ଆମ ଜୀବନରେ ଥିବା ରାଶିଙ୍କ କଥା ଯଦି ଆମେ କହିବା ତେବେ ଆମ ରାଶିର 12 ମଧ୍ୟରୁ ସମସ୍ତ ରାଶିର ଲୋକମାନେ ଅଲଗା ଅଲଗା ପ୍ରକାର ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ କି କେଉଁ କଥାରେ ଏହି ରାଶିର ଲୋକମାନେ କିଭଳି ଭାବେ ନିଜର ମନ ଖରାପ କରିଥାନ୍ତି । ତେବେ କାହାକୁ କେଉଁ ଭଳି କଥା ଖରାପ ଲାଗିବ ଏହା ଆମେ ଜାଣିନେ କିନ୍ତୁ ଆମେ ଏହା ଜାଣିବା ନିହାତି ଭାବେ ଦରକାର କି ଆମେ କାହାକୁ କିଛି କହିବା ଆଗରୁ ଚିନ୍ତା କରିବା କଥା, ନହେଲେ ଏହା ତାକୁ ଖରାପ ଲାଗି ପାରେ । ତେବେ ଆଜି ଆମେ କହିବା କି କେଉଁ ରାଶିର ଲୋକଙ୍କୁ କେଉଁ କଥା ଦୁଃଖୀ କରିଥାଏ ।
ମେଷ ରାଶିର ଲୋକମାନେ ସେତେବେଳେ ରାଗି ଥାନ୍ତି ଓ ଚିନ୍ତାରେ ଥାନ୍ତି ଯେଉଁ ସମୟରେ ତାଙ୍କୁ ଲାଗିଥାଏ କି ତାଙ୍କ ହାତରୁ ସବୁ କିଛି ଯିବାକୁ ଲାଗୁଛି । ସେମାନେ ଏହାକୁ ହରାଇ ଦେବେ ସେଇ ସମୟରେ ସେମାନେ ରାଗି ଥାନ୍ତି ମାତ୍ର ସେମାନେ ଏହାକୁ ଧର୍ଯ୍ୟର ସହ ସମ୍ଭାଳି ନିଅନ୍ତି ।
ବୃଷ ରାଶିର ଲୋକମାନେ ସବୁ ବେଳେ ଦରକାର ଠାରୁ ଅଧିକା ଚିନ୍ତା କରି ଥାନ୍ତି । ଏମାନେ ସବୁବେଳେ ତାଙ୍କୁ କାହିଁକି କେହି ଭଲ ପାଉ ନାହାନ୍ତି ତାହା ବିଷୟରେ ଚିନ୍ତା କରି ଥାନ୍ତି । ଆପଣ ଅଧିକା ଚିନ୍ତା କରିବା ବନ୍ଦ କରି ଦିଅନ୍ତୁ ସବୁ କିଛି ଠିକ ହୋଇଯିବ ।
ମିଥୁନ ରାଶିର ଲୋକମାନେ ସବୁ ବେଳେ ନିଜ ପସନ୍ଦ ର କାମ କରିବା ପାଇଁ ନ ପାଇଲେ ଚିନ୍ତାରେ ରହି ଥାନ୍ତି । ଆପଣ ଏହା ପାଇଁ ଟିକେ ସମୟ ନିଅନ୍ତୁ ଓ ଯାହା ଆପଣ କରିବା ପାଇଁ ଚାହୁଁ ଛନ୍ତି ତାକୁ ଆପଣ କରନ୍ତୁ ।
କର୍କଟ ରାଶିର ଦୁଃଖର କାରଣ ଅନ୍ୟ ମାନଙ୍କ ପାଇଁ ଥାଏ, ଏମାନେ କାହାର ଫାଇଦାର କାରଣ ହେବା ପରେ ଏମାନେ ବହୁତ ଭାଙ୍ଗି ଯାଇଥାନ୍ତି । ଆପଣ ସ୍ଵାର୍ଥୀ ନହେଲେ ଚଳିବ କିନ୍ତୁ ଆପଣ ନିଜ କଥା ଭାବିବା ନିହାତି ଭାବେ ଦରକାର ଅଟେ ।
ସିଂହ ରାଶିର ଦୁଃଖର କାରଣ ଏମାନେ ରାଗିକି ସବୁ ବେଳେ ନିଜ ଠାରୁ ଅନେକ ଜିନିଷ ଦୂରେଇ ଦେଇ ଥାନ୍ତି ଓ ମଣିଷ ମାନଙ୍କ ମୂଲ୍ୟ ଦେଖିକି ନିଜ ପାଖରେ ରଖି ଥାନ୍ତି ଯାହା ଦ୍ଵାରା ସବୁ ତାଙ୍କ ପାଖରୁ ଦୂରେଇ ରହିବାକୁ ଭଲ ପାଇଥାନ୍ତି ।
କନ୍ୟା ରାଶି ଏମାନଙ୍କୁ ସବୁ କାମ ଠିକ ଭାବେ କରିବାକୁ ଭଲ ଲାଗି ଥାଏ, ଯେଉଁ କାମ ଠିକ ସେ ନହୁଏ ସେ ଦୁଃଖ ପ୍ରକାଶ କରିଥାନ୍ତି । ଆପଣ ଜାଣି ନିଅନ୍ତୁ ସବୁ କିଛି ଆମକୁ ଠିକ ଭାବେ ମିଳିବନି ଯାହା ଯେମିତି ଅଛି ତାକୁ ଗ୍ରହଣ କରନ୍ତୁ ।
ତୁଳା ରାଶିର ଲୋକମାନେ ସବୁ କାମରେ ଖୁବ ଜଲ୍ଦି ମନ ଛଡାଇ ଦେଇଥାନ୍ତି, ଯାହା ପାଇଁ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ମନ ଖରାପ କରି ଯାଇଥାନ୍ତି । ଆପଣ ଗୋଟେ ଜାଗାରେ ରହିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ଚେଷ୍ଟା କରନ୍ତୁ କି ଆପଣ ଯେଉଁ ଜାଗାରେ ଅଛନ୍ତି ସେଇ ଜାଗାରେ ରହିବେ । ଦେଖିବେ ଆପଣ ଖୁସି ପାଇବେ ।
ବିଛା ରାଶିର ଲୋକମାନେ ସବୁ ବେଳେ ଅନ୍ୟ ମାନଙ୍କ କଥା ଚିନ୍ତା କରିଥାନ୍ତି ଯାହା ଦ୍ଵାରା ଏମାନେ ନିଜକୁ ଖୁସି ରଖିବା ପାଇଁ ଭୁଲି ଯାଇଥାନ୍ତି ।
ଧନୁରାଶିର ଲୋକମାନେ ନିଜ ଖୁସିକୁ ନଜର ଅନ୍ଦାଜ କରି ସବୁ ବେଳେ କେବଳ କାମ କଥା ଚିନ୍ତା କରିଥାନ୍ତି, ଆପଣ ଟିକେ ନିଜ ପ୍ରକୃତ ଖୁସି ବିଷୟରେ ଭାବନ୍ତୁ ଏହା ବହୁତ ଦରକାର । ଯାହା ପାଇଁ ଆପଣ ଖୁବ ଦୁଃଖ ପ୍ରକାସ କରୁଛନ୍ତି ।
ମକର ରାଶି ର ଲୋକମାନେ ଦୁଃଖକୁ ବରଦାସ୍ତ କରି ଚାଲିଥାନ୍ତି, କାରଣ ସେମାନେ ଭାବିଥାନ୍ତି କି ଏହା ପରେ ଖୁସି ଆସିଥାଏ । ମାତ୍ର ସେମାନେ ଏହା ଜାଣି ନଥାନ୍ତି କି ଏହା ତାଙ୍କ ପାଇଁ ଖରାପ ଅଟେ ।
କୁମ୍ଭ ରାଶିର ଲୋକମାନେ କେବଳ କାମକୁ ଦେଖିଥାନ୍ତି ଯାହା ଦ୍ଵାରା ସେମାନେ ଦୁଃଖକୁ ଭୁଲି ଯାଇଥାନ୍ତି ମାତ୍ର ଯେତେବେଳେ ଆପଣ ପଛକୁ ଦେଖିବେ ତ ଆପଣ ଜାଣି ପାରିବେ କି ଆପଣ କଣ ହରାଇ ଛନ୍ତି । ତେଣୁ କିଛି ସମୟ ଆପଣ ଖୁସି ରହିବା ପାଇଁ ଚେଷ୍ଟା କରନ୍ତୁ ।
ମୀନ ରାଶିର ଲୋକଙ୍କ ମନ କେହି ଭାଙ୍ଗିଲେ ତାଙ୍କୁ କଷ୍ଟ ହୋଇଥାଏ, ସେଇ ପାଇଁ ସେମାନେ କାହା ସହ ଅଧିକା ମିଶିବା ପାଇ ଭଲ ପାଇ ନଥାନ୍ତି ।