ଏହାକୁ କୌଣସି ସାଧାରଣ ପତ୍ର ଭାବନ୍ତୁ ନାହିଁ, କିଡନୀ ଷ୍ଟୋନ ଭଳି ହଜାରେ ରୋଗ ଭଲ ହୋଇଯିବ… ବାସ କରନ୍ତୁ ଏମିତି ସେବନ

ନମସ୍କାର ବନ୍ଧୁଗଣ, ଏବେ ତ ଯୁଆଡେ ଶୁଣିବ ସମସ୍ତଙ୍କୁ କିଛି ନା ରୋଗ ହେଇଥିବା କଥା ଶୁଣିବାକୁ ପାଇବା । ତେବେ ସେହି ସବୁ ରୋଗରୁ ସୁସ୍ତ ହେବା ପାଇଁ କଣ ସତରେ କୌଣସି ଉପାୟ ନାହିଁ । ଯଦି ଆପଣ ରୋଗକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆପଣଙ୍କର ସେହି ଚିନ୍ତା ଆମେ ଦୂର କରିବା ପାଇଁ ଯାଉଛୁ । ଆସନ୍ତୁ ଜାଣିବା କିଭଳି ଗୋଟିଏ ପତ୍ରରୁ ଆପଣ କିଡନୀ ଷ୍ଟୋନ ଭଳି ସମସ୍ୟାରୁ ମୁକ୍ତି ପାଇବେ ।

ଆସନ୍ତୁ ଜାଣିବା ଅମର ପୋଇ ଗଛର ପତ୍ରରୁ କିଭଳି ବନେଇବେ ସୁସ୍ତ ହେବାର କିଛି ଉପଚାର । ପ୍ରଥମ: ଅମର ପୋଇର କିଛି ପତ୍ର ଆଣି ସର୍ବ ପ୍ରଥମେ ଭଲ ଭାବେ ଧୋଇ ଦିଅନ୍ତୁ । ଧ୍ୟାନ ରଖିବେ କି ସବୁବେଳେ ତାଜା ପତ୍ର ପ୍ରୟୋଗ କରିବା ପାଇଁ । ଏବଂ ଏହାପରେ ସେହି ପତ୍ରକୁ ବାଟି ଦିଅନ୍ତୁ । ଆପଣ ଏହାର ରସକୁ ହିଁ ପ୍ରୟୋଗ କରିବେ । ଆପଣ ଏହାର କଢା ବନେଇ ସେବନ କରିପାରିବେ ।

ଏବଂ ଏହାର ପତ୍ରକୁ ଚୋବେଇ ମଧ୍ୟ ଖାଇ ପାରିବେ । ଏହା ଖାଇବା ପାଇଁ ଅଳ୍ପ ଖଟା ଲୁଣିଆ ଏବଂ ସ୍ଵାଦିଷ୍ଟ ମଧ୍ୟ ଲାଗିଥାଏ । ଦିତୀୟ: ଯଦି ଆପଣ ଏହି ପତ୍ରକୁ ବାଟି ମୁଣ୍ଡରେ ଲଗାନ୍ତି ତେବେ ଆପଣଙ୍କର ମୁଣ୍ଡ ବିନ୍ଧା ସମସ୍ୟା ଦୂର ହେବ । ତୃତୀୟ:  ଯଦି ଆପଣଙ୍କ ଆଖି ବାରମ୍ବାର ବିନ୍ଧା ହେଉଥାଏ ବା ବିନ୍ଧା କାରଣରୁ ଆଖିରୁ ପାଣି ବାହାରୁଥାଏ ତେବେ ଆପଣ ଅମର ପୋଇ ପତ୍ରର ରସକୁ ବାହାର କରି ଆଖିର ବାହାର ଚାରିପଟେ ଲଗାନ୍ତୁ । ନିଶ୍ଚୟ ଏହାଦ୍ବାରା ଆପଣଙ୍କର ଆଖି ବିନ୍ଧା ସମସ୍ଯା ଦୁର ହୋଇଯିବ ।

ଚତୁର୍ଥ: ଯଦି ଆପଣଙ୍କୁ ପରିସ୍ରା କରିବା ସମୟରେ କଷ୍ଟ ହେଉଅଛି ତେବେ ଆପଣ  ଏହି ପତ୍ରରସ 5ml ନେଇ ସେଥିରେ ଅଳ୍ପ କିଛି ମହୁ ମିଶାଇ ସେବନ କରନ୍ତୁ । ପଞ୍ଚମ: ଏବେ ଜାଣନ୍ତୁ ଷ୍ଟୋନ ସମସ୍ୟା ପାଇଁ ଏହି ପତ୍ରକୁ କିଭଳି ପ୍ରୟୋଗ କରିବାକୁ ହେବ । ପ୍ରଥମେ ଏକ ଗ୍ଳାସ ପାଣି ନେଇ ସେଥିରେ ଏହି 2ଟି ଅମର ପୋଇ ପତ୍ରକୁ ଛୋଟ ଛୋଟ କରି ଛିଡାଇ ପକାନ୍ତୁ ।

ଏହାପରେ ଆପଣ ଗ୍ୟାସରେ ବସାଇ ଭଲ ଭାବେ ସିଝାଇ ଦିଅନ୍ତୁ । ପାଣି ଫୁଟି ଫୁଟି ଅଧା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ଏହାକୁ ଅଳ୍ପ ଥଣ୍ଡା ହେବାକୁ ଦିଅନ୍ତୁ । ଏହାକୁ ଛାଣି ସେହି ପାଣିରେ 50ମିଲି ଗ୍ରାମ ସିଲାଜିତ ମିଶାନ୍ତୁ । ଏବଂ 2 ଗ୍ରାମ ମହୁ ମଧ୍ୟ ମିଶାନ୍ତୁ ।

ଦିନକୁ ଦୁଇଥର ଆପଣ ଏହାକୁ ଏହିପରି ବନାଇ ସେବନ କରନ୍ତୁ । ଦେଖିବେ 5ରୁ 7ଦିନ ମଧ୍ୟରେ କିଡନୀରେ ହୋଇଥିବା ଷ୍ଟୋନ ବାହାରିଯିବ । ଯଦି ଆପଣ ମାନଙ୍କୁ ଅମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲନ୍ତୁନି ।  ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *