ବାପାଙ୍କ ଭାଗ୍ୟ ବଦଳାଇ ଦେଇଥାନ୍ତି ଏହି 4 ନାମର ଝିଅ, ଦେଖନ୍ତୁ ଆପଣଙ୍କ ନାମ ନାହିଁ ତ ! Jyotisha Shastra

ନମସ୍କାର ବନ୍ଧୁଗଣ, ଝିଅମାନେ ମା ଲକ୍ଷ୍ମୀଙ୍କ ସଦୃଶ ହୋଇଥାନ୍ତି । ଝିଅ ଜନ୍ମ ହୋଇ ଘରକୁ ଆସିବାର  ମାନେ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଲେ ବୋଲି ଜାଣିବେ । ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ନାମର ଝିଅ ନିଜ ବାପାଙ୍କ ଭାଗ୍ୟ ଚମକାଇ ଦେଇଥାନ୍ତି । ଘରର ସମସ୍ତ ଅସୁବିଧାକୁ ନିଜର ପାଦ ପକାଇ ଦୂର କରିଦେଇଥାନ୍ତି  । ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଲକ୍ଷ୍ମୀମନ୍ତ ଝିଅଙ୍କ ନାମ ଗୁଡିକ ବିଷୟରେ ।

D ନାମର ଝିଅ: ଯେଉଁ ଝିଅଙ୍କ ନାମ ଏହି ଅକ୍ଷରରରୁ ଆରମ୍ଭ ହୋଇଥାଏ ସେମାନଙ୍କ ହୃଦୟ ବହୁତ ସ୍ଵଚ୍ଛ ହୋଇଥାଏ । ଏମାନେ ନିଜ ଘର ଲୋକଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି । ନିଜ ଗୁରୁଜନ ମାନଙ୍କୁ ବହୁତ ସମ୍ମାନ ଦେଇଥାନ୍ତି ତାଙ୍କ ଆଦର କରିଥାନ୍ତି । ଏହି ନାମର ଝିଅ ନିଜ ବାପାଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କୁହାଯାଏ ଏହି ନାମର ଝିଅ ଜନ୍ମ ସମୟରୁ ହିନ ନିଜ ଘରର ଆର୍ଥିକ ସ୍ଥିତି ଠିକ କରିଦେଇଥାନ୍ତି ନିଜ ଉଜ୍ଵଳ ଭାଗ୍ୟ ପାଇଁ ।

L ନାମର ଝିଅ: ଏହି ନାମର ଝିଅ ବହୁତ ବୁଝିବାର ହେବା ସହ ବୁଦ୍ଧିମତୀ ହୋଇଥାନ୍ତି । ନିଜ ପରିବାର ଲୋକଙ୍କୁ ନିଜ ସହ ନେଇ ଆଗକୁ ଯିବା ପାଇଁ ପସନ୍ଦ କରନ୍ତି । ନିଜ ବାପାଙ୍କ ଭାଗ୍ୟକୁ ବଦଳାଇ ଦେଇଥାନ୍ତି ଏହି ନାମର ଝିଅ । ଏମାନଙ୍କ ଜୀବନରେ କେବେ ମଧ୍ୟ ଧନର ଅଭାବ ଆସିନଥାଏ । ନିଜ କ୍ୟାରିଅର ବହୁତ ଉନ୍ନତି କରିଥାନ୍ତି ।

P ନାମର ଝିଅ: ଏହି ନାମର ଝିଅ ସବୁ କଥାକୁ ନେଇ ବହୁତ ଶୀଘ୍ର ଭାବୁକ ହୋଇଯାଇଥାନ୍ତି । ନିଜ ଘର ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି ଏହି ନାମର ଝିଅ । ନିଜ ଘର ଲୋକଙ୍କ ଖୁସି ପାଇଁ ସବୁକିଛି କରିବା ପାଇଁ ଏମାନେ ଆଗଭର ହୋଇଥାନ୍ତି । ଏମାନେ ନିଜ ବାପାଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ ନିଜ ବାପାଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

A ନାମର ଝିଅ: ଏହି ନାମର ଝିଅ ବହୁତ ଖୁସି ମିଞ୍ଜାସର ହୋଇଥାନ୍ତି । ସବୁବେଳେ ନିଜେ ଖୁସିରେ ରହିବା ସହ ତାଙ୍କ ଚାରିପାଖରେ ଥିବା ଲୋକଙ୍କୁ ମଧ୍ୟ ଖୁସିରେ ରଖିଥାନ୍ତି ଏହି ନାମର ଝିଅମାନେ । ଏମାନେ ବହୁତ ପରିଶ୍ରମୀ ସ୍ଵାଭାବର ଅଟନ୍ତି । ନିଜ କଷ୍ଟ ବଳରେ ଜୀବନରେ ସବୁଠାରୁ ଶ୍ରେଷ୍ଠ ସ୍ଥାନ ହାସଲ କରିଥାନ୍ତି ଏମାନେ ।

ଏମାନେ ମଧ୍ୟ ନିଜ ବାପାଙ୍କ ଅଲିଅଳି ହୋଇଥାନ୍ତି । ଏବଂ ନିଜ ବାପାଙ୍କ ଭାଗ୍ୟକୁ ଚମକାଇ ଦେଇଥାନ୍ତି । ଏହା ଥିଲା ସେହି 4ଟି ଝିଅଙ୍କ ନାମ ଯେଉଁ ମାନେ ନିଜ ବାପାଙ୍କ ଜୀବନରେ ଅପାର ଖୁସି ଆଣିଦେଇଥାନ୍ତି । ନିଜ ବାପାଙ୍କ ଭାଗ୍ୟକୁ ନିଜ ଆଗମନରେ ଚମକାଇଦେଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *