ହନୁମାନ ଜି ହେଉଛନ୍ତି ଶ୍ରୀ ରାମ ଙ୍କ ଦାଶ ସାଧାରଣ ଭାବେ ଆମେ ହା ଜାଣି ଥାଉ କିନ୍ତୁ ଏହା ମଧ୍ୟ ସତ୍ୟ ଅଟେ କି ସେ ହେଉଛନ୍ତି ଜଣେ ମହା ଯୋଗୀ ଯିଏ କି ନିଜ କି ନିଜ ତପସ୍ୟା ଓ ଶରଧା ଭାବରେ ନିଜକୁ ମହାନ କରି ଛନ୍ତି ସେ ଭଗବାନ ଙ୍କ ପାଖରୁ ଆଶୀର୍ବାଦ ପାଇ ଛନ୍ତି କି ସେ କଳି ଯୁଗରେ ସାଧୁ ମାନଙ୍କ ରକ୍ଷା କରିବେ ଓ ଏହା ମଧ୍ୟ କୁହା ଯାଇଛି କି ସେ ଏହି କଳି ଯୁଗ ସେଶ ଯାଏ ଜୀବନ୍ତ ରହିବେ ।
ଆଜି ଭି ଆମେ କିଛି କିଛି ଜାଗାରେ ତାଙ୍କ ର ଥିବାର ଘଟଣା ମାନ ଶୁଣିବା ପାଇଁ ପାଉଛେ ଓ କିଛି ଲୋକମାନେ ନିଜ ମୁହଁ ରୁ ତାଙ୍କ କଥାରେ ଆଖି ଛନ୍ତି କି କିଭଳି ଭାବ ଏସେମାନେ ବିପଦରେ ଥିବା ବେଳେ ଭଗବାନ ତାଙ୍କୁ ବଞ୍ଚାଇ ଛନ୍ତି । ଆଜି ଆମେ କହିବା ପାଇଁ ଯାଉଛୁ ସେହି ଭଳି ଏକ ଘଟଣା । ଆପଣ ଯେଉଁ ଭି ପରିସ୍ଥିତି ରେ ରହିଲେ ମଧ୍ୟ ଯଦି ଭଗବାନ ହନୁମାନ ଜି ଙ୍କ ଉପରେ ଶରଧା ରଖି ଥରେ ମାତ୍ର ଡାକିବେ ସେ ନିଶ୍ଚିତ ଭାବେ ଆପଣଙ୍କ ଦୁଃଖ ଶୁଣିବେ । ଏହା ଶୁଭ ଅଟେ । ଆଜି ଆମେ ଆପଣଙ୍କୁ କହିବୁ କି କିଭଳି ଭଗବାନ ନିଜ ସନ୍ତାନ ମାନଙ୍କୁ ରକ୍ଷା କରି ଥାନ୍ତି ।
ଆପଣ ମାନେ ଜାଣି ଥିବେ କି ଅନେକ କାହାଣୀ ଅଛି ଆଜି ଯେଉଁ କଥା କହୁଛୁ ଏହା ସତ୍ୟ ଘଟଣା ଅଟେ । ଜଣେ ସାଧୁ ବ୍ରାହ୍ମଣ ନିଜ ସ୍ତ୍ରୀ ଙ୍କ ସହ ରହୁ ଥିଲେ ତାଙ୍କ ନାମ ହେଉଛି କି କିଶୋର ଦତ୍ତ ସେ ନିଜ ସ୍ତ୍ରୀ ରୁକମଣି ଙ୍କ ସହ ଏକ ଘରେ ରହୁ ଥିଲେ । ବିବାହ ର ଅନେକ ବର୍ଷ ପରେ ମଧ୍ୟ ତାଙ୍କ ଜୀବନରେ ଖୁଶି ନଥାଏ କାରଣ ତାଙ୍କ ଅଗଣାରେ ଖେଳିବା ପାଇ କେହି ସନ୍ତାନ ନଥାନ୍ତି ।
ଦୁଇ ସ୍ଵାମୀ ସ୍ତ୍ରୀ ଭଗବାନ ହନୁମାନ ଜି ଙ୍କ ଆରାଧନା କରନ୍ତି । ସେମାନେ ପ୍ରତେକ ମଙ୍ଗଳ ବାର ଦିନ ଉପବାଷ କରି ପୂଜା କରନ୍ତି ତଥାପି ଅନେକ ଦିନ ବୀତି ଯାଇ ଥିଲେ ମଧ୍ୟ ସେମାନଙ୍କ କୋଳ ଶୂନ୍ୟ ଥିଲା । ଏହା ସହ ସେମାନଙ୍କ ଧର୍ଯ୍ୟ ମଧ୍ୟ ଧୀରେ ଧୀରେ ଭାଙ୍ଗିବାରେ ଲାଗିଲା ।
କିଛି ଦିନ ପରେ କିଶୋର କିଛି ଦିନ ପାଇଁ ସାଧନ ଅକରିବା ପାଇଁ ଜଙ୍ଗଲ କୁ ଚାଲି ଯାଇ ଥିଲେ । ଏହା ପରେ କିଛି ଦିନ ପରେ ତାଙ୍କ ସ୍ତ୍ରୀ ଭଗବାନ ଙ୍କୁ ପୂଜା ଅକରିବା ପାଇଁ ଭୁଲ ଯାଇଥିଲେ ତେଣୁ ସେ ଆଗାମୀ ଦିନ ଯାଏ ନ ଖାଇ ରହିବା ପାଇଁ ପ୍ରଣ ନେଲେ ଏହା ମଧ୍ୟରେ ସେ ବେହୋଶ ହୋଇ ଯାଇଥିଲେ ।
ତାଙ୍କ ସ୍ଵପ୍ନ ରେ ତାଙ୍କୁ ଭଗବାନ ଏକ ସୁନ୍ଦର ସନ୍ତାନ ର ଆଶୀର୍ବାଦ ଦେଇ ଗଲେ କିଛି ଦିନ ପରେ କିଶୋର ଆସିଲେ କିନ୍ତୁ ନିଜ ପୁତ୍ର କୁ ଦେଖି ନିଜ ସ୍ତ୍ରୀ କୁ ସନ୍ଦେହ କରି ଥିଲେ ସେ ତାକୁ ମା-ରି-ବା ପାଇଁ ଚେଷ୍ଟା କରି ଏକ କୂଅରେ ତାକୁ ପକାଇ ଦେଲେ କିନ୍ତୁ ଘରେ ଆସିକି ଦେଖିଲା ବେଳକୁ ସେ ସାମନା ରେ ଥିଲା । ଏହା ଅପରେ ଭଗବାନ ଙ୍କ ବାଣୀ ହେଲା କି ମୁ ତୁମ ଦୁଇ ଜଣଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ସନ୍ତାନ ଦେଇଛି ଓ ତୁ ତାକୁ ମା-ରି-ବା ପାଇ ଚେଷ୍ଟା ଅକରୁଛୁ ଏହା ପରେ ସେ ନିଜ ଭୁଲ ବୁଝି ପାରିଥିଲେ ।