କିସ କରିବାର ବୈଜ୍ଞାନିକ କାରଣ ଏବଂ ଆମେ କାହିଁକି Kiss କରିଥାଉ ?

ଆଜି ଆମେ ଜାଣିବା ଆମେ କିସ କାହିଁକି କରିଥାଉ ଏହା ପଛରେ କଣ କାରଣ ରହିଥାଏ । ଯାହାକୁବୀ ଆପଣ କିସ କରିଲେ  ସମସ୍ତେ କହିଥାନ୍ତି ବହୁତ ଭଲ ଲାଗିଥାଏ । ଯେବେ ଆମେ କିସ କରିଥାଉ ଆମେ କେଉଁଠି ହଜି ଯାଇଥାଉ ।

କିସ କରିବା ଦ୍ଵାରା ଗୋଟେ ସ୍ପେସୀଆଲ ଆଟାଚମେଣ୍ଟ ଲାଗିଥାଏ । ଆଉ କିସ କରିବା ଦ୍ଵାରା କେଉଁ ହରମୋନ ହାବି ହୋଇଥାଏ । କେଉଁ ହରମୋନ ରିଲିଜ ହୋଇଥାଏ ସେଥିରେ ଆମକୁ ବହୁତ ଭଲ ଲାଗିଥାଏ । କିସ ଖାଲି ମଣିଷ ନୁହେଁ ପଶୁ ମଧ୍ୟ କରିଥାନ୍ତି ।ଆସନ୍ତୁ ଜାଣିବା କିସ କରିବା ଚଳନରେ କେମିତି ଆସିଲା । ଏହି କଥା ମଣିଷକୁ କେମିତି ଜଣା ପଡିଥିଲା ।

ଏମିତି କିଛି ରିସର୍ଚରୁ ଜଣା ପଡିଛିକି ପୁରୁଣା ସମୟରେ କେତେକ ଚଢେଇ ମାନେ ନିଜ ଛୁଆକୁ ଖାଦ୍ଯ ଚୋବାଇ ଚୋବାଇ ନିଜ ଥଣ୍ଟରେ ଖାଇବାକୁ ଦେଇଥାନ୍ତି । ସେମିତି ପ୍ରାଚୀନ କାଳରେ ଗୋଟେ ମା ତାର ଛୁଆକୁ ଖାଦ୍ଯ ଖୁଆଇଲା ବେଳେ ଚୋବାଇ ଚୋବାଇ ଖାଦ୍ଯ ଖୁଆଉଥିଲା । ସେହି ସମୟରେ ଏଂଯାଇମିନ ଓ ସଲାଇଭା ଭଳି କେତେକ ଜିନିଷ ଏହା ସହିତ ଯାଉଥିଲା । ତାହା ମଧ୍ୟ ବହୁତ ଲାଭ କରି ରହୁଥିଲା । ଏହିଭଳି ଷ୍ଟ୍ରଙ୍ଗଲି ମାନି ଥାନ୍ତି । ଖାଦ୍ଯ ଖୁଆଇବାର ଯେଉଁ ରୀତି ଥିଲା ତାହା କିସ କରିବାର ଚଳନରେ ଆସିଥିଲା । ଦେଖି ଦେଖି ମଣିଷ କିସ କରିବା ଆରମ୍ଭ କରିଥିଲା ।

ଜଣେ ମଣିଷ ଆଉ ଜଣେ ମଣିଷକୁ କିସ କରିଥାଏ ଯେବେ ମୁଡ ଓ  ରୋମାନ୍ସେ ରେ କରିଥାଉ । ଏମିତି କୁହାଯାଏ ଆମ୍ର ଯେଉଁ ଲିପ୍ସ ହୋଇଥାଏ ସେ ବହୁତ ସଫ୍ଟ ଓ ସେନ୍ସିଟିଭ ହୋଇଥାଏ ଶେଥି ପାଇଁ ମନରେ ବହୁତ ପ୍ରକାର କେମିକଲ ରିଲିଜ ହୋଇଥାଏ । ଆଉ ଆମକୁ ବହୁତ ଭଲ ଲାଗିଥାଏ, ଏମିତି ଲାଗିଥାଏକି ଆମେ ଯେମିତି କୌଣସି ନିସା କରିଛୁ ।  ଆମେ ସେଥିରେ ପୁରା ହଜି ଯାଇଥାଉ । ଲିପ୍ସ ବହୁତ ସଫ୍ଟ ହୋଇଥାଏ ଯେତେବେଳେ ସେ ଅନ୍ୟ ଜଣଙ୍କ ଓଠରେ ଟଚ ହୋଇଥାଏ ସେତେବେଳେ ବହୁତ ସୁନ୍ଦର ଅନୁଭବ ହୋଇଥାଏ ।

ନାସାରେ ଡୁବିଥିବା ଭଳି ଲାଗିଥାଏ । ଏହି ଯେଉଁ ପୁରା କାକଟେଲ ହୋଇଥାଏ କେମିକାଲର ତିନୋଟି ହୋଇଥାଏ । ଡୋପାମାଇନ, ଶାରୋଟୋନିନ, ଅକଷିଟୋସିନ ଏହି ତିନୋଟି ମିଶି ଗୋଟିଏ କେମିକାଲ ବନାଇ ଥାନ୍ତି । ଯେତେବବେଳେ ସେ ରିଲିଜ ହୋଇଥାଏ ସେତେବେଳେ ବହୁତ ସାଟିସଫାଏ ଲାଗିଥାଏ । ଏହା ଥିଲା ବଜ୍ଞାନିକ କାରଣ । ସାଧାରଣ କାରଣ :- ଯେବେ ଆମେ ଜଣେ ମଣିଷକୁ ହୃଦୟର ସହିତ ଚାହିଁ ଥାଉ ତେବେ ଆମେ ସାମ୍ନା ବଳକୁ ବହୁତ ଖୁସିରେ କିସ କରିବାକୁ ଚାହିଁ ଥାଉ ।କାରଣ ଆମେ ପ୍ରକାଶ କରିବାକୁ ଚାହିଁ ଥାଉ ଆମର ପ୍ରେମ ।

ସେଇ ସାମ୍ନା ବାଲା ଆମକୁ ଯେତେଯେତେ ଭଲ ଲାଗିଥାଏ ଆମକୁ ସେତେ ସେତେ ତାକୁ କିସ କରିବାକୁ ଭଲ ଲାଗିଥାଏ । କାରଣ ଆମେ ତାକୁ ବହୁତ ଭଲ ପାଇଥାଉ । କିସ କରିବା ଦ୍ଵାରା ଆମକୁ ଭିତରୁ ବହୁତ ଶାନ୍ତି ଅନୁଭବ ହୋଇଥାଏ । ସେଥିପାଇଁ ଆମେ ତାଙ୍କୁ ବାର ବାର କିସ କରିବାକୁ ଚାହିଁ ଥାଉ । କିସ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଯଦି ଆପଣ କାହାକୁ ଚାହୁଁ ଛନ୍ତି ବିନା ଚିନ୍ତାରେ ତାଙ୍କୁ କିସ କରନ୍ତୁ । ଭଲ ଅନୁଭବକୁ ନିଜ ସମ୍ପର୍କରେ ଆଣନ୍ତୁ ।

Leave a Reply

Your email address will not be published. Required fields are marked *