ଅମାବାସ୍ୟା ପରଠୁ, ଏହି 5ଟି ରାଶିରେ ହେବ ଧନର ବର୍ଷା… ମିଳିବ ଭଗବାନ ଶିବଙ୍କ କୃପା

ହିନ୍ଦୁ ଧର୍ମରେ ଶ୍ରାବଣ ମାସର ମହତ୍ୱ ବହୁତ ବେଶୀ ରହି ଥାଏ । ଏହି ମାସ ଟି ଭଗବାନ ଶିବଙ୍କ ନାମରେ ସମର୍ପିତ । ଏହି ମାସରେ ଶିବଙ୍କର ପୂଜା ଅର୍ଚ୍ଚନା କରିବା ଦ୍ୱାରା ଭଗବାନ ଶିବ ବହୁତ ଜଲ୍ଦି ସନ୍ତୁଷ୍ଟ ହୋଇ ଥାନ୍ତି । ଏହି ମାସ ଟି ସାରା ପ୍ରଭୁ ମହାଦେବ ବହୁତ ପ୍ରସନ୍ନ ରୁହନ୍ତି ।

ତେବେ ଏହି ମାସର ଅମବାସ୍ୟା ର ପ୍ରାଧାନ୍ୟ ଓ ମହତ୍ୱ ବହୁତ ବେଶୀ ରହି ଥାଏ । ଏହି ଅମବାସ୍ୟାକୁ ଚିତଉ ଅମାବାସ୍ୟା କୁହାଯାଏ ଏହା ଛଡା, ଶ୍ରାବଣୀ ଅମବାସ୍ୟା, ହରୀୟଲୀ ଅମବାସ୍ୟା ମଧ୍ୟ କୁହାଯାଏ । ଏହି ଅମାବାସ୍ୟା ପ୍ରାକୃତିକ ପରିବେଶ କୁ ଦେଖିକି କୁହାଯାଏ । କାରଣ ଶ୍ରାବଣ ମାସରେ ସବୁ ଆଡେ ସବୁଜିମା ଆସିଥାଏ । ଏହି ଅମବାସ୍ୟା ରେ କୃଷି ଉପକରଣ କୁ ମଧ୍ୟ ପୂଜା କରା ଯାଏ । ଏହି ଅମବାସ୍ୟା ଟି କୃଷି ମାନଙ୍କ ଉଦେଶ୍ୟ ରେ ମଧ୍ୟ ହୋଇ ଥାଏ ।

ଏହି ଅମାବାସ୍ୟା ଟି ଏହି ଚଳିତ ବର୍ଷର ଶନିବାର ଦିନଠାରୁ ଆରମ୍ଭ ହେଉଛି । ଏବଂ ଶନିବାର ଦିନ ଟି ଆମେ ଜାଣିଛୁ ଭଗବାନ ଶନି ଦେବଙ୍କର ଦିନ । ତେଣୁ ଏହି ଅମାବାସ୍ୟା ର ବହୁତ ମହତ୍ୱ ରହିଛି । ଏବଂ ଏହାର ବହୁତ ବିଶେଷତ୍ୱ ମଧ୍ୟ ରହିଛି । ଏହି ଅମବାସ୍ୟା ଟି ଶନିବାର ସନ୍ଧ୍ୟା ରୁ ଆରମ୍ଭ ହୋଇ ରବିବାର ସନ୍ଧ୍ୟା ରେ ଶେଷ ହେବ । କିନ୍ତୁ ଏହି ଅମବାସ୍ୟା ର ପୂଜା ଓ ଉପାସ ଆଦି ରବିବାର ଦିନ ପାଳିତ କରାଯିବ ।

ଏହି ଅମବାସ୍ୟା ଦିନ ଅମୃତ ଯୋଗ ଓ ଲଷ୍ମୀ ଯୋଗ ପଡୁ ଅଛି । ଏହି ଦୁଇ ଟି ଯୋଗ ର ଶୁଭ ପ୍ରଭାବ କିଛି ରାଶୀଙ୍କ ଉପରେ ଦେଖିବାକୁ ମିଳିବ । ତେବେ ସେହି ରାଶି ଗୁଡିକ ହେଲା ମେଷ ରାଶି, ବୃଷ ରାଶି, ମିଥୁନ ରାଶି, କନ୍ୟା ରାଶି, ତୁଳା ରାଶି ଓ କୁମ୍ଭ ରାଶି । ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏବେ ବହୁତ ଭଲ ସମୟ ଅଛି । ଆପଣ ମାନଙ୍କ ର ଯଦି କେଉଁ ସ୍ଥାନରେ ପଇସା ଅଟକି ଯାଇଛି ତାହା ଆପଣଙ୍କୁ ଏବେ ପ୍ରାପ୍ତ ହେବ ।

ଚାକିରୀ କ୍ଷେତ୍ରରେ ଆପଣଙ୍କର ପଦୋନ୍ନତି ହେବ । ଜଦି ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟରେ ନିବେଶ କରିଲେ ଆପଣଙ୍କୁ ଲାଭ ମିଳିବ । କିଛି ପୁରୁଣା ବନ୍ଧୁଙ୍କ ସହ ମିଶି ଆପଣ କୌଣସି ଏକ ନୂଆ ଯୋଜନା କରିବେ । କିନ୍ତୁ ଆପଣ ଜଲ୍ଦି ଜଲ୍ଦି ରେ କୌଣସି ନିଷ୍ପତି ନେବେ ନାହିଁ ଏପରି କରିବା ଦ୍ୱାରା ଆପଣ କୌଣସି ବିପଦ ରେ ପଡି ପାରନ୍ତି ଓ ଏହା ଆପଣଙ୍କ ହାନି କରିପାରେ ।

ମାନସିକ ଓ ଦୀର୍ଘ ସମୟ ଧରି ପୀଡିତ ଥିବା ରୋଗୀଙ୍କ ପାଇଁ ଏହି ସମୟ ଟି ବହୁତ ଭଲ ରହିବ । ଆପଣ ନିଜ ଓଜନ ର ଧ୍ୟାନ ରଖିବେ । ହୃଦଜନିତ ସମସ୍ୟା ହୋଇ ପାରେ । ଘରେ କୌଣସି ଶୁଭ କାର୍ଯ୍ୟ ଅନୁଷ୍ଠିତ ହେବ । ଶିକ୍ଷାର୍ଥୀ ମାନେ ଯାହା ଆଶା କରିବେ ତାହା ପୂରଣ ହେବ । ଦାମ୍ପତ୍ୟ ଜୀବନ ଭଲ ରହିବ । କୋଭିଡ ରେ ବ୍ୟବସାୟରେ ଯଦି କୌଣସି ହାନି ହୋଇଥାଏ ତେବେ ଏବେ ପୁନର୍ବାର ଉନ୍ନତି ହେବ । ମା ଲଷ୍ମୀ, ଶନିଦେଵ ଓ ମହାଦେବଙ୍କ ର ବିଶେଷ କୃପା ଦୃଷ୍ଟି ଏହି ରାଶି ର ବ୍ୟକ୍ତିଙ୍କ ଉପରେ ରହିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *