ମିହିର ଦାସଙ୍କ ଝିଅ କିଏ ଜାଣି ଆଶ୍ଚର୍ଯ୍ୟ ହେବେ 

ମିହିର ଦାସ ଓଡିଶାର ବହୁତ ସୁନାମଧନ୍ୟ ଅଭିନେତା ଅଟନ୍ତି । ଆଉ ସେ ନିଜ କାମ ପ୍ରତି ବହୁତ ଧ୍ୟାନ ଦିଅନ୍ତୁ । ଯେମିତି ବଲ୍ଲୀଉଡରେ ଅମିତା ବଚନଙ୍କୁ ଲୋକ ସନମାନ୍ନ ଦେଇଥାନ୍ତି ସେହି ଭଳି ଓଡିଆ ଇଣ୍ଡଷ୍ଟ୍ରିରେ ଲୋକ ମିହିର ଦାସଙ୍କୁ ମଧ୍ୟ ବହୁତ ସନମାନ୍ନ କରିଥାନ୍ତି ।

ମିହିର ଦାସ ତାଙ୍କ ଜୀବନରେ ବହୁତ ପରିଶ୍ରମ କରିଛନ୍ତି ଆଉ ସେ ବହୁତ ଛୋଟ ଛୋଟ ସ୍ଟେପ ନେଇ ଆଜି ମଣିଷ ହୋଇଛନ୍ତି । ମିହିର ଦାସ ଓଡିଶାର ଗୋଟିଏ ବହୁତ ବଡ କଳାକାର ଅଟନ୍ତି ।


ମିହିର ଦାସ ମୟୁରଭଞ୍ଜ ଜିଲାରେ ଜନ୍ମ ଗ୍ରହଣ କରିଥିଲେ । ସେ କଟକରେ ବାସ କରୁଛନ୍ତି, ମିହିର ଦାସଙ୍କ ଅଭିମନ୍ୟୁ ଚଳଚିତ୍ର ଖଳନାୟକ ଅଭିନୟ କକାକୁ ଲୋକ ବହୁତ ପସନ୍ଦ କରିଥିଲେ । ମିହିର ଦାସଙ୍କୁ ଓଡିଆ ଇଣ୍ଡଷ୍ଟ୍ରିରେ ୪୦ବର୍ଷ ପୁରୀ ଗଲାଣି । ଆଉ ସେ ଜଣେ ଲିଜେଣ୍ଡରୀ ଅଭିନେତା ଅଟନ୍ତି । ତାଙ୍କର ଜୀବନ୍ତ ଅଭିନୟ ପାଇଁ ଲୋକ ମାନେ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । ମିହିର ଦାସଙ୍କ ଗୋଟିଏ ପୁଆ ଅଛି ତାଙ୍କର ନାମ ଅମ୍ଳାନ ଦାସ ଅଟେ ।


ସେ ବହୁତ ବର୍ଷ କଟକରେ ରହି ଆସୁଛନ୍ତି, ଆଜି ଆମେ ଆଜି ଆପଣଙ୍କୁ ମିହିର ଦାସଙ୍କ ପରିବାର ଓ ତାଙ୍କ ବିଷୟରେ ଏମିତି କିଛି କଥା ଜାଣିବା ଯାହା ଅପ୍ନା ଆଗରୁ ଜାଣି ନଥିବେ । ମିହିର ଦାସଙ୍କ ସ୍ତ୍ରୀଙ୍କ ନାମ ସଂଗୀତା ଦାସ ଅଟେ ସେ ଜଣେ ବହୁତ ଭଲ ଗୀତିକାର ଏବଂ ବହୁତ ଭଲ ଅଭିନେତ୍ରୀ ମଧ୍ୟ ଅଟନ୍ତି । ମିହିର ଦାସ ଭଲ ଅଭିନେତା ହେବ ସହିତ ଭଲ ମଣିଷ ଅଟନ୍ତି । ଦର୍ଶକମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଏବେ ସେ ଖଳନାୟକ ଭିମିକରେ ଅଭିନୟ କରୁଛନ୍ତି ।


ମିହିର ଦାସଙ୍କ ସ୍ତ୍ରୀ ଜଣେ ଗାୟିକା ଥିଲା । କିନ୍ତୁ ୨୦୧୦ରେ ତାଙ୍କର ମୃତ୍ୟୁ ହୋଇଥିଲା ଯାହାପରେ ମିହିର ଦାସ ଏକୁଟିଆ ହୋଇଗଲେ । ବର୍ତମାନ ତାଙ୍କ ପୁଅ ଓ ବୋହୁଙ୍କା ସହିତ ସେମାନେ ରହୁଛନ୍ତି । ଅମ୍ଳାନଙ୍କ ମୁଭି ବେସୀ ଦର୍ଶକ ମାନେ ପସନ୍ଦ କଲେ ନହିଁ ଶେଠୀ ପାଇଁ ସେ ୨୦୧୬ ରୁ ଚଳଚିତ୍ର କରିବା ଛାଡି ଦେଇଛନ୍ତି । କଣ ଜାଣିଛନ୍ତି ତାଙ୍କର ଗୋଟିଏ ଝିଅ ଅଛି ଯାହାଙ୍କ ନାମ ସ୍ନିଗଧା ଅଟେ । ସେ ତାଙ୍କ ଝିଅକୁ ମିଡିଆରୁ ବହୁତ ଦୂରରେ ରଖିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *