ଅଣ୍ଟା ବିନ୍ଧା, ଗୋଡ ବିନ୍ଧା, ହାତ ବିନ୍ଧା ଶେଷ କରିଦେବ ଏହି 5ଟଙ୍କାର ଜିନିଷ

ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ କଷ୍ଟ କହିଲେ ଏବେ ମୁଖ୍ୟ ଆଣ୍ଠୁ ଗଣ୍ଠି ଜନିତ ବିନ୍ଧା ହୋଇସାରିଲାଣି । ସମସ୍ତଙ୍କ ଘରେ ଏହି ଅସୁବିଧା ହିଁ ଦେଖିବାକୁ ମିଳୁଛି । କିନ୍ତୁ ଏଥିରୁ ଭଲ ହେବା ପାଇଁ କୌଣସି ସ୍ଥାୟୀ ଉପଚାର ମିଳୁନାହିଁ । ଆପଣଙ୍କ ସେହି କଷ୍ଟ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଆପଣଙ୍କୁ ଏଥିପାଇଁ ଅଧିକ ପଇସା ଖର୍ଚ କରିବାକୁ ପଡିବ ନାହିଁ କିମ୍ବା ମେଡିକାଲ ଯିବାକୁ ପଡିବ ନାହିଁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆପଣଙ୍କୁ ଏହି ଉପଚାରଟିକୁ ତିଆରି କରିବା ପାଇଁ ଦୁଇଟି ସାମଗ୍ରୀର ଆବଶ୍ୟକତା ରହିଛି । ପ୍ରଥମ ସମଗ୍ରୀଟି ହେଉଛି ସୋରିଷ ତେଲ । ସୋରିଷ ତେଲକୁ ଆପଣ ନିଜ ଘରେ ଅତିସହଜରେ ପାଇଯିବେ । ଦିତୀୟ ସାମଗ୍ରୀଟି ହେଉଛି ଜାଇଫଳ । ଏହା ଆପଣଙ୍କୁ ସଉଦା ଦୋକାନରୁ ଆରମରେ ମିଳିଯିବ । ଏହୁ ଉପାୟକୁ ତିଆରି କରିବା ପାଇଁ ପ୍ରଥମେ ଏକ ଜାଇଫଳ ନିଅନ୍ତୁ ।

ଏହାପରେ ସେହି ଜାଇଫଳକୁ ଭଲ ଭାବରେ ପେଶୀ ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ଆପଣ ଏହାକୁ ହେମଦସ୍ତାରେ ଛେଚି ମଧ୍ୟ ପାଉଡର ତିଆରି କରିପାରିବେ । ଜାଇଫଳ ଭିତରୁ ବାହାରୁଥିବା ମଞ୍ଜିକୁ ପେସନ୍ତୁ । ଜାଇଫଳ ପାଉଡରରୁ ଦୁଇ ଚାମଚ ନିଅନ୍ତୁ । ଏବଂ ସେହି ପାଉଡରରେ ତିନି ଚାମଚ ସୋରିଷ ତେଲ ମିଶାଇ ଦିଅନ୍ତୁ ।

ଏହାପରେ ଆପଣ ଦୁଇଟି ଯାକ ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଭଲ ଭାବରେ ମିଶି ସାରିଲା ପରେ ଆପଣ ଏହି ମିଶ୍ରଣକୁ ନେଇ ନିଜର ପୀଡା ହେଉଥିବା ଜାଗାରେ ଲଗାନ୍ତୁ । ସେହି ଜାଗାରେ ସେମିତି କିଛି ସମୟ ପାଇଁ ରଖନ୍ତୁ । ଦେଖିବେ ଅଳ୍ପ ସମୟରେ ହିଁ ଆପଣଙ୍କ ପୀଡା କମିବାକୁ ଲାଗିବ ।

ଯଦି  ଆପଣ ଆଣ୍ଠୁ ଗଣ୍ଠି ଜନିତ କଷ୍ଟ ପ୍ରତିଦିନ ପାଉଛନ୍ତି ତେବେ ଏହି ମିଶ୍ରଣକୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ । ଆପଣ ଯଦି ଏହାକୁ ସବୁଦିନ ଲଗାଇବେ ତେବେ ଆପଣଙ୍କ କଷ୍ଟ ସବୁଦିନ ପାଇଁ ଶେଷ ହୋଇଯିବ । ଆପଣଙ୍କ ଅଣ୍ଟା ବିନ୍ଧା, ଗୋଦା ବିନ୍ଧା, ହାତ ବିନ୍ଧା ସବୁଦିନ ପାଇଁ ମୂଳରୁ ହିଁ ଶେଷ କରିଦେବ ଏହି ଉପାୟଟି ।

ତେଣୁ ଆପଣ ଏହାକୁ ଥରେ ବ୍ୟବହାର କରନ୍ତୁ । ବ୍ୟବହାର କରିବା ପରେ ଆପଣ ଏହାର ଫାଇଦା ଦେଖି ନିଶ୍ଚୟ ଭାବିବେ ଆଗରୁ ଏହାକୁ ଆପଣ କାହିଁକି କରିନଥିଲେ । ଆଶା କରୁଛୁ ଏହି ଉପାୟଟି ଆପଣଙ୍କ ପାଇଁ ନିଶ୍ଚିନ୍ତ ରୂପରେ ଫଳପ୍ରଦ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *