ବିଛା ରାଶିର ବ୍ୟକ୍ତି ଚିନ୍ତିତ କାହିଁକି ? କେବେ ହେବ ଆପଣଙ୍କ ଚିନ୍ତାର ଅନ୍ତ, ସେହି ସମୟ ଏବେ ଆସିଯାଇଛି… ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ନିଜ ଜୀବନରେ ଚାଲିଥିବା ଅସୁବିଧାକୁ ନେଇ ସମସ୍ତେ ମାନସିକ ଚିନ୍ତାରେ ପଡିଯାନ୍ତି । ସେଥିରୁ ବାହାରିବା ପାଇଁ ଅନେକ ଚେଷ୍ଟା କରନ୍ତି । କିନ୍ତୁ କିଛି ଲୋକଙ୍କ ପାଇଁ ସେଥିରୁ ବାହାରିବା ସମ୍ଭବ ହୋଇପାରେ ନାହିଁ । କିନ୍ତୁ କଣ ଆପଣ କେବେ ଭାବିଛନ୍ତି ସେହି ସବୁ ଅସୁବିଧା ଆପଣଙ୍କ ଜୀବନରେ ଆସିବାର କାରଣ କଣ ? ଆଜି ଆମେ ଜାଣିବା ବିଛା ରାଶିର ଲୋକଙ୍କ ଜୀବନରେ କାହିଁକି ସବୁବେଳେ ଅସୁବିଧା ଲାଗି ରହିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଆପଣ ସବୁବେଳେ ଅନ୍ୟମାନଙ୍କୁ ଖୁସି କରିବା ପାଇଁ ନିଜ ଇଛାକୁ ନିଜ ମନରେ ହିଁ ମାରି ରଖିଥାନ୍ତି । କିନ୍ତୁ ଏତେସବୁ ପରେ ମଧ୍ୟ କେହି କେବେ ଆପଣଙ୍କ ମୂଲ୍ୟ ବୁଝିବା ପାଇଁ ଚାହିଁନାହାନ୍ତି । ଏହାର କାରଣ ହେଉଛି ଆପଣ ଅନ୍ୟ ପାଇଁ ନିଜର ସବୁ ଦାନ କରିଦେଲେ ନିଜ ପାଇଁ କିଛି ମଧ୍ୟ ରଖିବା ଉଚିତ ଭାବିଲେ ନାହିଁ । ସବୁବେଳେ ତାଙ୍କ କଥା ହିଁ ଭାବିଥାନ୍ତି ।

କିନ୍ତୁ ସେମାନେ କେବେ ମଧ୍ୟ ଆପଣଙ୍କ ଭାବନା ଓ ଖୁସିର ମୂଲ୍ୟ ବୁଝିବା ପାଇଁ ଚେଷ୍ଟା କରିନାହାନ୍ତି । ଯାହାକୁ ଆପଣ ନିଜର କରିବାକୁ ଚାହାନ୍ତି ତାଙ୍କୁ ଆପଣ ନିଜର କରିପାରନ୍ତି ନାହିଁ । କାରଣ ସେ ଆପଣଙ୍କ ସହ ରହିବାର କୌଣସି ଇଛା ପ୍ରକାଶ କରନ୍ତି ନାହିଁ । ଯାହାଙ୍କୁ ଆପଣ ଛାଡିବାକୁ ଚାହିଁ ଥାନ୍ତି ସେ ଆପଣଙ୍କ ଠାରୁ କେବେ ଦୂରକୁ ଯାଇନଥାନ୍ତି ।

ଆପଣ ଯେଉଁମାନଙ୍କ ସାଥ ସବୁବେଳେ ଦେଉଥିଲେ ସେମାନେ ଧୀରେ ଧୀରେ ଆପଣଙ୍କ ସାଥ ଛାଡିଦେଊଛନ୍ତି । କିନ୍ତୁ ଆପଣ କେବେ ମଧ୍ୟ ନିଜର ଆତ୍ମ ବିଶ୍ଵାସ ହରାଇନାହାନ୍ତି । ଏହା ହିଁ ଆପଣଙ୍କ ପ୍ରକୃତ ସାହସ । ଆପଣ କେବେ ଅନ୍ୟ କାହାଦ୍ବାରା ଦିଆଯାଇଥିବା ଉପହାର କିମ୍ବା ସାହାର୍ଯ୍ୟକୁ ଭୁଲିନଥାନ୍ତି । ଆପଣ କେବେ କାହା ସହ ଶତ୍ରୁତା କରିବା ପାଇଁ ପସନ୍ଦ କରନ୍ତି ନାହି ।

ଯଦି କେହି ଆପଣଙ୍କୁ ବିନା ଦୋଷରେ ନିଚ୍ଚ ଦେଖେଇବାକୁ ବା ଆପଣଙ୍କ କ୍ଷତି କରିବାକୁ ଚେଷ୍ଟା କରେ ତେବେ ଆପଣ କେବେ ମଧ୍ୟ ଚୁପ ହୋଇ ବସନ୍ତି ନାହିଁ । ଏହାର ଉଚିତ ଜବାବ ସେମାନଙ୍କୁ ଆପଣ ବେସ ଭଲରେ ଦେଇଥାନ୍ତି । ବିଛା ରାଶି ଲୋକଙ୍କର ସବୁଠାରୁ ଭଲ ଗୁଣ ହେଉଛି ନିଜର ଜୀବନରେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ କେବେ ନିଜର ଆତ୍ମ ସମ୍ମାନ ହରାଇବାକୁ ଦିଅନ୍ତି ନାହି ।

କେବେ ନିଜର ମନ ବଳ ଭାଙ୍ଗିବାକୁ ମଧ୍ୟ ଦିଅନ୍ତି ନାହିଁ । ଯଦି ଏମାନେ କୌଣସି କାମ କରିବା ପାଇଁ ପ୍ରତିଜ୍ଞା କରନ୍ତି ତେବେ ସେହି କାମକୁ ପୁରା ନକରିବା ପର୍ଯ୍ୟନ୍ତ ଶାନ୍ତିର ନିଶ୍ଵାସ ନିଅନ୍ତି ନାହିଁ । ଏବେ ଆପଣ କୌଣସି ଚିନ୍ତା କରନ୍ତୁ ନାହିଁ କାରଣ ଆପଣଙ୍କ ଭଲ ସମୟ ଏବେ ଆସି ସାରିଲାଣି ବୋଲି ଜାଣନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *