ଆଖିରୁ ଚଷମା ଓଲ୍ହେଇ ଯିବ, ବସ ଏହି ଦୁଧକୁ କିଛିଦିନ ପିଅନ୍ତୁ- Remedies for Eyesight

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ରେମଡି ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ କରିବା ଦ୍ଵାରା ଆଖିରୁ ଚଷମା ଓଲହାଇ ଯିବ । ଯଦି ଆପଣ ନିଜର ଆଖି ଭଲ ରଖିବାକୁ ଚାହୁଁଛନ୍ତି ତେବେ ପଣଙ୍କର ମସ୍ତିସ୍କ ଠିକ ରହିବା ନିହାତି ଆବଶ୍ୟକ । କାରଣ ମସ୍ତିସ୍କ ଠିକ ରହିଲେ ଚକ୍ଷୁ ରୋଗ ହୁଏ ଅନହି । ଚଷମା ମୁଣ୍ଡ ରୋଗର ପ୍ରତିକାର ନୁହେଁ । ଆଜିର ଏହି ରେମେଡି ସେବନ କରିବା ସହ କିଛି ଫଳ ମଧ୍ୟ ସେବନ କରିବାକୁ ହେବେ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ଆଖି ଭଲ କରିବା ସହ ରେମେଡି କେମିତି ତିଆରି କରିବେ ।

ଆଜିର ଏହି ରେମେଡି ତିଆରି କରିବା ପାଇଁ ଆଲମଣ୍ଡ । ଆଲମଣ୍ଡ ଆଖି ପାଇଁ ଉତ୍କୃଷ୍ଟ ଫଳ ହୋଇଥାଏ । କାରଣ ଏହା ଚକ୍ଷୁ ଆକାରରେ ହୋଇଥାଏ । ଏଥିରେ ଭିଟାମିନ-ଇ ଭରପୁର ମାତ୍ରାରେ ରହିଛି । ଆଖି ଜନିତ ସମସ୍ଯା ଦୂର କରିବା ପାଇଁ ଆଲମଣ୍ଡ ବହୁତ ଲାଭଦାୟକ ହୋଇଥାଏ । ସକାଳୁ ୫ରୁ ୭ଟି ଆଲମଣ୍ଡକୁ ପାଣିରେ ଭିଯାଇ ରଖନ୍ତୁ । ଏହା ପରେ ସେଥିରୁ ଚୋପା କାଢି ଦିଅନ୍ତୁ ।

ଏବେ ଏହାକୁ ବାଟି ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ଏଥିପାଇଁ ଦ୍ଵିତୀୟ ସାମଗ୍ରୀର ହେଉଛି ପାନମଧୁରୀ । ଦୁଇ ଚାମଚ ପାନମଧୁରୀ ନେଇ ଏହର ପାଉଡର ତିଆରି କରନ୍ତୁ । ଏଥିରେ ଆଣ୍ଟି-ଅକ୍ସିଡେଣ୍ଟ ଓ ନ୍ୟୁଟ୍ରିଆନ ରେ ଭରପୁର ହୋଇଥାଏ ଯାହା ଆମ ଆଖି ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହା ପରେ ଆବଶ୍ୟକ ରହିଛି ମିଶ୍ରି ।

ଏହା ପରେ ପାନମଧୁରୀ ଓ ମିଶ୍ରି ର ଭଲ ଭାବେ ପାଉଡର ତିଆରି କରନ୍ତୁ । ପାନମଧୁରୀକୁ ପ୍ରଥମେ ଧୋଇ ସଫା କରିବା ପରେ ଏହାର ପାଉଡର ତିଆରି କରିବେ । ଏଥିପାଇଁ ଶେଷ ସାମଗ୍ରୀର ଆବଶ୍ୟକତା ହେଉଛି ଏକ ଗ୍ଳାସ କ୍ଷୀର । ଏକ ପାତ୍ରରେ ଏକ ଗ୍ଳାସ କ୍ଷୀର ନେଇ ଗ୍ଯାସରେ ବସାନ୍ତୁ ।

କ୍ଷୀର ଫୁଟିବା ପରେ ବାଦାମ ପାଉଡର ପକାନ୍ତୁ । ଏହା ପରେ ପାନମଧୁରୀ ଓ ମିଶ୍ରି ପାଉଡର ଦୁଇ ଚାମଚ ପକାନ୍ତୁ । ଏହା ପରେ ଏହି ସବୁ ସାମଗ୍ରୀର ଭଲ ଭାବେ ମିଶ୍ରଣ କରି ଏହାକୁ ୨ରୁ ୩ ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଏହା ପରେ ଏହାକୁ ଏକ ପାତ୍ରକୁ ଛାଣି ଦିଅନ୍ତୁ । ବନ୍ଧୁଗଣ ଏହିପରି ଭାବେ ଆପଣ ଏହି ରେମେଡି ତିଆରି କରି ରାତିରେ ସେବନ କରନ୍ତୁ । ଏହାକୁ ସେବନ କରିବା ପରେ କିଛି ଖାଇବେ ନାହି ବା ପାଣିର ସେବନ କରିବେ ନାହି ।

ଦିନକୁ ମାତ୍ର ଥରେ ଦୁଇ ରୁ ତିନି ମାସ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କର ଆଖି ରୁ ଚଷମା ଓଲହାଇ ଯିବ । ଆଖି ଜନିତ ସବୁ ସମସ୍ଯା ଦୂର ହେବ । ଏହା ପ୍ରକୃତିକ ଉପଚାର ଅଟେ । ଆଖି ସମସ୍ଯା ଦୂର କରିବା ପାଇଁ କଦଳୀ, ଅମୃତଭଣ୍ଡା, ଅଙ୍ଗୁରୁ, ଗାଜର, ପିଜୁଳି, ମୂଳା ଓ ଅଁଳା ଓ ପିଆଜ ଖାଇବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *