ସ୍ତ୍ରୀର ଏହି 4ଟି ଅଙ୍ଗରେ ଥିଲେ କଳା ଜାଇ ସ୍ଵାମୀ ଓ ପରିବାର ହୋଇଥାନ୍ତି ଅତ୍ୟନ୍ତ ଧନୀ, ଏବେ ହିଁ ଦେଖନ୍ତୁ ଆପଣଙ୍କର ଅଛି କି ?

ନମସ୍କାର ବନ୍ଧୁଗଣ, କିଛି ନାରୀ ଜନ୍ମ ସମୟରୁ ନିଜ ଭାଗ୍ୟକୁ ନିଜ ସହ ନେଇ ଆସିଥାନ୍ତି । ଯାହାକୁ ଯେ କେହି ଦେଖିଲେ କହିବେ ସେ ଭାଗ୍ୟଶାଳୀ । ତେବେ ଏମିତି କଣ ରହିଥାଏ ତାଙ୍କ ପାଖରେ ଯାହାକୁ ଦେଖୁ ଦେଖୁ ତାଙ୍କ ଉଜ୍ଵଳ ଭାଗ୍ୟ ବିଷୟରେ ଜଣାପଡିଯାଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ନାରୀର କେଉଁ ଅଙ୍ଗରେ କଳାଜାଇ ଥିଲେ ତାଙ୍କ ସ୍ଵାମୀ ଓ ପରିବାର ଲୋକେ ହୋଇଥାନ୍ତି ଧନୀ । ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

ପ୍ରଥମ: ପାଦରେ କଳାଜାଇ ଥିବା ମହିଳାମାନେ ବହୁତ ବୁଦ୍ଧିମତୀ ଅଟନ୍ତି । ଏମାନେ ସବୁବେଳେ ନିଜ ସ୍ଵାମୀଙ୍କ ମଙ୍ଗଳ କାମନା କରିଥାନ୍ତି । ନିଜ ସ୍ଵାମୀଙ୍କ ସହ ଘର ପରିବାର ଲୋକଙ୍କ ଉନ୍ନତି ପାଇଁ ଭଗବାନଙ୍କ ଠାରେ ପ୍ରାଥନା କରିଥାନ୍ତି । ବହୁତ କମ ପଇସାରେ ନିଜ ପରିବାରକୁ ଚଳେଇବାର କ୍ଷମତା ରହିଥାଏ ଏମାନଙ୍କ ପାଖରେ । ଏପରି ମହିଳା ମାନେ ମାତା ଲକ୍ଷ୍ମୀଙ୍କ ପ୍ରିୟ ହୋଇଥାନ୍ତି ।

ଏମାନେ ଅଭାବି ଲୋକଙ୍କୁ ସାହାର୍ଯ୍ୟ କରିଥାନ୍ତି । ଦିତୀୟ: ଯେଉଁ ମହିଳା ମାନଙ୍କ ପେଟ ନାହିର ଚାରିପାଖରେ କେଉଁଠାରେ ବି ଯଦି କଳାଜାଇ ଥାଏ ତେବେ ଏହି ନାରୀ ନିଜ ସ୍ଵାମୀ ଓ ଶାଶୁ ଘର ପରିବାର ଲୋକଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ନାରୀ ଯେଉଁ ଘରେ ପାଦ ରଖନ୍ତି ସେହି ଘରେ ଧନର ଆଗମନ ହୋଇଥାଏ ।

ତୃତୀୟ: ଯେଉଁ ମହିଳା ମାନଙ୍କର ନାକର ଉପର ଭାଗରେ କଳାଜାଇ ରହିଥାଏ ସେମାନେ ସବୁବେଳେ ଭାଗ୍ୟବାନ ହୋଇଥାନ୍ତି ।ଏମାନେ ଯେଉଁ ଘରର ବୋହୁ ହେବେ ସେହି ଘରେ ଧନର  ଅଭାବ କେବେ ରହିନଥାଏ । ଏହି ମହିଳା ମାନେ ଟଙ୍କା ସଞ୍ଚୟ କରିବାରେ ମାହିର ହୋଇଥାନ୍ତି । ଏହି ଗୁଣ ଏମାନଙ୍କ ପାଖରେ ରହିଥିବା ହେତୁ ଭବିଷ୍ୟତରେ ଏମାନଙ୍କ ଘର ଲୋକଙ୍କୁ କେବେ ଟଙ୍କାର ଅଭାବ ଭୋଗ କରିବାକୁ ପଡିନଥାଏ ।

ଚତୁର୍ଥ: ଯେଉଁ ମହିଳା ମାନଙ୍କର କପାଳର ମଧ୍ୟ ଭାଗରେ କଳାଜାଇ ଚିହ୍ନ ରହିଥାଏ ସେମାନେ ବହୁତ ଧନୀ ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି । ଏବଂ ଏମାନେ ଯାହାଙ୍କୁ ବିବାହ କରିଥାନ୍ତି ସେମାନଙ୍କର ଭାଗ୍ୟ ବହୁତ ଶୀଘ୍ର ଚମକିବାକୁ ଲାଗିଥାଏ । ନିଜ ସ୍ତ୍ରୀଙ୍କ ଭାଗ୍ୟ ବଳରେ ଜୀବନରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରନ୍ତି ।

କରୁଥିବା କାର୍ଯ୍ୟରେ ସବୁବେଳେ ଲାଭବାନ ହୋଇଥାନ୍ତି । ଏମାନେ ଗୃହାଲକ୍ଷ୍ମୀ ସଦୃଶ ହୋଇଥାନ୍ତି । ତେବେ ଯେଉଁ ସ୍ତ୍ରୀ ମାନଙ୍କର ଏହି ଅଙ୍ଗରେ କଳାଜାଇ ରହିଛି ସେମାନେ ଜାଣି ରଖନ୍ତୁ କି ତାଙ୍କ ଭାଗ୍ୟରେ ଅସୁବିଧା ଆଉ କେବେ ଆସିବ ନାହିଁ । ଏବେ କେବଳ ଜୀବନରେ ସୁଖ ହିଁ ସୁଖ ଆସିବାକୁ ଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *