ବହୁତ ହିଁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି ଏହି 3 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୩ଟି ଅକ୍ଷର ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ, ଯେଉଁମାନେ ଭାଗ୍ୟଶାଳୀ ବ୍ୟକ୍ତି ଙ୍କୁ ମିଳିଥାନ୍ତି । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ,

କୌଣସି ବ୍ୟକ୍ତି ର ରାଶି ଦ୍ବାରା ହିଁ ସେହି ବ୍ୟକ୍ତି ସମ୍ବନ୍ଧରେ ଜଣା ପଡ଼ିଥାଏ ଏବଂ ସେହି ବ୍ୟକ୍ତି ନିଜ ଜୀବନରେ ସଫଳତା ହାସଲ କରିବା ଅଥବା ନୁହେଁ ତାହା ମଧ୍ୟ ବ୍ୟକ୍ତି ର ରାଶି ମାଧ୍ୟମରେ ଜଣା ପଡ଼ିଥାଏ । ବନ୍ଧୁଗଣ କୌଣସି ବ୍ୟକ୍ତି ର ରାଶି ଯେତେ ମାତ୍ରା ରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ସେତେ ମାତ୍ରା ରେ ସେହି ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ମଧ୍ୟ ମହତ୍ତ୍ୱ ପୂର୍ଣ ହୋଇଥାଏ ।

କୌଣସି ବ୍ୟକ୍ତି ର ଆଚାର,ବିଚାର,ବ୍ୟବହାର, ଗୁଣ ଆଦି ତା’ର ନାମର ପ୍ରଥମ ଅକ୍ଷରରୁ ହିଁ ଜଣା ପଡ଼ିଥାଏ ।ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଏଭଳି ଏକ ଜୀଵନ ସାଥୀର କାମନା କରିଥାଏ ଯିଏ ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିବ । ତେବେ ପ୍ରତ୍ୟେକ ବ୍ୟକ୍ତି ର ଜୀବନ ସାଥି ଙ୍କ ସ୍ୱଭାବ ମଧ୍ୟ ତାଙ୍କ ନାମର ପ୍ରଥମ ଅକ୍ଷରରୁ ଜଣା ପଡ଼ିଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୩ଟି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନେ ସବୁଠାରୁ ଭାଗ୍ୟଶାଳୀ ବ୍ୟକ୍ତି ଙ୍କୁ ବିବାହ କରିଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘R’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ନିଜ ଗୁଣ ଏବଂ ସ୍ଵଭାବ ଜରିଆରେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି । ଏହି ନାମ ର ଝିଅ ମାନେ ଯେଉଁ ବ୍ୟକ୍ତି ଙ୍କୁ ବିବାହ କରିଥାନ୍ତି ସେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

ଏହି ଝିଅ ମାନେ ନିଜର ଜୀବନ ସାଥି ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ତାଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାନ୍ତି । ଏହି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଝିଅ ମାନେ କେବଳ ଭାଗ୍ୟଶାଳୀ ବ୍ୟକ୍ତି ଙ୍କୁ ମିଳିଥାନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘S’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ଏମାନଙ୍କ ହୃଦୟ ମଧ୍ୟ ବହୁତ ସଫା ହୋଇଥାଏ । ଏହି ଝିଅ ମାନେ ଯେଉଁ ବ୍ୟକ୍ତି ଙ୍କୁ ବିବାହ କରନ୍ତି ସେହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ଏହି ନାମର ଝିଅ ମାନେ ନିଜ ଜୀବନ ସାଥୀଙ୍କ ପ୍ରତି ସର୍ବଦା ଇମାନଦାର ରୁହନ୍ତି ଏବଂ ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଇଥାନ୍ତି । ତେବେ ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ ମଧ୍ୟ ଏହି ନାମର ଝିଅ ଅଛନ୍ତି ତେବେ ବିଳମ୍ବ ନକରି ତାଙ୍କୁ ତୁରନ୍ତ ବିବାହ କରନ୍ତୁ ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘P’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ବହୁତ ରାଗୀ ସ୍ୱଭାବ ର ହୋଇଥାନ୍ତି । କିନ୍ତୁ ଏହି ଏମାନେ ଯେତେ ଶୀଘ୍ର ରାଗିଥାନ୍ତି ସେତେ ଶୀଘ୍ର ମାନି ମଧ୍ୟ ଯାଆନ୍ତି । ଏହି ନାମର ଝିଅ ମାନେ କେବଳ ଭାଗ୍ୟଶାଳୀ ବ୍ୟକ୍ତି ଙ୍କୁ ହିଁ ଜୀବନ ସାଥି ଙ୍କ ରୂପରେ ମିଳିଥାନ୍ତି । ଏହି ନାମର ଝିଅ ମାନେ କୌଣସି କାର୍ଯ୍ୟ କରିବ ନିମନ୍ତେ ଥରେ ସ୍ଥିର କରିବା ପରେ ସେହି କାର୍ଯ୍ୟ କୁ ନିଶ୍ଚିତ ଭାବରେ ପୂର୍ଣ କରନ୍ତି ।

ଏହି ନାମ ର ଝିଅ ମାନେ ନିଜ ଜୀବନ ସାଥି ଙ୍କ ଖୁସି ପାଇଁ ସବୁ ଅସମ୍ଭବ କୁ ସମ୍ଭବ କରି ଦେଇଥାନ୍ତି । ଏହି କାରଣରୁ କୁହାଯାଏ ଯେ, ଏହି ଅକ୍ଷରରୁ ଯେଉଁ ଝିଅ ମାନଙ୍କ ନାମ ଆରମ୍ଭ ହୋଇଥାଏ ସେମାନଙ୍କୁ ବିବାହ କରିବା ଭାଗ୍ୟ ର କଥା ହୋଇଥାଏ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *