ବାଟରେ ଶବ ଯାତ୍ରା ଦେଖିବା ମାତ୍ରେ କରନ୍ତୁ ଏହି 3ଟି କାମ ସବୁ ମନସ୍କାମନା ପୁରା ହେବ 

ନମସ୍କାର ବନ୍ଧୁଗଣ, ଆମେ ରାସ୍ତରେ ଯାଉଥିବା ସମୟରେ ହଠାତ କାହା ମର ଶରୀରର ଅନ୍ତିମ ଯାତ୍ରା ଆମ ନଜରରେ ପଡିଯାଇଥାଏ । ଏହାକୁ ଦେଖି କିଛି ଲୋକ ଭୟଭୀତ ହୋଇଯାନ୍ତି । କାରଣ ସେମାନେ ଭାବନ୍ତି ବହୁତ ବଡ ଅଶୁଭ ଜିନିଷକୁ ଦେଖିଦେଲେ । ତେଣୁ ତାଙ୍କ ସହ ଆଜି ଅଶୁଭ ହେବ । ତେବେ ଏହା ଶୁଭ ହୋଇଥାଏ କି ଅଶୁଭ ତାହା ଜାଣିବା ସହ ଏହା ମଧ୍ୟ ଜାଣିବା କି ଶବ ଯାତ୍ରା ଦେଖିବା ମାତ୍ରେ ଆପଣଙ୍କୁ କେଉଁ କାର୍ଯ୍ୟ କରିବା ଉଚିତ ।

ପ୍ରଥମ: ଶବ ଯାତ୍ରା ଦେଖିବା ମାତ୍ରେ ହିଁ ଓମ ଶିବ ଶିବ କୁହନ୍ତୁ । ଏବଂ ଶବକୁ ପ୍ରଣାମ କରନ୍ତୁ । ଏହା କରିବା ଫଳରେ ଶବ ନିଜ ସହ ପ୍ରଣାମ କରୁଥିବା ବ୍ୟକ୍ତିର ସବୁ ଦୁଃଖ, କଷ୍ଟକୁ ନିଜ ସହ ନେଇ ଯାଇଥାଏ । ଅନ୍ୟ ଅର୍ଥ ହେଉଛି ଆପଣଙ୍କ ଶିବ କହିବା ଦ୍ଵାରା ସେହି ବ୍ୟକ୍ତିକୁ ମୁକ୍ତି ମିଳୁ ବୋଲି ହୋଇଥାଏ । ଯଦି ଆପଣ ଶବ ଯିବାର ଦେଖୁଛନ୍ତି ତେବେ କିଛି ରାହିଜାନ୍ତୁ ଏବଂ ଭଗବାନଙ୍କୁ ପ୍ରାଥନା କରନ୍ତୁ ।

ଶବ ଯାତ୍ରା ଦେଖିବା ପରେ ମୃତ ଆତ୍ମାର ଶାନ୍ତି ପାଇଁ ପ୍ରାଥନା କରିବା ନିହାତି ଆବଶ୍ୟକ । ଦିତୀୟ: ଧାର୍ମିକ ଛଡା ଜୋତିଶ ଶାସ୍ତ୍ର ଅନୁଯାୟୀ ଶବ ଯାତ୍ରାକୁ ଦେଖିବା ବହୁତ ହିଁ ଶୁଭ ମାନଯାଇଥାଏ । ଏହା ମାନ୍ୟତା ରହିଛି କି ଯେଉଁ ବ୍ୟକ୍ତି ରାସ୍ତାରେ ଯିବା ବେଳେ ଶବ ଯାତ୍ରା ଦେଖନ୍ତି ତେବେ ସେମାନଙ୍କର ବନ୍ଦ ପଡି ରହିଥିବା ସମସ୍ତ କାମ ବହୁତ ଶୀଘ୍ର ପୁରା ହୋଇଯାଇଥାଏ ।

ଜୀବନରେ ଚାଲିଥିବା ଦୁଃଖ ସବୁ ମଧ୍ୟ ଦୂର ହୋଇଯାଇଥାଏ । ଶବ ଯାତ୍ରା ଦେଖିବା ଆପଣଙ୍କୁ ଏହା ସଙ୍କେତ ଦେଇଥାଏ କି ଆଗକୁ ଆପଣଙ୍କ ଜୀବନରରେ ଦୁଃଖର ଅନ୍ତ ହେବାକୁ ଯାଉଛି । ଆପଣଙ୍କ ମନରେ ଥିବା ସମସ୍ତ ଇଚ୍ଛା ପୁରା ହେବାକୁ । ବଡ ହେଉ ବା ଛୋଟ ସବୁ  ମନସ୍କାମନା ପୁରା ହେବାର ଆପଣ ଦେଖିପାରିବେ ।

ତୃତୀୟ; ପୁରାଣ ଦୃଷ୍ଟିରେ ଦେଖିବାକୁ ଗଲେ ଯେଉଁ ବ୍ୟକ୍ତି ବ୍ରାହ୍ମଣର କୋକେଇ ଉଠାଇଥାଏ ତାଙ୍କ ପ୍ରତ୍ୟକ ପାଦର ଚାଲିରେ ଯଜ୍ଞ ସମାନ ପୂଣ୍ୟ ଅର୍ଜନ ହୋଇଥାଏ । ପାଣିରେ ଗୋଟିଏ ବୁଡ ଆପଣ ପକାଇବା ଦ୍ଵାରା ଆପଣ ପବିତ୍ର ହୋଇଯାଇଥାନ୍ତି । ତେଣୁ ଆପଣ କିଛି ନ ଭାବି ଚିନ୍ତି ବୀନା ଦ୍ଵନ୍ଦରେ ଏହାକୁ କରିବା ଦରକାର ।

ହିନ୍ଦୁ ଧର୍ମ ଅନୁଯାୟୀ ଯଦି ଜଣେ ବ୍ରାହ୍ମଣ ଅନ୍ୟ ଜଣେ ବ୍ରାହ୍ମଣର ଶବ ପଇସା କିମ୍ବା ନିଜ ସ୍ଵାର୍ଥ  ପାଇଁ ଉଠାଇଥାଏ ତେବେ ସେ ଦଶ ଦିନ ପର୍ଯ୍ୟନ୍ତ ଅଶୁଦ୍ଧ ରହିଥାଏ । ଏହା ଥିଲା ସେହି ସବୁ ଉପାୟ ଯାହାକୁ ଆପଣଙ୍କୁ ଶବ ଦେଖିବା ମାତ୍ରେ କରିବା ଉଚିତ ହୋଇଥାଏ । ଆଶା କରୁଛୁ ଏହାଦ୍ଵାରା ଆପଣଙ୍କ ମନରେ ଥିବା ଦ୍ଵନ୍ଦ ନିଶ୍ଚୟ ଦୂର ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *