ବାଛନ୍ତୁ ଗୋଟିଏ ପତ୍ର ଓ ଜାଣନ୍ତୁ ପ୍ରକୃତରେ ଆପଣ କିଭଳି ସ୍ଵଭାବର ବ୍ୟକ୍ତି ଅଟନ୍ତି- Personality Test

ନମସ୍କାର ବନ୍ଧୁଗଣ, ଆମକୁ ଆମ ନିଜ ଗୁଣ ବିଷୟରେ ହିଁ ଜଣା ନଥାଏ । ତେଣୁ ଅନ୍ୟମାନଙ୍କ ଠାରୁ ଆମକୁ ନିଜର ବିଶେଷତା ବା ଖରାପ ଗୁଣ ବିଷୟରେ ଜଣା ପଡିଥାଏ । ଯାହା ଆମେ ନିଜେ କେବେ ମଧ୍ୟ ଜାଣି ପାରିନଥାଉ । କାରଣ ନିଜ ଭୁଲକୁ କେବେ ହେଲେ କେହି ଭୁଲ ବୋଲି ହିଁ ମାନନ୍ତି ନାହିଁ । ତେବେ ଆଜି ଆସନ୍ତୁ ଗୋଟିଏ ପତ୍ର ବାଛି ଜାଣିବେ ନିଜ ସମ୍ପର୍କରେ ବହୁତ କିଛି । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଉପରେ ଦେଖୁଥିବା A, B, C, D, E, F ନାମ ଥିବା 6ଟି ପତ୍ର ମଧ୍ୟରୁ ଗୋଟିଏ ପତ୍ର ନିଜ ପାଇଁ ବାଛନ୍ତୁ ।  A: ଯେଉଁ ମାନେ ଏହି ପତ୍ରଟି ବାଛିଥିଲେ ଜାଣି ରଖନ୍ତୁ କି ଆପଣ ବହୁତ ହିଁ ଶାନ୍ତ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଅନ୍ୟମାନଙ୍କ ସାହାର୍ଯ୍ୟ ନିମନ୍ତେ ଆପଣ ସବୁବେଳେ ଆଗଭର ହୋଇଥାନ୍ତି । ଆଉ ଏହି କାରଣରୁ ସବୁ ଲୋକ ଆପଣଙ୍କର ଫାଇଦା ଉଠାଇଥାନ୍ତି । ଏବଂ ଆପଣ ଦୁଃଖୀ ହୋଇଯାନ୍ତି ।

B: ଆପଣ ଏକ ଆକର୍ଷକ ବ୍ୟକ୍ତିତ୍ବ ଅଟନ୍ତି । ଆପଣ ଯାହାକୁ ପସନ୍ଦ କରନ୍ତି ତାଙ୍କର ସମ୍ପୂର୍ଣ ସାଥ ଦେଇଥାନ୍ତି । ଆପଣଙ୍କର ଏହି ସ୍ଵଭାବ ଅନ୍ୟ ମାନଙ୍କୁ ବହୁତ ହିଁ ପସନ୍ଦ ଆସିଥାଏ । C: ଆପଣ ବହୁତ ମହତ୍ବପୁର୍ଣ ବ୍ୟକ୍ତିତ୍ବ ଅଟନ୍ତି । ଆପଣ ସମସ୍ତ ମହତ କାର୍ଯ୍ୟ ପୂରଣ କରିଥାନ୍ତି । ଆପଣ ଭାଗ୍ୟଶାଳୀ ବ୍ୟକ୍ତିତ୍ବ ଅଟନ୍ତି । ଭାଗ୍ୟ ସମସ୍ତ କାର୍ଯ୍ୟରେ ଆପଣଙ୍କ ସାଥ ଦେଇଥାଏ ।

D: ଆପଣ କୌଣସି ଭଗବାନଙ୍କୁ ଠାରୁ କମ ନୁହନ୍ତି । ଆପଣଙ୍କ ମନରେ ଦୟାଭାବନା ଭରି ହୋଇ ରହିଛି । ଲୋକଙ୍କ ପାଇଁ ନିସ୍ଵାର୍ଥ ଭାବରେ ସେବା କରିବାର ମନୋବୃତି ରଖିଥାନ୍ତି ଆପଣ । ଏଥିପାଇଁ ଆପଣ ବହୁତ ଶୀଘ୍ର ଲୋକପ୍ରିୟ ହୋଇଯାନ୍ତି । E: ଆପଣ ବହୁତ ଭଲ ବିଚାରକ ଅଟନ୍ତି । ଗୋଟିଏ ଘଟଣାକୁ ଏକ ତରଫା ଦେଖିବା ବଦଳରେ ଆପଣ ସବୁ ଦୃଷ୍ଟିରୁ ଦେଖିଥାନ୍ତି ।

ଆପଣ ସମସ୍ତ କଥାର ମୂଳ ପର୍ଯ୍ୟନ୍ତ ଯିବା ପାଇଁ ଚେଷ୍ଟା କରନ୍ତି । ଆପଣଙ୍କର ଏହି ଭାବନା ଆପଣଙ୍କୁ ଲୋକଙ୍କ ନଜରରେ ଖାସ କରିଦେଇଥାଏ । ଆପଣଙ୍କୁ ମଧ୍ୟ ଆପଣଙ୍କ ଚାରିପାଖରେ ନିଜ ଭଳି ଲୋକ ହିଁ ପସନ୍ଦ ଆସନ୍ତି । f: ଆପଣ ଅନ୍ୟମାନଙ୍କ ଠାରୁ ବହୁତ ଅଲଗା ହୋଇଥାନ୍ତି । ଲୋକଙ୍କୁ ବୁଝିବାର କ୍ଷମତା ଆପଣଙ୍କ ପାଖରେ ରହିଛି ।

ବୈଜ୍ଞାନିକ ଭାବନା ସବୁବେଳେ ଆପଣଙ୍କ ମନରେ ଆସିଥାଏ । ଏହି ଭାବନା ପାଇଁ ହିଁ ଲୋକ ଆପଣଙ୍କ  ପାଖକୁ ଟାଣି ହୋଇ ଆସିଥାନ୍ତି । କିନ୍ତୁ ପ୍ରାୟ ଲୋକ ଆପଣଙ୍କୁ ଭୁଲ ବୋଲି ମଧ୍ୟ ଭାବିଦିଅନ୍ତି । ଆପଣ କାହା ପ୍ରେମରେ ପଡିଲେ ଆପଣ ତାଙ୍କୁ ନିସ୍ଵାର୍ଥ ଭାବରେ ଭଲ ପାଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *