ସ୍ଵାମୀ ସ୍ତ୍ରୀ ସକାଳୁ ଉଠି ଏହି କାମ କଲେ କଣ ସଙ୍କେତ ମିଳିଥାଏ? Ajira Anuchinta

ନମସ୍କାର ବନ୍ଧୁଗଣ, ଦୁନିଆର ଅନେକ କିଛି କଥା ବିଷୟରେ ଆମକୁ ଜଣା ନଥାଏ । ସେହି ସବୁ କଥା ଆମ ଦୈନନ୍ଦିନ ଜୀବନକୁ ସୁଧାରି ଦେଇଥାଏ । ସେହିସବୁ କଥାକୁ ମାନିବା ଦ୍ଵାରା ଜୀବନରେ ଉନ୍ନତି ଆସିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା ବିଷୟରେ ଜଣାଇବାକୁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ସ୍ଵାମୀ ସ୍ତ୍ରୀ ସମ୍ବନ୍ଧୀୟ ସବୁଠାରୁ ଗୁରୁତ୍ବପୂର୍ଣ ଅନୁଚିନ୍ତା କଣ ରହିଛି ।

ପ୍ରଥମ: ଯଦି ଆପଣଙ୍କ ରୋଗ ଭଲ ହେଉନାହିଁ କିମ୍ବା ବାରମ୍ବାର ଭଲ ହୋଇ ପୁଣି ହେଉଛି ତେବେ ନିଜ ଓଜନର ଗହମ ଗରିବ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ । ଦିତୀୟ: ଅଧିକ ରୋଜଗାର କଳା ପରେ ମଧ୍ୟ ଯଦି ଧନର ସଙ୍କଟ ଦେଖା ଦେଉଥାଏ ତେବେ ପେସୁଥିବା ଗହମରେ 11ଟି ତୁଲସୀ ପତ୍ର ଏବଂ 2ଟି କେଶର ଦାନାଆ ମିଶାଇ ପେସନ୍ତୁ । ଏହା ପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିଦେଇଥାଏ ।

ତୃତୀୟ: ସନ୍ଧ୍ୟା ସମୟରେ ଶୋଇବା ଅନୁଚିତ । ସନ୍ଧ୍ୟା ସମୟରେ ପାଠ ପଢିବା ମଧ୍ୟ ଉଚିତ ହୋଇନଥାଏ । ସନ୍ଧ୍ୟା ସମୟରେ ତ ଭୁଲରେ କେବେ ମଧ୍ୟ ଖାଇବା ଉଚିତ ନୁହେଁ । ଚତୁର୍ଥ: ସନ୍ଧ୍ୟାବେଳେ ସ୍ଵାମୀ ସ୍ତ୍ରୀ ଶାରୀରିକ ସମ୍ବନ୍ଧ ରଖିବା ଅନୁଚିତ ଅଟେ । ଓଦା ଗୋଡରେ ଶେଜରେ ଶୋଇବା ଅନୁଚିତ ନଚେତ ଏହାଫଳରେ ଧନ ହାନି ହୋଇଥାଏ ।

ପଞ୍ଚମ: ରାତିରେ ଭାତ, ଦହି କିମ୍ବା ଛତୁଆ କେବେ ଖାଇବା ଉଚିତ ନୁହେଁ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ ଏବଂ ଘରେ ଆର୍ଥିକ ସଙ୍କଟ ଘେରି ହୋଇଯାଏ । ଷଷ୍ଠ: ସକାଳୁ ମୁହଁ ନଧୋଇ ଚା ପିଅନ୍ତୁ ନାହିଁ । ଅଇଁଠା ହାତରେ କେବେ କୌଣସି ଗୋରୁ, ବ୍ରାହ୍ମଣ କିମ୍ବା ଅଗ୍ନିକୁ ଛୁଇଁବା ଉଚିତ ହୋଇନଥାଏ । ଏହା କରିବା ବହୁତ କ୍ଷତି କାରକ ହୋଇଥାଏ ଜୀବନ ପାଇଁ ।

ସପ୍ତମ; ଘର ଭିତରେ ଠାକୁରଙ୍କ ଠାରେ ଚଢିଥିବା ମଉଳା ଫୁଲ ରଖିବା ଉଚିତ ହୋଇନଥାଏ । ସବୁବେଳେ ଏହି ମଉଳା ଫୁଲକୁ ନେଇ ଜଳରେ ପ୍ରବାହିତ କରିଦେବ ଉଚିତ । ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ । ଅଷ୍ଟମ: ଘରୁ କୌଣସି ଗୁରୁତ୍ଵପୂର୍ଣ କାର୍ଯ୍ୟ କରିବାକୁ ଯିବାବେଳେ କାଉକୁ ରୁଟି ଦେଇ ଯାଅନ୍ତୁ । ଏହାଦ୍ଵାରା ଆପଣ ବାହାରିଥିବା ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।

ନବମ: ବାରମ୍ବାର ଧାର କରଜ ହେଉଥିଲେ ଶ୍ମଶାନ ପାଖରେ ଥିବା କୁଣ୍ଡ କିମ୍ବା ପୋଖରୀ ଜଳ ଆଣି ଓସ୍ତ ଗଛ ମୂଳରେ ଦିଅନ୍ତୁ । ଏହା ଆପଣଙ୍କୁ କରଜରୁ ମୁକ୍ତି ଦେଇଥାଏ । ଦଶମ: ଘରୁ ବାହାରିବା ସମୟରେ ଫୁଲ କିମ୍ବା କୌଣସି ଫୁଲ ମାଳ ଦେଖିବା ଶୁଭ ହୋଇଥାଏ । ଏହା ଆପଣଙ୍କ ପାଇଁ ଶୁଭ ଫଳ ଆଣିଦେଇଥାଏ । ଆପଣଙ୍କ ମଙ୍ଗଳ ମଧ୍ୟ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *