ଅନିୟମିତ ଋତୁସରାବ ହେଉଥିଲେ ରାତିରେ ଶୋଇଲା ବେଳେ ଏହାକୁ ପିଅନ୍ତୁ, 1 ଦିନରେ ହେବ ଋତୁସ୍ରାବ

ନମସ୍କାର ବନ୍ଧୁଗଣ, ନାରୀକୁ ସମସ୍ତ ଅସହ୍ୟ ଜନିତ କଷ୍ଟ ଭଗବାନ ଦେଇଛନ୍ତି । ଯେମିତି ପିଲା ଜନ୍ମ କରିବା ହେଉ ବା ଘର ସମ୍ଭାଳିବା ତା ସହ  ମାସିକ ଋତୁସ୍ରାବର କଷ୍ଟ । ସାଧାରଣତଃ ମହିଳା ମାନେ ଋତୁସ୍ରାବ ପ୍ରତି ମାସରେ ଉଚିତ ସମୟରେ ହୋଇଥାଏ । କିନ୍ତୁ କିଛି ମହିଳାଙ୍କ ଠାରେ ଏହାର ବ୍ୟତିକ୍ରମ ଦେଖା ଦେଇଥାଏ ସମୟରେ ହୋଇନଥାଏ ଏବଂ କିଛି ମହିଳାଙ୍କୁ ଅତ୍ୟଧିକ କଷ୍ଟ ହୋଇଥାଏ । ଯଦି ଆପଣଙ୍କ ସହ ଏହିସବୁ ହେଉଅଛି ତେବେ ଆପଣ ଆମେ ବତାଉଥିବା ଉପାୟକୁ ନିଶ୍ଚୟ କରନ୍ତୁ ।

ଏହି ଉପାୟ କରିବାକୁ ଆପଣ ଏକ ଗ୍ଲାସ ପାଣି ଏକ ପାତ୍ରରେ ଢାଳି ଗରମ କରନ୍ତୁ । ସେଥିରେ ଅଳ୍ପ କଟା ଯାଇଥିବା ଅଦା ପକାଇ ଦିଅନ୍ତୁ । ଆପଣ ଏହାକୁ ଘୋଡାଇ ଦୁଇ ମିନିଟ ପର୍ଯ୍ୟନ୍ତ ଫୁଟିବାକୁ ଦିଅନ୍ତୁ । ଏହାପରେ ଆପଣ ଫୁତିଯାଇଥିବା ପାଣିକୁ ଏକ ଗ୍ଳାସକୁ ଛାଣି ନିଅନ୍ତୁ । ଏହା ଅଳ୍ପ ଥଣ୍ଡା ହେବା ପରେ ଆପଣ ସେଥିରେ ଏକ ଗ୍ଳାସ ମହୁ ମିଶାନ୍ତୁ । ଏବଂ ତାହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

ଏହାପରେ ଆପଣଙ୍କ ଏହି ଉପାୟଟି ସମ୍ପୂର୍ଣ ପ୍ରସ୍ତୁତ ହୋଇଯିବ । ରାତିରେ ଶୋଇବା ସମୟରେ ଆପଣ ଏହାକୁ ସେବନ କରନ୍ତୁ । ଏହାକୁ ରାତିରେ ଥରେ ସେବନ କରିବା ଦ୍ଵାରା ସକାଳୁ ଉଠିଲା ବେଳକୁ ଆପଣଙ୍କ ସମସ୍ୟାର ସମାଧାନ ହୋଇସାରିଥିବ । ଦିତୀୟ ଉପାୟଟି ବନାଇବା ପାଇଁ ଆପଣ ଏକ ଗ୍ଳାସ ପାଣି ଗରମ କରନ୍ତୁ । ସେଥିରେ ଏକ ଚାମଚ ଜୀରା ପକାନ୍ତୁ ।

ଏହାକୁ ଆପଣ ଦୁଇ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଆପଣ ଏହାକୁ ଛାଣି ନିଅନ୍ତୁ । ଏଥିରେ ଆପଣ ଏକ ଚାମଚ ବ୍ରାଉନ ରଙ୍ଗର ଚିନି ମିଶାନ୍ତୁ । ଯଦି ଆପଣଙ୍କ ପାଖରେ ଏହା ନାହିଁ ତେବେ ଆପଣ ସେଥିରେ ସାଧା ଚିନି ଏକ ଚାମଚ ପକାନ୍ତୁ । ଏବେ ଆପଣ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

ଯଦି ଆପଣଙ୍କ ପିରିଅଡ ଦୁଇ ତିନି ମାସ ହେବା ହୋଇ ନାହିଁ ତେବେ ଆପଣ ପ୍ରଥମ ଉପାୟଟିକୁ ସେବନ କରନ୍ତୁ । ସକାଳୁ ହିଁ ଆପଣଙ୍କ ପିରିଅଡ ସମୟରେ ହେବାକୁ ଲାଗିବ । ଯଦି ହାର୍ମୋନାଲ ଅସୁବିଧା ପାଇଁ ପିରିଅଡ ହେଉନାହିଁ ତେବେ ଆପଣ ଦୁଇଟି ଯାକ ଉପାୟକୁ ଦୁଇରୁ ତିନି ଥର ସେବନ କରିପାରିବେ ।

ଯଦି ଆପଣଙ୍କ ପିରିଅଡ ସମୟ ୭ରୁ ୧୦ ଦିନ ଗଡିଯାଇଛି ତେବେ ଆପଣ ଦିତୀୟ ଉପାୟଟିକୁ ନିଶ୍ଚୟ ସେବନ କରନ୍ତୁ । ତେଣୁ ଆପଣ ଏହି ଦୁଇଟି ଯାକ ଉପାୟକୁ ଆପଣଙ୍କ ପରିସ୍ଥିତି ଦେଖି ସେବନ କରନ୍ତୁ । ଏହା ଆପଣଙ୍କ ପାଇଁ ନିହାତି ଫଳପ୍ରଦ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *