି ରାତିରେ ରଖୁବା ଉଚିତ ନୁହେଁ । ତେବେ ଆମକୁ ଏହି ସବୁ ଜିନିଷକୁ ନିଜ ଠାରୁ ଦୂରେଇ ରଖିବା ହିଁ ଭଲ ଅଟେ । ଏହାକୁ ଧୋଇ ନେବା ଉଚ୍ଚିତ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *