Vastu Tips- ନିଜ ପର୍ସ ରେ ରଖନ୍ତୁ ଏହା ମଧ୍ୟରୁ କେବଳ ଗୋଟେ ଜିନିଷ, କେବେ ବି ହେବ ନାହିଁ ଧନର ଅଭାବ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ଏଥିପାଇଁ ମଣିଷ ଦିନ ରାତି କଷ୍ଟ କରିଥାନ୍ତି । କାରଣ ବନ୍ଧୁଗଣ ଏହି ଜୀବନକୁ ଅତିବାହିତ କରିବାକୁ ହେଲେ ଧନର ବହୁତ ଆବଶ୍ୟକତା ରହିଥାଏ ।

ସାଧାରଣତଃ ମଣିଷ ମାନେ ନିଜ ଜୀବନରେ ବହୁତ କଷ୍ଟ କରି ଧନ ଅର୍ଜନ କରିଥାନ୍ତି ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ମଣିଷ ଅଛନ୍ତି ଯେଉଁ ମାନେ ବହୁତ କମ କଷ୍ଟ କରି ନିଜ ଜୀବନରେ ସଫଳତା ହାସଲ କରିଥାନ୍ତି ।

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ରହିଛି ଯାହାକୁ ମଣିଷ ନିଜ ପର୍ସରେ ରଖିଲେ ତାକୁ କେବେହେଲେ ଧନର ଅଭାବ ହେବ ନାହିଁ । କାରଣ ବନ୍ଧୁଗଣ ଏହି ସବୁ ଜିନିଷ ପର୍ସରେ ରଖିବା ଦ୍ଵାରା ମଣିଷର ଭାଗ୍ୟ ବଦଳି ଯାଇଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ପର୍ସରେ ରଖି ପ୍ରଚୁର ଧନବାନ ହୋଇପାରିବେ । ଏହି ସବୁ ଜିନିଷ ଗୁଡିକ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ପର୍ସରେ ମା ଲକ୍ଷ୍ମୀଙ୍କର ଏକ ଛୋଟ ଫଟୋ ରଖିବେ ତା ହେଲେ ଆପଣଙ୍କୁ କେବେହେଲ ଧନର ଅଭାବ ହେବ ନାହିଁ । ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ ଯିଏ ସର୍ବଦା ଆପଣଙ୍କ ଉପରେ କୃପା ରଖିବେ । ହେଲେ ବନ୍ଧୁଗଣ ମା ଲକ୍ଷ୍ମୀଙ୍କର ବସିଥିବା ଫଟୋ ଆପଣ ନିଜ ପର୍ସ ମଧ୍ୟରେ ରଖନ୍ତୁ ।

୨. ଯଦି ବନ୍ଧୁଗଣ ଆପଣ ନିଜ ପର୍ସରେ ଓସ୍ତ ଗଛର ପତ୍ରକୁ ରଖିବେ ତା ହେଲେ ଆପଣଙ୍କୁ କେବେହେଲ ଧନର ଅଭାବ ହେବ ନାହିଁ । ଆମ ହିନ୍ଦୁଧର୍ମରେ ତୁଳସୀ ଗଛ ଓ ଓସ୍ତ ଗଛକୁ ଏକ ଧାର୍ମିକ ଗଛ କୁହାଯାଇଛି । ତେଣୁ ଯଦି ଆପଣ ନିଜ ପର୍ସରେ ଓସ୍ତ ଗଛର ପତ୍ରକୁ ରଖିବେ ତା ହେଲେ ଆପଣ ମାନଙ୍କୁ ନିଶ୍ଚୟ ଆର୍ଥିକ ଲାଭ ମିଳିବ ।

୩. ଯଦି ବନ୍ଧୁଗଣ ଆପଣଙ୍କର କୌଣସି ଇଛା ରହିଛି ତା ହେଲେ ଆପଣ ଲାଲୀ ରଙ୍ଗର ଏକ ପେପରରେ ସେହି ଇଛାକୁ ଲେଖି ନିଜ ପର୍ସ ମଧ୍ୟରେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କର ଇଛା ନିଶ୍ଚୟ ପୂରଣ ହେବ । ଏହା ଏକ ପ୍ରଭାବଶାଳି ଉପାୟ ଅଟେ ।

୪. ବନ୍ଧୁଗଣ ମଣିଷ ମାନଙ୍କ ପାଇଆନ ଚାଉଳର ବହୁତ ମହତ୍ଵ ରହିଛି । ଯଦି ଆପଣଙ୍କର ଅଧିକ ଅଯଥା ଖର୍ଚ ହେଉଛି ତା ହେଲେ ଆପଣ ଚାଉଳକୁ ନିଜ ପର୍ସ ମଧ୍ୟରେ ରଖନ୍ତୁ ଦେଖିବେ ଆପଣଙ୍କର ସମସ୍ତ ବେକାର ଖର୍ଚ ଦୂର ହୋଇଯିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *