କାହାର ନାମ ଭାବି ବାଛନ୍ତୁ କୌଣସି ଗୋଟେ ସ୍ଵସ୍ତିକ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି !

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ବିଷୟ ବସ୍ତୁ ନେଇ ଆସିଛୁ । ଏଭଳି ଟପିକ ଆମେ ଆପଣଙ୍କ ପାଇଁ ପୂର୍ବରୁ ମଧ୍ୟ ନେଇ ଆସିଥିଲୁ । କିନ୍ତୁ ଏହା ଭିନ୍ନ ଅଟେ । ଏଥିପାଇଁ ଆମେ ଆପଣଙ୍କୁ ୩ଟି ରଙ୍ଗର ସ୍ଵସ୍ତିକ ଚିହ୍ନ ଦେଖାଇବୁ । ଏଥି ମଧ୍ୟରୁ ଆପଣଙ୍କୁ କୌଣସି ଗୋଟିଏ ଚୁଜ କରିବାକୁ ହେବ । ଆପଣ କାହାର ନାମ ଭାବି ବା ଈଶ୍ବରଙ୍କ ନାମ ନେଇ ୩ଟି ରଙ୍ଗର ସ୍ଵସ୍ତିକ ଚିହ୍ନ ମଧ୍ୟରୁ ଗୋଟିଏ ବାଛନ୍ତୁ ।

ଏହା ପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କ ଭବିଷ୍ୟତ ବିଷୟରେ କିଛି ଖାସ କଥା । ୧- ପ୍ରଥମ ସ୍ଵସ୍ତିକ : ଯଦି ଆପଣ ପ୍ରଥମ ରଙ୍ଗର ସ୍ଵସ୍ତିକ ବାଛିଛନ୍ତି ତେବେ ଆପଣ ଏବେ ଖରାପ ମଣିଷର ହାବୁଡରେ ପଡି ଯାଇଛନ୍ତି । ଯାହା କି ଆପଣ ଚିନ୍ତାରେ ଅଛନ୍ତି । କିନ୍ତୁ ଏହା କିଛି ସମୟ ପାଇ ପରେ ସବୁ ଠିକ ହୋଇଯିବ । ଶତ୍ରୁ ପ୍ରବଳ ଅଛନ୍ତି । ବନ୍ଧୁ ଦୂରେଇ ଯାଇଛନ୍ତି । ରାଜ କାର୍ଯ୍ୟରେ ଆପଣ ସଫଳତା ଲାଭ କରୁ ନାହାନ୍ତି ।

ସମସ୍ତ କର୍ମରେ ଲାଭ କମ କ୍ଷତି ଅଧିକ ମିଳୁଛି । ଯେତେ ପରିମାଣର ନିବେଶ କରିବେ କ୍ଷତି ସହିବାକୁ ପଡୁଛି । ପରିବାର ବର୍ଗ ଅଧିକ କ୍ଷତି କରାଉଛନ୍ତି । ଆପଣ ନିଜ ସ୍ତ୍ରୀଙ୍କ କଥା ଶୁଣୁ ନାହାନ୍ତି । କିନ୍ତୁ ଏହା ଭୁଲ ଅଟେ । ଯେଉଁ ଦିନ ଆପଣଙ୍କର ଶୁଭ ସମୟ ଆରମ୍ଭ ହେବ ସେଦିନ ମଙ୍ଗଳବାର ହୋଇଥିବ ।

୨- ଦ୍ଵିତୀୟ ସ୍ଵସ୍ତିକ : ଯଦି ଆପଣ ଦ୍ଵିତୀୟ ସ୍ଵସ୍ତିକ ଚୟନ କରିଛନ୍ତି ତେବେ ଆପଣଙ୍କର ମନ୍ଦ ଦଶା ବିଦାୟ ନେବା ପରେ ଶୁଭ ଦଶା ଆରମ୍ଭ ହେଉଛି । ତେଣୁ ଆପଣଙ୍କୁ ଶୋକାକୁଳ ସ୍ଥିତି ଦେଖିବାକୁ ପଡିବ ନାହି । ଯେଉଁ କାମ ହେଉ ନ ଥିଲା ତାହା ଏବେ ହେବାରେ ଲାଗିବ । ମିଳିମିଶି କାମ କରିଲେ ପୂରଣ ହେବ । ଯାହା ବି ମାନସିକ ଚିନ୍ତା ଆସୁଛି ତାହାର ଆପଣ ସହଜରେ ସମାଧାନ କରିବେ । କୌଣସି ସୋମବାରରେ ୫୦୦ ଗ୍ରାମା ଉସୁନା ଚାଉଳ, ବିରି, ୭ କେରା ଦୁବ ଗୋଟେ ଶଣ୍ଢ କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଆପଣ ଭାଗ୍ୟରେ ଉନ୍ନତି ନିଜେ ଦେଖିବାକୁ ଲାଗିବେ ।

୩- ତୃତୀୟ ସ୍ଵସ୍ତିକ : ଯଦି ଆପଣ ତୃତୀୟ ସ୍ଵସ୍ତିକ ଚୟନ କରିଛନ୍ତି ତେବେ ଏହାରି ଭିତରେ ଆପଣ ବହୁତ ଖର୍ଚ୍ଚାନ୍ତ ରେ ପଡି ଉବୁଡୁବୁ ହେଉଛନ୍ତି । କିଏ ଜାଣିଥିଲା ଆପଣଙ୍କ ପରି ସରଳ ଲୋକ ଏଭଳି ମାରାଣତ୍ମକ ସମସ୍ୟାରେ ପଡିବ ବୋଲି । ଆପଣ ଏପରି ଏକ ବିପଦରେ ପଡି ଯାଇଥିଲେ ଯାହାର ଭୟ ଏବେ ଯାଏଁ ମନରୁ ଯାଇପାରି ନାହି ।

ଗ୍ରହ ଦଶା ଆପଣଙ୍କୁ ମହା ବିପଦରେ ପୋଡିଲେ । ଅର୍ଥ ଅଭାବ ସାଙ୍ଗକୁ ପରିବାରରେ ଅପ୍ରିୟତା ଲାଗି ରହିଛି । ତେଣୁ ଟାଇଗର ମୁକ୍ତା ରତ୍ନ କୁ ସମିଳିତ କରି ରୋପ୍ୟ ମୁଦ୍ରିକାରେ କ୍ଷୀରରେ ପକାଇ ଧାରଣ କରନ୍ତୁ । ଏହା ଆପଣଙ୍କ ଭାଗ୍ୟକୁ ଚମକାଇ ଦେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *