ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି 7ଟି ସଙ୍କେତ, ଆପଣଙ୍କୁ ବି ଯଦି ମିଳୁଛି ତେବେ ଆପଣଙ୍କ ଭଲ ସମୟ ଆସିଯାଇଛି

ନମସ୍କାର ବନ୍ଧୁଗଣ, ମଣିଷର ଭଲ ସମୟ ଆସିବା ପୂର୍ବରୁ ଆମକୁ ଭଗବାନ କିଛି ସଙ୍କେତ ଦେଇଥାନ୍ତି । ଯାହାକୁ ଆମେ ବୁଝିପାରି ନଥାଉ । ଭଲ ସମୟ ଆସିବାର ସଙ୍କେତକୁ ନ ବୁଝିପାରି ଆପଣ ମାନେ କିଛି ଭୁଲ ନିସ୍ପତି ନେଇଯାଇଥାନ୍ତି ଯାହା ଆପଣଙ୍କ ଭଲ ସମୟକୁ ମଧ୍ୟ ଖରାପ କରିଦେଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଭଲ ସମୟ ଆସିବାର କିଛି ସଙ୍କେତ ଜଣାଇବାକୁ ଯାଉଛୁ ।  ଆଉ ଡେରି ନକରି ଆସନ୍ତୁ ଜାଣିବା ।

ପ୍ରଥମ: ସମସ୍ତେ ପ୍ରତିଦିନ ଉଠି ନିଜ ମୁହଁକୁ ଦର୍ପଣରେ ଦେଖନ୍ତୁ । ଯଦି ଆପଣ ନିଜ ମୁହଁରେ ଚମକ ବା ପ୍ରସନ୍ନତା ଦେଖନ୍ତି ତେବେ ବୁଝିଯିବେ ଏହା ଆପଣଙ୍କ ଭଲ ସମୟ ଆସିବାର ସୂଚନା । ଦିତୀୟ: ଯଦି ସକାଳୁ ସକାଳୁ ଆପଣଙ୍କୁ କେହି ଆସି ପଇସା ଦିଅନ୍ତି ତେବେ ଆପଣଙ୍କ ଭଲ ଦିନ ଆସିବାର ଏହା ଏକ ଶୁଭ ସଙ୍କେତ ଅଟେ ।

ତୃତୀୟ: ଯଦି କୌଣସି ପକ୍ଷୀ ଫଳ ଖାଇ ଆପଣଙ୍କ ଛାତ ଉପରେ ପକାଇ ଦିଏ ତେବେ ଏହା ଏକ ଶୁଭ ସଙ୍କେତ ଅଟେ । ଚତୁର୍ଥ: ଯଦି ଆପଣଙ୍କ ଘରେ ବିଲେଇ ଛୁଆ ଜନ୍ମ କରେ ତେବେ ଏହାକୁ କିଛି ଲୋକ ଅଶୁଭ ବୋଲି ଭାବିଥାନ୍ତି । କିନ୍ତୁ ଏହା ସବୁଠାରୁ ବଡ ଶୁଭ ସଙ୍କେତ ହୋଇଥାଏ ।

ପଞ୍ଚମ: ଭଲ ସମୟ ଆସିବା ପୂର୍ବରୁ ଆପଣ କରୁଥିବା ଅଯଥା ଖର୍ଚ ଗୁଡିକ ବନ୍ଦ ହୋଇଯାଇଥାଏ । ଏବଂ ଆପଣ ଟଙ୍କା ସଞ୍ଚୟ କରିବାକୁ ଲାଗିବେ । ସ୍ଵପ୍ନରେ ମଧ୍ୟ ଆଗକୁ ଆସୁଥିବା ଭଲ ସମୟର ସଙ୍କେତ ମିଳିଥାଏ ।  ଷଷ୍ଠ: ଯଦି ଆପଣ ସ୍ଵପ୍ନରେ ଗୁରୁ କିମ୍ବା ଦେବତାଙ୍କୁ ତଥା ଶିବ ଲିଙ୍ଗର ଦର୍ଶନ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ସମୟ ଆସିବାର ସୂଚକ ହୋଇଥାଏ ।

ଯଦି ଆପଣଙ୍କୁ ସ୍ଵପ୍ନରେ କେହି ଟୀକା ଲଗାଉଥିବାର ଦେଖନ୍ତି ତେବେ ଏହା ଶୁଭ ସମୟ ଆସିବାର ଭଲ ସଙ୍କେତ ହୋଇଥାଏ କିମ୍ବା ସୂର୍ଯ୍ୟ ଉଦୟର ଦର୍ଶନ, ପେଚାକୁ ଦେଖିବା ଇତ୍ୟାଦି ଆପଣଙ୍କ ଶୁଭ ସମୟ ଆସିବାର ସଙ୍କେତ ଦେଇଥାନ୍ତି । । ସପ୍ତମ: ଯଦି ଆପଣଙ୍କ ମନକୁ ସବୁବେଳେ କେବଳ ଭଲ ଭାବନା ଆସିଥାଏ ଅନ୍ୟ ମାନଙ୍କର ଭଲ ହିଁ କେବଳ ଆପଣ ଚିନ୍ତା କରୁଛନ୍ତି ଏବଂ ଆପଣଙ୍କ ମନରେ ଆଧ୍ୟାତ୍ମିକ ଭାବନାର ସଂଚାର ହେଉଅଛି ତେବେ ବୁଝିଯିବେ ଆପଣଙ୍କ ସହ ଆଗକୁ ଭଲ ହେବାକୁ ଯାଉଛି ।

ଯଦି ଆପଣ ଏହି ସାତୋଟି ସଙ୍କେତ ପାଇବେ ତେବେ ବୀନା ଦ୍ଵନ୍ଦରେ ବୁଝିଯିବେ କି ଆପଣଙ୍କ ସହ ଏବେ ସବୁ କିଛି ଭଲ ହେବାକୁ ଯାଉଛି ଆପଣଙ୍କ ଭଲ ସମୟ ଏବେ ଆପଣଙ୍କ ଦ୍ଵାର ପାଖକୁ ଆସିବାକୁ ଯାଉଛି । ଯାହା ଆପଣଙ୍କ ସମସ୍ତ ଦୁଃଖ କଷ୍ଟକୁ ଶେଷ କରିବା ସହ ଆପଣଙ୍କୁ ଉନ୍ନତି ପଥ ଆଡକୁ ଅଗ୍ରସର କରାଇବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *