ପର ସ୍ତ୍ରୀ ମାନଙ୍କ ସହିତ ସମ୍ବନ୍ଧ ରଖିଥାନ୍ତି, ଏହି ୨ ଟି ରାଶିର ପୁରୁଷ ମାନେ- Jyotisha Shastra

ବନ୍ଧୁଗଣ, ମାତା-ପିତାଙ୍କ ସମ୍ପର୍କ ପରେ ସବୁଠାରୁ ପବିତ୍ର ସମ୍ପର୍କ ପତି-ପତ୍ନୀ ର ହୋଇଥାଏ । ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ବିବାହ କୁ ବହୁତ ମହତ୍ଵ ଦିଆଯାଇଛି । ସାଧାରଣତ କୁହାଯାଇଅଛି ଯେ, ବିବାହ ଦୁଇଟି ବ୍ୟକ୍ତିଙ୍କ ମଧ୍ୟରେ ନୁହେଁ, ଦୁଇଟି ପରିବାର ମଧ୍ୟରେ ହୋଇଥାଏ ।

ଯେତେବେଳେ ଦୁହି ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି, ସେତେବେଳେ ଦୁହେଁ ଜନ୍ମ ଜନ୍ମାନ୍ତର ପାଇଁ ପରସ୍ପର ସହିତ ବାନ୍ଧି ହୋଇ ଯାଆନ୍ତି । ବନ୍ଧୁଗଣ ବିବାହ ସମୟରେ ଅଗ୍ନି ଙ୍କୁ ସାକ୍ଷୀ ରଖି ଉଭୟ ନବ ଦମ୍ପତି ପ୍ରତିଶୃତି କରିଥାନ୍ତି ଯେ, ୭ ଜନ୍ମ ପର୍ଯ୍ୟନ୍ତ ଦୁହେଁ ଏକା ସହିତ ସମସ୍ତ ପରିସ୍ଥିତି ରେ ଜୀବନ ଅତିବାହିତ କରିବେ ।

ମାତ୍ର କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ, ଏହି ପବିତ୍ର ସମ୍ପର୍କର ସମ୍ମାନ କରିନଥାନ୍ତି । ଏହିଭଳି ପୁରୁଷ ଅନ୍ୟ ସ୍ତ୍ରୀ ଅଥବା ମହିଳା ମାନଙ୍କ ଠାରେ ଆକର୍ଷିତ ହୋଇ ଅନ୍ୟିତିକ ସମ୍ବନ୍ଧ ବନାଇଥାନ୍ତି । ବନ୍ଧୁଗଣ ଏପରି ସଂପୂର୍ଣ୍ଣ ଭୁଲ ଅଟେ । ବନ୍ଧୁଗଣ ଆଜିଭଳି ଦିନରେ ଯୁବା ମାନେ ପ୍ରେମ ବିବାହ କୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଏହା କାରଣ ହୋଇଥାଏ, ଯେ ଦୁହିଜଣ ପରସ୍ପରକୁ ବିଶେଷ ମହତ୍ଵ ଦେଇ ନଥାନ୍ତି । ଏମାନେ ଅତି ଶୀଘ୍ର ପରସ୍ପର ଠାରୁ ବିରକ୍ତ ହୋଇଯାନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହିଭଳି ୨ ଟି ରାଶି ର ପୁରୁଷ ମାନଙ୍କ ବିଷୟରେ ଜଣାଇବାକୁ ଯାଉଅଛୁ, ଯେଉଁମାନେ ପର ସ୍ତ୍ରୀ ମାନଙ୍କ ଠାରେ ଅନେଇତିକ ସମ୍ପର୍କ ରଖିଥାନ୍ତି ।

