Jyotish Shastra- ଏବେ ଆଖିରୁ ଲୁହ ପୋଛିନିଅ ! ଆଜି ରାତିରୁ ଏହି 4 ଟି ରାଶିର ସବୁ ଦୁଃଖ କଷ୍ଟ ଦୂର କରିଦେବେ ପ୍ରଭୁ ବଜରଙ୍ଗବଲି

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ବର୍ତ୍ତମାନ ଭଗବାନ ହନୁମାନ କିଛି ରାଶି ଙ୍କ ଉପରେ କୃପା କରିବାକୁ ଯାଉଛନ୍ତି । କିଛି ଗ୍ରହ ମାନଙ୍କ ର ପରିବର୍ତ୍ତନ ହେତୁ କିଛି ରାଶି ଙ୍କ ଭାଗ୍ୟ ବଦଳି ବାକୁ ଯାଉଛି ।

ଯାହାର ଫାଇଦା ଆପଣ ବର୍ତ୍ତମାନ ଉଠେଇ ପାରିବେ । ଯାହାଦ୍ବାରା ଆପଣଙ୍କ ର ସମସ୍ତ କାର୍ଯ୍ୟ ସଫଳ ହେବ । ଏହି ରାଶି ମାନଙ୍କ ଉପରେ ହନୁମାନ ଙ୍କର କୃପା ରହିବ ।

ଏହାଦ୍ବାରା ଆପଣଙ୍କୁ ବହୁତ ଧନ ପ୍ରାପ୍ତି ହେବ । ଛାତ୍ରଛାତ୍ରୀ ମାନେ ନିଜ ବିଦ୍ୟାଦ୍ୱାରା ବହୁତ ଆଗକୁ ବଢ଼ିବେ । ଚାକିରୀ କ୍ଷେତ୍ରରେ ମଧ୍ୟ ଆପଣ ସଫଳତା ଲାଭ କରିବେ । ଆପଣ ଆପଣଙ୍କ କାର୍ଯ୍ୟ ପାଇଁ ବାହାରକୁ ଯିବା ର ସମ୍ଭାବନା ରହିଛି । ଆପଣଙ୍କୁ ଚାକିରୀ ପାଇଁ ସୁଯୋଗ ମିଳିବ । ହନୁମାନ ଙ୍କ କୃପା ରୁ ଆପଣ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ଆପଣ ଯଦି କିଛି କାମ କରିବାକୁ ଯାଉଛନ୍ତି କିମ୍ବା କାହାର ଉପଦେଶ ନେବାକୁ ଚାହୁଁଛନ୍ତି ତେବେ ଟିକେ ସତର୍କ ର ସହ କାମ କରନ୍ତୁ । ତେବେ ଚାଲନ୍ତୁ ସେ ରାଶି ବିଷୟରେ ଜାଣିବା ।

ପ୍ରଥମ ରାଶି ହେଉଛି ମେଷ ରାଶି ଏମାନଙ୍କର ଭାଗ୍ୟ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପରେ ଚମକିବାକୁ ଯାଉଛି । ଏମାନେ ନିଜ ଜୀବନରେ ବହୁତ ଉନ୍ନତି କରିବେ । ହନୁମାନ ଙ୍କ କୃପା ରୁ ଏମାନେ ସବୁ କାର୍ଯ୍ୟ ରେ ସଫଳତା ଲାଭ କରିବେ । ଆପଣ ହନୁମାନ ଙ୍କର ଆରାଧନା କରନ୍ତୁ ଯାହା ବହୁତ ଶୁଭ ହେବ ।

ମିଥୁନ ରାଶି ବହୁତ ସମୟ ପରେ ଆପଣଙ୍କର ଖରାପ ସମୟ ସମାପ୍ତ ହେବାକୁ ଯାଉଛି । ଛାତ୍ରଛାତ୍ରୀ ମାନେ ନିଜ ପାଠରେ ଭଲ ଫଳ ଆଣିବେ । ଏମାନଙ୍କର ଭଲ ସମୟ ଆସିବ । ବାଣିଜ୍ୟ ବ୍ୟବସାୟ ରେ ଆପଣ ବହୁତ ଉନ୍ନତି କରିବେ । ଶନିବାର ଦିନ ଆପଣ ହନୁମାନ ଚାଳିଶା ପାଠ କରନ୍ତୁ । ଆପଣ ଆପଣଙ୍କ କ୍ୟାରିଅର ରେ ବର୍ତ୍ତମାନ ବହୁତ ଆଗକୁ ଯିବେ । ଆପଣ ଭଗବାନ ହନୁମାନ ଙ୍କର ଆରାଧନା କରନ୍ତୁ ଏହାଦ୍ବାରା ଆପଣଙ୍କୁ ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହେବ । ଆପଣଙ୍କ ଭବିଷ୍ୟତ ବହୁତ ଉଜ୍ବଳ ହେବାକୁ ଯାଉଛି ।

ସିଂହ ରାଶି ଏହି ସମୟରେ ହେଉଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ବହୁତ ଖାସ ରହିବ । ଆପଣ ବର୍ତ୍ତମାନ ସବୁ କାର୍ଯ୍ୟ ଯୋଜନା ଅନୁଯାୟୀ କରିବେ ଯାହାଫଳରେ କି ଆପଣ ସେହିଥିରେ ସଫଳତା ଲାଭ କରିବେ । ସମାଜ ରେ ଆପଣଙ୍କ ମାନ ସମ୍ମାନ ବହୁତ ବଢିଯିବ । ଆପଣଙ୍କୁ ସଫଳତା ନିଶ୍ଚିତ ପ୍ରାପ୍ତ ହେବ । ଆପଣ ବର୍ତ୍ତମାନ ସବୁ କାର୍ଯ୍ୟ ରେ ଉନ୍ନତି କରିବେ । ଆପଣଙ୍କ କୁଣ୍ଡଳୀ ରେ ବର୍ତ୍ତମାନ ଧନ ପ୍ରାପ୍ତି ର ସୁଯୋଗ ରହିଛି । ଚାକିରୀ ସମ୍ଭନ୍ଧିତ ସବୁ କାର୍ଯ୍ୟ ସଫଳ ହେବ ।

ଧନୁ ରାଶି ଆପଣଙ୍କ ର ପରିବାର ଠାରୁ ସହଯୋଗ ମିଳିବ । ବିଦ୍ୟାର୍ଥୀ ମାନେ ପାଠପଢା ରେ ବହୁତ ଭଲ କରିବେ । ଚାକିରୀ ପାଇଁ ଆପଣଙ୍କୁ ପ୍ରସ୍ତାବ ଆସିପାରେ । ଆପଣଙ୍କ ପୁରୁଣା ଧାର ଉଧାର ବର୍ତ୍ତମାନ ସମାଧାନ ହୋଇଯିବ । ଆପଣ ବର୍ତ୍ତମାନ ବହୁତ ସଫଳତା ପ୍ରାପ୍ତ କରିବେ । ହନୁମାନ ଙ୍କ ନାମ ନେଇ କରିଥିବା ସବୁ କାମ ବର୍ତ୍ତମାନ ଆପଣଙ୍କ ର ସଫଳ ହେବ । ଆପଣ ବର୍ତ୍ତମାନ ନୂଆ ନୂଆ କୌଶଳ ଆପଣେଇବେ । ଆପଣଙ୍କ ପ୍ରେମ ଜୀବନ ବର୍ତ୍ତମାନ ରୋମାଣ୍ଟିକ ହେବାକୁ ଯାଉଛି । ଅବିବାହିତ ଲୋକ ମାନଙ୍କର ବିବାହ ବର୍ତ୍ତମାନ ସ୍ଥିର ହୋଇଯିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *