ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏପରି ସବୁ ମାମଲା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ସାଧାରଣତଃ ଏହି ସମସ୍ତ ମାମଲା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି ।
ବନ୍ଧୁଗଣ ଏହି ସମସ୍ତ ମାମଲା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷଙ୍କ ପାଇଁ ବିବାହ ଏକ ବହୁତ ବଡ ଖୁସି ହୋଇଥାଏ । କୁହାଯାଏ ବିବାହ ପରେ ମଣିଷର ଜୀବନ ସଂପୂର୍ଣ୍ଣ ବଦଳି ଯାଇଥାଏ । ବିବାହ କରିବା ଦ୍ଵାରା କେତେ ଜଣଙ୍କୁ ଜୀବନର ଆନନ୍ଦ ମିଳିଥାଏ ତ ଅନ୍ୟ କେତେ ଜଣଙ୍କୁ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥାଏ ।
ହେଲେ ବନ୍ଧୁଗଣ ବିବାହ ପାଇଁ କୌଣସି ପୁରୁଷର ଦେହାନ୍ତ ହେବା ବିଷୟରେ ଆପଣ ଶୁଣି ନଥିବେ । ଆଜିଆମେ ଆପଣ ମାନଙ୍କୁ ଏକ ମାମଲା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ମାମଲା ବିଷୟରେ ।ବନ୍ଧୁଗଣ ଏହି ମାମଲାଟି ହେଉଛି ବିହାରର ମଥୁରା ଗାଁର ।
ଏହି ଗାଁରେ ଅମୃତ ଶର୍ମା ନାମକ ଯୁବକ ପୁଷ୍ପ ଦେବୀ ନାମକ ଯୁବତୀଙ୍କ ସହ ବିବାହ କରିଥିଲେ । ବନ୍ଧୁଗଣ ଏହି ବିବାହଟି ଥିଲା ପ୍ରେମ ବିବାହ । ଏହି ଦୁଇଜଣ ପରସ୍ପର ସହ ବହୁତ ବର୍ଷ ହେବ ପ୍ରେମ କରୁଥିଲେ ଓ ଲୁଚି ଲୁଚି ଦେଖା ମଧ୍ୟ ହେଉଥିଲେ । ହେଲେ ବନ୍ଧୁଗଣ ଏମାନଙ୍କ ଘର ଲୋକ ଏହି ପ୍ରେମର ବିରୋଧରେ ଥିଲେ । ଘର ଲୋକ ଏହି ବିବାହ ପାଇଁ ରାଜି ନଥିଲେ । ପରିବାର ଲୋକ ବିରୋଧ କରିବାରୁ ଏହି ଦୁଇଜଣ ଘରୁ ବାହାରି ବିବାହ କରିଥିଲେ ।
ବିବାହ ପରେ ଏହି ଦୁଇଜଣ ଏକ ଭଡା ଘର ନେଇ ନିଜ ବୈବାହିକ ଜୀବନର ଆରମ୍ଭ କରିଥିଲେ । ହେଲେ ବିବାହର କେବଳ ୪ ଦିନ ପରେ ତାଙ୍କ ଘର ବିଛଣାରେ ଅମୃତଙ୍କ ଶବ ମିଳିଥିଲା । ଅମୃତଙ୍କ ପର ଲୋକ ହେବା ପରେ ତାଙ୍କ ପରିବାର ଲୋକ ଏହାର ସମସ୍ତ ଦୋଷ ଝିଅକୁ ଦେଇଥିଲେ । ଅମୃତଙ୍କ ପିତାଙ୍କ ମତରେ, ଦୁଇ ଦିନ ତଳେ ତାଙ୍କ ପୁଅ ତାଙ୍କ ଘରେ ଥିଲା ହେଲେ ପୁଷ୍ପା ଡାକିବା କାରଣରୁ ସେ ଏହି ସ୍ଥାନକୁ ଆସିଥିଲା ଯେଉଁଥି ପାଇଁ ଏହି ଘଟଣା ଘଟିଲା ।
ଘର ଲୋକଙ୍କ କଥା ଶୁଣି ପୋଲିସ ପୁଷ୍ପାକୁ ଗିରଫ କରିଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପୁଷ୍ପାଙ୍କ ବିରୋଧରେ କୌଣସି ସାକ୍ଷ୍ୟ ପ୍ରମାଣ ମିଳିନାହିଁ । କିନ୍ତୁ ପୋଲିସ ନିଜ ତଦନ୍ତ ଆରମ୍ଭ କରିଦେଇଛି । ପୁଷ୍ପାଙ୍କ ମତରେ ସେ ଆଉ ତାଙ୍କ ସ୍ଵାମୀ ରାତିରେ କିଛି ନଖାଇ ଶୋଇବା ପାଇଁ ଚାଲି ଯାଇଥିଲେ ହେଲେ ସକାଳ ହେବା ପରେ ସେ ନିଜ ସ୍ଵାମୀଙ୍କ ସବ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବନ୍ଧୁଗଣ ପୋଲିସ ଏହି ମାମଲାର ତଦନ୍ତ କରୁଛି ଓ ବହୁତ ଶୀଘ୍ର ଦୋଷୀ ଚିହ୍ନଟ ହେବାର ଆଶା ରହିଛି ।