୧- “ମେଷ ରାଶି” ;- ବନ୍ଧୁଗଣ ଏହି ରାଶିର ପୁରୁଷ ମାନେ ନିଜ ପତ୍ନୀ ମଧ୍ୟରେ ସନ୍ତୁଷ୍ଟ ରହିନଥାନ୍ତି । ଏମାନେ ସାଧାରଣତ ବିବାହ ପରେ ମଧ୍ୟ ଅନ୍ୟ ସ୍ତ୍ରୀ ମାନଙ୍କ ଠାରେ ସମ୍ବନ୍ଧ ରଖିଥାନ୍ତି । ବନ୍ଧୁଗଣ ଏହି ରାଶିର ପୁରୁଷ ମାନେ ଦେଖିବାକୁ ବହୁତ ଶାନ୍ତ ଏବଂ ସରଳ ସ୍ଵୋଭାବର ହୋଇଥାନ୍ତି । ମାତ୍ର ଭିତରି ଭାଗରୁ ବହୁତ ଚାଲାକ ହୋଇଥାନ୍ତି ।

୨- “ମକର ରାଶି” ;- ଏହି ରାଶିର ପୁରୁଷ ମାନଙ୍କ ସ୍ଵୋଭାବ ପ୍ରାଏ ଦେଖାଇହେବା ପ୍ରକୃତିର ହୋଇଥାଏ । ଏହି ପୁରୁଷ ମାନଙ୍କ ମନରେ ବିଭିନ୍ନ ପ୍ରକାର ର ସ୍ଵୋପ୍ନ ଉପୁଜିଥାଏ । ଏହି ରାଶିର ପୁରୁଷ ମାନେ ବିବାହ ହେବା ପରେ ମଧ୍ୟ ଅନ୍ୟ ମହିଳା ମାନଙ୍କ ସହିତ ସମ୍ବନ୍ଧ ବନାଇଥାନ୍ତି । ଏହିଭଳି ପୁରୁଷ ମାନେ ସମସ୍ତ ନିଷ୍ପତ୍ତି ନିଜ ଘର ଲୋକଙ୍କୁ ଲୁଚାଇ କରିଥାନ୍ତି । ଏହି କାରଣରୁ ଏମାଙ୍କର ଅନ୍ୟ ମହିଳା ଙ୍କ ସହିତ ସମ୍ବନ୍ଧ ଥିବାର କାହାକୁ ଖବର ହୋଇନଥାଏ ।

ବନ୍ଧୁଗଣ ବିବାହ ଏକ ପବିତ୍ର ସମ୍ପର୍କ ଅଟେ, ମାତ୍ର କିଛି ଲୋକ ଏହି ସମ୍ପର୍କର ଇଜ୍ଜତ ରଖନ୍ତି ନାହିଁ । ବନ୍ଧୁଗଣ କିଛି ପୁରୁଷ ବିବାହ ଭଳି ପବିତ୍ର ସମ୍ପର୍କ କୁ ବୋଝ ବୋଲି ମାନେ କରିଥାନ୍ତି, ଏହାପରେ କ୍ରମଶ ଏହି ପବିତ୍ର ସଂପର୍କକୁ ନେଇ ବିରକ୍ତ ହୋଇଯାଆନ୍ତି । ଏହିଭଳି ପୁରୁଷ ନିଜ ସ୍ତ୍ରୀ କୁ ଛାଡି ଅନ୍ୟ ସ୍ତ୍ରୀ ଲୋକଙ୍କୁ ଅଧିକ ଗୁରୁତ୍ଵ ଦେଇ ତାଙ୍କ ସହିତ ସମ୍ବନ୍ଧ ରଖିଥାନ୍ତି ।

ବନ୍ଧୁଗଣ ଏଭଳି କରିବା ଦ୍ଵାରା ପରିବାର ତଥା ନିଜ ସନ୍ତାନଙ୍କ ଦ୍ରୁଷ୍ଟି ଆଗରେ ଆପଣ ବହୁତ ତଳକୁ ଖସି ଯାଇଥାନ୍ତି । ଏଣୁ ବେଳ ଥାଉ ଥାଉ ନିଜକୁ ସୁଧାରିବାକୁ ଚେଷ୍ଟା କରନ୍ତୁ । ଏହାଥିଲା ସେହି ଦୁଇଟି ରାଶି ଥିବା ପୁରୁଷ ମାନଙ୍କ ସମ୍ବନ୍ଧରେ ବିବରଣୀ, ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ ରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *