ବୁଧବାର ଦିନ ସକାଳୁ କାହା ଘରୁ ବି ଆଣନ୍ତୁ ଏହି ଗୋଟିଏ ଜିନିଷ, ହେବ ଅପାର ଧନର ଧନ ପ୍ରାପ୍ତି ?

ନମସ୍କାର ବନ୍ଧୁଗଣ, ଜୀବନରେ ସୁଖ ଓ ଧନ ପ୍ରାପ୍ତିର ଇଚ୍ଛା ସମସ୍ତେ ରଖି ଅନେକ କଷ୍ଟ କରିଥାନ୍ତି କିନ୍ତୁ ଫଳସ୍ଵରୂପ ସେମାନଙ୍କୁ ଶାନ୍ତି ଜନକ ଫଳ  ମିଳିନଥାଏ । କରୁଥିବା କଷ୍ଟ ଆପଣଙ୍କର ବ୍ୟର୍ଥ ହୋଇଯାଇଥାଏ । ତେଣୁ ଆଜି ଆମେ ଜଣାଇବାକୁ ଯାଉଛୁ ବୁଧବାର ଦିନ ଆପଣ ଯଦି କାହା ଘରୁ ଏହି ଗୋଟିଏ ଜିନିଷ ନେଇ ଆସନ୍ତି ତେବେ ଆପଣଙ୍କ କଷ୍ଟର ଉଚିତ ମୂଲ୍ୟ ମିଳିବା ସହ ଆପଣଙ୍କ ସମସ୍ତ ମନସ୍କାମନା ମଧ୍ୟ ପୁରା ହେବ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

କଣ ଆପଣ ଜାଣନ୍ତି ମନି ପ୍ଳାଣ୍ଟ ଆମ ଘରର ସକାରାତ୍ମକ ଊର୍ଜାକୁ ବଢାଇଥାଏ ବୋଲି । ଆଜ୍ଞା ହଁ ହିନ୍ଦୁ ଧର୍ମରେ ଏହା ଉଲ୍ଲେଖ ରହିଛି କି ମନି ପ୍ଳାଣ୍ଟ ବହୁତ ଶୁଭ ହୋଇଥାଏ ଘର ପାଇଁ । ଯଦି ଆପଣ ମାନେ ନିଜ ଘରେ ମନି ପ୍ଳାଣ୍ଟ ଲଗାନ୍ତି ତେବେ ଆପଣଙ୍କ ଘରେ କେବେ ମଧ୍ୟ ଅର୍ଥ ଅଭାବ ଦେଖା ଦେଇନଥାଏ । ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରୁହନ୍ତି ଏବଂ ଆପଣଙ୍କ ଘରେ ସ୍ଥାୟୀ ଭାବରେ ବାସ କରିଥାନ୍ତି ।

ମନେ ରଖିବେ ମନି ପ୍ଳାଣ୍ଟକୁ କେବେ ମଧ୍ୟ କିଣି କି ଆଣି ଘରେ ଲଗାଇବା ଉଚିତ ହୋଇନଥାଏ । ଏହା କୁହାଯାଏ କି ମନି ପ୍ଳାଣ୍ଟକୁ ଚୋରି କରି ଆଣି ଲଗାଇବା ଉଚିତ । ଏହଦ୍ଵାରା ଆପଣଙ୍କୁ ବହୁତ ଶୀଘ୍ର ଫଳ ମିଳିଥାଏ ବୋଲି ମାନ୍ୟତା ରହିଛି । ବାସ୍ତୁ ଶସ୍ତ୍ର ଅନୁଯାୟୀ ମନି ପ୍ଳାଣ୍ଟର ସ୍ଵତନ୍ତ୍ର ସ୍ଥାନ ରହିଛି । ତେଣୁ ଆପଣ ମନି ପ୍ଳାଣ୍ଟକୁ ଅଗ୍ନି କୋଣରେ ହିଁ ଲଗାଇବା ଉଚିତ ।

ଆପଣ ଦକ୍ଷିଣ ପୂର୍ବ ଦିଗ ମଧ୍ୟରେ ଏହି ଗଛକୁ ଲଗାଇବା ଆବଶ୍ୟକ ଯାହାକୁ ଅଗ୍ନି କୋଣ ବୋଲି କୁହାଯାଏ । ଏହା ଆପଣଙ୍କ ଜୀବନକୁ ବଦଳାଇବା ଆରମ୍ଭ କରିଦେଇଥାଏ । ଆପଣଙ୍କ ଜୀବନରେ ଆପଣଙ୍କ ଘରେ ସୁଖ ଶାନ୍ତି ବଢିବାକୁ ଲାଗିଥାଏ । ଯଦି ଆପଣ ଏହିସବୁ ନିୟମ ନମାନି ଭୁଲ ଦିଗରେ ମନି ପ୍ଲାଣ୍ଟ ଲଗାନ୍ତି ତେବେ ଆପଣଙ୍କୁ ଏହାର କୌଣସି ସୁପ୍ରଭାବ ମିଳିନଥାଏ ।

ମନି ପ୍ଳାଣ୍ଟର ରଙ୍ଗ ସବୁଜ ଅଟେ । ଏହା ବୁଧ ଗ୍ରହର ସୂଚକ ହୋଇଥାଏ । ଯଦି ଆପଣ ଏହାକୁ ବୁଧବାର ଦିନ ଘରର ଦକ୍ଷିଣ ଦିଗରେ ରଖନ୍ତି ତେବେ ଏହା ଆପଣଙ୍କ ପାଇଁ ଫଳପ୍ରଦ ହୋଇଥାଏ । ତେଣୁ ସବୁବେଳେ ମନି ପ୍ଲାଣ୍ଟକୁ ବୁଧବାର ଦିନ ସକାଳେ  ଆପଣଙ୍କ ଘରକୁ ଆଣନ୍ତୁ ।

ଆପଣ ବୁଧବାର ଦିନ ମନି ପ୍ଳାଣ୍ଟ ଆଣି ଦକ୍ଷିଣ ଦିଗରେ ରଖିବା ଦ୍ଵାରା ଆପଣଙ୍କ ଜୀବନ ସମ୍ପୂର୍ଣ ଭାବରେ ବଦଳି ଯାଇଥାଏ । ଆପଣଙ୍କ ଜୀବନରେ ଅର୍ଥ ଲାଭ ହେବାକୁ ଲାଗିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *