ଆପଣଙ୍କ Blood Group ଆପଣଙ୍କ ବିଷୟରେ କଣ କହିଥାଏ ? Personality Test

ବହୁତ ଲୋକ ଅଛନ୍ତି ଯେଉଁ ମାନେ ହାତ ଦେଖା ଓ ଜାତକରେ ବିଶ୍ଵାସ କରିଥାନ୍ତି । ଆଉ ମଣିଷ ଭିତରେ ଆଉ ଗୋଟିଏ ଜଣା ଅଛିକି ସେ ତାର ବ୍ୟକ୍ତିତ୍ବ ବିଷୟରେ ଜାଣି ପାରିବ । ଏହା ହେଉଛି ମଣିଷର ବ୍ଲଡ ଟାଇପ । ଯଦି ଆପଣ ଜାପାନ ଓ ସାଉଥ କୋରିଆରେ ରହୁଛନ୍ତି ତେବେ ସେଠାକାର ଲୋକ ଜାତକର ବିଶ୍ଵାସ କରନ୍ତି ନହିଁ ସେଠାକାର ଲୋକ ବ୍ଲଡ ଗୃପ ଉପରେ ବହୁତ ବିଶ୍ବାସ ରଖିଥାନ୍ତି । ଏହି ବ୍ଲଡ ଗୃପ ଦ୍ଵାରା ତାଙ୍କର ଚରିତ୍ର ନିର୍ମାଣ କରିଥାନ୍ତି । ନିଜର ବ୍ୟବାହାର ଓ ସମ୍ପର୍କ ବ୍ଲଡ ଗୃପ ଦ୍ଵାରା ଜାଣି ହୋଇଥାଏ ।


ମଣିଷ ବ୍ଲଡରେ ଦୁଇ ପ୍ରକାର ଆଣ୍ଟିଜେଂସ ମିଳିଥାଏ । ଏହା ହେଉଛି ଏ ବି ,  ଆସନ୍ତୁ ଜାଣିବା 4 ଟି ବ୍ଲଡ ଟାଇପ କେଉଁ ପର୍ଶନାଲିଟି ଟ୍ରେଟ ଯୋଡା ହୋଇ ରହିଛି । ଆସନ୍ତୁ ଜାଣିବା ବ୍ଲଡ ଟାଇପ ଏ ବିଷୟରେ । ଏହି ଗୃପର ଲୋକ ବହୁତ ପ୍ୟାସନେଟ, ସେନ୍ସିଟିଭ ହୋଇଥାନ୍ତି । ସବୁ କାମକୁ ବୁଝି ସୁଝି କାମ କରିବାକୁ ଚେଷ୍ଟା କରିଥାନ୍ତି । ଆଉ ଏହି ଗୃପର ଲୋକ ବହୁତ ଅର୍ଗାନାଇଜ ହୋଇଥାନ୍ତି ।  ଏହି ଲୋକ ଜିନିଷକୁ ବହୁତ ଗୁରୁତ୍ଵ ପୂର୍ଣର ସହିତ କରିଥାନ୍ତି । ଏହି ଲୋକର ରକ୍ତରେ ସ୍ଟ୍ରେସ ହରମୋନ ମାତ୍ରା ବାକି ଲୋକଙ୍କ ଠାରୁ ବହୁତ ଅଧିକ ହୋଇଥାଏ । ଏମାନଙ୍କୁ ଝଗଡା ଜମାବି ପସନ୍ଦ ହୋଇନଥାଏ ।ସୁଖ ଶାନ୍ତିରେ ରହିବାକୁ ଅଧିକ ପସନ୍ଦ କରିଥାନ୍ତି ।


ଟାଇପ ବି ବ୍ଲଡ ଗୃପ :- ଏମାନେ ଏ  ବ୍ଲଡ ଗୃପର ପୁରା ଅପଜିଟ ହୋଇଥାନ୍ତି । ଟାଇପ ଏ ଲୋକ କିଚିବି ନିସ୍ପତି ନେବା ପୂର୍ବରୁ  ହଜାର ବାର ଭାବିଥାନ୍ତି । ସେ କିନ୍ତୁ ବହୁତ ଶୀଘ୍ର କିଛି ଭାବି ନିସ୍ପତି ନେଇ ଯାନ୍ତି । ଟାଇପ ଏ ଲୋକ ବହୁତ ଅର୍ଗାନାଇଜ ଆଉ ପର୍ଟିକୁଲାର ହୋଇଥାନ୍ତି । କିନ୍ତୁ ଟାଇପ ବି ଲୋକ ବହୁତ କ୍ରୀଏଟୀଭ ହୋଇଥାନ୍ତି ।  ଟାଇପ ବି ଲୋକ ବହୁତ ସ୍ଵାର୍ଥୀ ଆଉ କୋ ଅପରେଟିଭ ହୋଇଥାନ୍ତି । ଏହି ଲୋକ ବହୁତ ସ୍ଟ୍ରେସ ଫୁଲ ରହିଥାନ୍ତି ।


ଟାଇପ ଏ ବି :- ଏହି ଗୃପ ର ଲୋକ ଦୁଇଟି ବ୍ଲଡ ଗୃପର ମିକ୍ସଚର ହୋଇଥାନ୍ତି । ଏହି ଲୋକ ମାନେ ବହୁତ ଚର୍ମିଙ୍ଗ ହୋଇଥାନ୍ତି । ସେମାନେ ବହୁତ ସହଜରେ ସାଙ୍ଗ ବନାଇ ଥାନ୍ତି । ସେମାନନକୁ ହ୍ୟୁମାନ ନେଚର ବହୁତ ଭଲ ଭାବରେ ବୁଝିଥାନ୍ତି । ଏହି ଲୋକଙ୍କର ଲଜିକାଲ ଓ ଅବଜରଭେସନ ସ୍କିଲ ବହୁତ ଭଲ ହୋଇଥାଏ । ଏମାନଙ୍କର ଦୁଖ ଶୁଣାଇବାର ଲାଇନ ବହୁତ ଲମ୍ବା ହୋଇଥାଏ । ବହୁତ କମ ଲୋକ ଏମାନଙ୍କର ଅସଲି ନେଚର ବିଷୟରେ ଜାଣିଥାନ୍ତି ।


ଟାଇପ ଓ :- ଏହି ବ୍ଲଡ ଗୃପ ର ଲୋକ ବହୁତ ଅଲଗା ହୋଇଥାନ୍ତି , ଅହି ଲୋକ ବହୂତ ୟୁନିକ ହୋଇଥାନ୍ତି । ସେମାନେ ବହୁତ ଖଡୁସ ଓ ଷ୍ଟ୍ରଙ୍ଗ ହୋଇଥାନ୍ତି ।  ବହୁତ ଶାନ୍ତ, ସ୍ଵାଧୀନ ଓ ଫ୍ରୀ ସ୍ଵଭାବର ହୋଇଥାନ୍ତି । ଏହି ଲୋକଙ୍କୁ ଯଦି କୌଣସି ସୁନସାନ ଆଇଲ୍ୟାଣ୍ଡରେ ଛାଡି ଦିଅନ୍ତି ତେବେ ସେମାନେ ଶେଠୀ ଆରାମରେ ରହିଯିବେ । ଏହି ଲୋକ ମାନେ ବହୁତ ଜେଲସ ମଧ୍ୟ ହୋଇଯାଇଥାନ୍ତି । ଯଦି ଏହି ଲୋକ ଆପଣଙ୍କୁ ବହୁତ ପ୍ରେମ କରିଥାନ୍ତି ସେ ଆପଣଙ୍କ ସାଥ କେବେ ଛାଡି ନଥାନ୍ତି ।

Leave a Reply

Your email address will not be published. Required fields are marked *