ବାଛନ୍ତୁ ନିଜ ପସନ୍ଦର କୌଣସି ଗୋଟିଏ ଆଖି ଓ ଜାଣନ୍ତୁ ନିଜ ବିଷୟରେ 1 ବଡ ରାଜ- Psychology Test

ବନ୍ଧୁଗଣ ଆମେ ଆଣିଥିବା ଏକ ଚିତ୍ର ମାନଙ୍କ ପ୍ରତି ଯଦି ଆପଣ ଆକର୍ଷିତ ହେଉଛନ୍ତି ତେବେ ନିଶ୍ଚୟ ଆପଣ ଜଣେ କଳା କୁ ପସନ୍ଦ କରୁଥିବା ବ୍ୟକ୍ତି ଅଟନ୍ତି । ଆପଣଙ୍କ ଭିତରେ କଳା ପ୍ରତି ଅଧିକ ଆଗ୍ରହ ରହିଛି । ଆଜି ଆପଣ ମାନଙ୍କ ପାଇଁ ୯ ପ୍ରକାରର ଡିଜାଇନର ଭିନ୍ନ ଭିନ୍ନ ଆଖି ଚିତ୍ର ନେଇ ଆସିଛୁ । ଏଥି ମଧ୍ୟରୁ ଆପଣଙ୍କୁ ଯେଉଁଟା ଅଧିକ ଆକର୍ଷିତ ଲାଗିବ ତାହା ଚୟନ କରନ୍ତୁ । ଏହା ପରେ ଆମେ ଆପଣଙ୍କୁ କହିବି ଆପଣଙ୍କର ସବୁଠାରୁ ବଡ ଗୁପ୍ତ କଥା । ତେବେ ଆପଣ ମାନେ ବାଛି ନେଲେ ମନ ପସନ୍ଦର ଆଖିର ଚିତ୍ର ତେବେ ଆସନ୍ତୁ ଜାଣିବା କଣ ରହିଛି ଉତ୍ତର ।

୧- ପ୍ରଥମ ଆଖି : ଯଦି ଆପଣ ପ୍ରଥମ ଆଖି ଚୁଜ କରିଛନ୍ତି ତେବେ ଆପଣ ଜୀବନରେ ସମସ୍ତଙ୍କୁ ଭଲ ପାଇବା ଦେବା ସହ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି । ଆପଣ ଛୋଟ ଛୋଟ କଥାରେ ବଡ ଚ୍ୟାଲେଞ୍ଜ ଗ୍ରହଣ କରି ପୁରା କରିଥାନ୍ତି ।

୨- ଦ୍ଵିତୀୟ ଆଖି : ଯେଉଁ ମାନେ ଦ୍ଵିତୀୟ ଆଖି ଚୟନ କରିଛନ୍ତି ତେବେ ଆପଣ ଅନ୍ୟ ସହ ଯୋଡି ହେବା ଭଳି ବ୍ୟକ୍ତି ଅଟନ୍ତି । ଆଖପାଖର ଲୋକଙ୍କୁ ନିଜ ସହ ଯୋଡିକି ରଖିଥାନ୍ତି । ସେମାନଙ୍କର ଭଲ ଓ ଖରାପର କେୟାର ନେଇଥାନ୍ତି ।

୩- ତୃତୀୟ ଆଖି : ଯଦି ଆପଣ ତୃତୀୟ ଆଖି ଆଡକୁ ଆକର୍ଷିତ ହୋଇଛନ୍ତି ତେବେ ଆପଣ ମାନସିକ ରୂପରେ ଚିନ୍ତାରେ ଅଛନ୍ତି । ଅତୀତରେ ଏମିତି ଘଟଣା ଘଟିଛି ଯାହାକୁ ଆପଣ ଭୁଲିପାରୁ ନାହାନ୍ତି ।

୪- ଚତୁର୍ଥ ଆଖି : ଯଦି ଆପଣ ୯ଟି ଆଖି ମଧ୍ୟରୁ ଚତୁର୍ଥ ଆଖି ଚୟନ କରିଛନ୍ତି ତେବେ ଦାର୍ଶନିକ ଚିନ୍ତାଧାରାର ବ୍ୟକ୍ତି ଅଟନ୍ତି । ପ୍ରତେକ ସ୍ଥିତିରେ ବ୍ୟକ୍ତି ଓ ବସ୍ତୁକୁ ନେଇ ଗମ୍ଭୀର ଚିନ୍ତାଧାରା ଆପଣଙ୍କର ରହିଛି । ଆପଣଙ୍କ ଠାରେ ଆତ୍ମବିଶ୍ଵାସ ଅଧିକ ରହିଛି ।

୫- ପଞ୍ଚମ ଆଖି : ଯଦି ଆପଣଙ୍କୁ ପଞ୍ଚମ ଆଖି ଅଧିକ ଆକର୍ଷିତ କରିଛି ତେବେ ଆପଣ ରହସ୍ୟମୟ ଅନ୍ଦାଜର ବ୍ୟକ୍ତି ଅଟନ୍ତି । ମିତ୍ର ମାନେ ଆପଣଙ୍କୁ ବୁଝିବାକୁ ସମୟ ନେଇଥାନ୍ତି ।

୬- ଷଷ୍ଠ ଆଖି : ଯଦି ଆପଣ ଷଷ୍ଠ ଆଖି ଚୁଜ କରିଛନ୍ତି ତେବେ ଆପଣ ସଂବେଦନଶୀଳ ବ୍ୟକ୍ତି ହେବା ସହ ଛୋଟ ଛୋଟ କଥାକୁ ଗୁରୁତ୍ଵ ଦେଇଥାନ୍ତି । ଆପଣଙ୍କ ଆଖପାଖରେ ଅନ୍ତଦ୍ରୁଷ୍ଟି ରହିଛି ଯାହା ଆପଣଙ୍କୁ ପୂର୍ବାଭାସ କରାଇଥାଏ ।

୭- ସପ୍ତମ ଆଖି : ଯଦି ଆପଣଙ୍କୁ ସପ୍ତମ ଆଖି ଆକର୍ଷିତ କରିଛି ତେବେ ଆପଣ ମଜା ମସ୍ତି କରିବା ସହ କିଛି କରିବା ଭଳି ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆଖିର ଡିଜାଇନ ମଧ୍ୟରୁ ରହି ଡିଜାଇନ ବେହତର ଅଟେ ।

୮- ଅଷ୍ଟମ ଆଖି : ଯଦି ଆପଣ ଅଷ୍ଟମ ଆଖି ଚୟନ କରିଛନ୍ତି ତେବେ ଆପଣ କୌଣସି କଥାରେ ନରମାଲ ବ୍ୟବହାର କରନ୍ତି ନାହି । ଏହି ଗୁଣ ପାଇଁ ମିତ୍ରମାନେ ଆପଣଙ୍କ ସହ ଯୋଡି ହୋଇ ରହିଥାନ୍ତି ।

୯- ନବମ ଆଖି : ଯଦି ଆପଣ ନବମ ଆଖି ଚୟନ କରିଛନ୍ତି ତେବେ ଆପଣଙ୍କୁ ସହଜରେ କେହି ବୋକା କରିପାରିବେ ନାହି । ସାଧାରଣ ଭାବେ ଜୀବନ ବ୍ଯତୀତ କରିଥାନ୍ତି । ବନ୍ଧୁଗଣ ଆପଣଙ୍କର ମତାମତ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *