ବାଛନ୍ତୁ ଗୋଟେ କଇଁଛ ଓ ଜାଣନ୍ତୁ ଆପଣଙ୍କ ଘରେ ଅଛି କେଉଁ ଦେବତାଙ୍କ ବାସ ! ଯିଏ କରିବେ ଆପଣଙ୍କୁ ମାଲାମାଲ

ବନ୍ଧୁଗଣ ଆପଣଙ୍କ ଘରେ ଆପଣ ବହୁତ ଦେବାଦେବୀଙ୍କୁ ପୂଜାର୍ଚନା ତ ନିଶ୍ଚୟ କରୁଥିବେ କିନ୍ତୁ କଣ ଆପଣ ଜାଣିଛନ୍ତି ଆପଣଙ୍କ ଘରେ କେଉଁ ଦେବତାଙ୍କର ବାସ ଅଛି । କେଉଁ ଦେବତା ଆପଣଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ଆପଣଙ୍କ ଘରେ ବାସ କରିଥାନ୍ତି ? ତେବେ ଯଦି ଆପଣ ସେହି ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ୨ଟି କଇଁଛ ମଧ୍ୟରୁ ଯେ କୌଣସି ଗୋଟିଏ କଇଁଛ ବାଛନ୍ତୁ । ଯାହା ଦ୍ଵାରା ଆମେ ଆପଣଙ୍କୁ କହିବୁ କି ଆପଣଙ୍କ ଘରେ କେଉଁ ଦେବତାଙ୍କର ବାସ ଅଛି । ଏଥିପାଇଁ ଆପଣଙ୍କୁ ମାତ୍ର ୫ ସେକେଣ୍ଡ ସମୟ ଦିଆଯିବ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ କଇଁଛ : ଯଦି ଆପଣ ପ୍ରଥମ କଇଁଛ ଚୟନ କରିଛନ୍ତି ତେବେ ଆପଣଙ୍କ ଉପରେ ବଡ ଦଇବି ଶକ୍ତିର ହାତ ରହିଛି । ଆପଣଙ୍କ ମନରେ ଥିବା ଦୟା ଭାବ ପାଇଁ ଆପଣ ତାଙ୍କ ସହ ଯୋଡି ହୋଇ ରହିଛନ୍ତି । ଆପଣ ଯାହା ଭାବୁଛନ୍ତି ତାହା ନିଶ୍ଚିନ୍ତ ଭାବେ ହେଉଛି । ଆପଣଙ୍କ ମନରେ ଯାହା ବିଚାର ଚାଲିଥାଏ ତାହା ସେହି ଶକ୍ତି ଆଗ ଜାଣି ପାରନ୍ତି । ଆପଣ ଏମିତି ବିଜୟ ହୋଇଥାନ୍ତି ଯାହାର କଳ୍ପନା ଆପଣ କେବେ କରି ନ ଥିବେ । ସେହି ଦେବୀ ଶକ୍ତିର କୃପା ଆପଣଙ୍କର ସର୍ବଦା ରହିଛି ।

ଆପଣଙ୍କୁ ନିଜର କର୍ମ ଫଳ ଭୋଗ କରିବାକୁ ପଡିବ । କିନ୍ତୁ କିଛି ସମୟ ପରେ ଆପଣଙ୍କୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପ୍ରତେକ ସମୟରେ ଦେବୀ ଶକ୍ତି ଆପଣଙ୍କ ଉପରେ ନଜର ରଖିଛନ୍ତି । ସେ ଆପଣଙ୍କ ଘରେ ହିଁ ଅଛନ୍ତି । ଆପଣ ଯେଉଁ ଶକ୍ତିକୁ ମାନୁଛନ୍ତି ବା ପୂଜା କରୁଛନ୍ତି ସେ କେଉଁ ନା କେଉଁ କ୍ଷେତ୍ରରେ ଆପଣଙ୍କ ସହ ଯୋଡି ହୋଇ ରହିଛନ୍ତି । ଯେଉଁ ଠାରେ ଆପଣ ପାଣି ପିଉଛନ୍ତି ସେହି ମାଠିଆ ପାଖରେ ଦୀପ ଲଗାନ୍ତୁ ।

ତୁଳସୀ ଗଛ ମୂଳରେ ଦିଅ ଲାଗାଇ ପୂଜା କରନ୍ତୁ । ପ୍ରତେକ ଦିନ ଆପଣଙ୍କ ଘରେ ଲବଙ୍ଗ ଓ କର୍ପୁର ଜଳାନ୍ତୁ । କୁଳଦେବଙ୍କୁ ପ୍ରସନ୍ନ କରିବା ଆପଣଙ୍କ ପାଇଁ ଜରୁରୀ ଅଟେ । ଆଜି ଆପଣ ଯେଉଁ ସ୍ତରରେ ଅଛନ୍ତି ସେଠାରେ ଆସିବା କାହା ପକ୍ଷେ ସମ୍ଭବ ନୁହେଁ । କିନ୍ତୁ ଭଗବାନଙ୍କ କୃପାରୁ ଆଜି ଆପଣ ଏତେ ବଡ ସ୍ତରରେ ପହଞ୍ଚି ପାରିଛନ୍ତି । ତେବେ ସେହି ଶକ୍ତିକୁ ପ୍ରଣାମ କରି ଧନ୍ୟବାଦ ଜଣାନ୍ତୁ ।

୨- ଦ୍ଵିତୀୟ କଇଁଛ : ଯଦି ଆପଣ ଦ୍ଵିତୀୟ କଇଁଛ ଚୟନ କରିଛନ୍ତି ତେବେ ଆପଣଙ୍କୁ ଭକ୍ତି କରିବା ବହୁତ ଭଲ ଭାବେ ଜଣା ଅଛି । ଆପଣଙ୍କ ଘରର କୁଳାଦେବୀଙ୍କୁ ସମୟ ସମୟରେ ପୂଜା କରିବା ଉଚିତ । ଶକ୍ତିଙ୍କ କୃପା ଆପଣଙ୍କ ଉପରେ ଅଛି । ଗାଇକୁ ଚାରା ଖାଇବାକୁ ଦିଅନ୍ତୁ ଯାହା ଦ୍ଵାରା ଜୀବନରେ ଉନ୍ନତି ହେବ । ମାଛକୁ ଦାନ, ପକ୍ଷୀଙ୍କୁ ଖାଇବାକୁ ଦେବାକୁ ହେବ । ଆପଣଙ୍କ ଜୀବନରେ ଏତେ ବି ସମସ୍ଯା ନାହି । ଆପଣ ଭଲ କାମ କରି ଭଲ ଚିନ୍ତା କରନ୍ତୁ ଓ ଆଗକୁ ବଢନ୍ତୁ । ସତ୍ୟ ବଚନ କହି ଜୀବନରେ ଆଗକୁ ବଢନ୍ତୁ ।

କୁଳଦେବୀଙ୍କ ସମାନ କରିବା ସହ ତାଙ୍କର ପର୍ବ ପର୍ବାଣିରେ ପୂଜା କରିବା ଉଚିତ । ପ୍ରତିଦିନ ସନ୍ଧ୍ୟା ସମୟରେ ଘରର ଅଗଣାରେ ଦୀପ ଲଗାଇବା ଉଚିତ । ଶନିବାର ଦିନ ଓସ୍ତ ଗଛରେ ଦୀପ ଲଗାଇ ମିଠା ଅର୍ପଣ କରିବା ଦ୍ଵାରା କୁଳାଦେବୀଙ୍କ ନିବାସ ଆପଣଙ୍କ ଘରେ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *