ଘରେ ଗଙ୍ଗା ଜଳ ଥିଲେ ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ, ଏବେ ହିଁ ଦେଖନ୍ତୁ ନଚେତ ପସ୍ତେଇବେ

ନମସ୍କାର ବନ୍ଧୁଗଣ, ହିନ୍ଦୁ ଜଳରେ ଗଙ୍ଗା ଜଳର ବହୁତ ମହତ୍ଵ ରହିଛି । ଗଙ୍ଗା ଜଳ ବହୁତ ଶୁଦ୍ଧ ହୋଇଥାଏ । ଅଶୁଦ୍ଧି ଥିବା ଘରକୁ କିମ୍ବା ମଣିଷ ଗଙ୍ଗା ଜଳ ଦ୍ଵାରା ହିଁ  ଶୁଦ୍ଧ ହୋଇଥାନ୍ତି  । ଗଙ୍ଗା ଜଳ ବହୁତ ପବିତ୍ର ହୋଇଥାଏ । ତେଣୁ ଯଦି ଆପଣ ଗଙ୍ଗା ଜଳକୁ ନିଜ ଘରେ ରଖିଛନ୍ତି ତେବେ ନିହାତି ଭାବରେ କିଛି କଥାର ଧ୍ୟାନ ରଖିବା ଜରୁରୀ । ନଚେତ ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ଗଙ୍ଗା ମାତା ଭଗବାନ ଶିବଙ୍କ ଜଟାରୁ ବାହାରିଛନ୍ତି । ତେଣୁ ତାଙ୍କୁ ପବିତ୍ର ହେବାର ମାନ୍ୟତା ଦିଆ ଯାଇଛି । ଗଙ୍ଗା ଭଳି ପବିତ୍ର ଦୁନିଆରେ ଆଉ କିଛି ବି ହୋଇନଥାଏ । ଗଙ୍ଗା ଜଳକୁ ମାତା ଗଙ୍ଗାଙ୍କ ସ୍ୱରୂପ ମନାଯାଏ । ତେଣୁ ଯଦି ଆପଣଙ୍କ ଘର କୌଣସି କାରଣ ପାଇଁ ଅପବିତ୍ର ହୋଇଯାଏ ତେବେ ଆପଣ ଘରେ ଗଙ୍ଗା ଜଳ ଛିଞ୍ଚି ପୁଣି ଥରେ ଘରକୁ ପବିତ୍ର କରିପାରିବେ ।

ପ୍ରଥମ: ବହୁତ ଲୋକ ଗଙ୍ଗା ଜଳକୁ ପ୍ଲାଷ୍ଟିକ ବୋତଲରେ ରଖିଥାନ୍ତି । ଏହାକୁ ବହୁତ ଅଶୁଭ ମନାଯାଇଥାଏ । ଗଙ୍ଗା  ଜଳକୁ ସର୍ବଦା ଚାନ୍ଦି କିମ୍ବା ତମ୍ବା ପାତ୍ରରେ ରଖିବା ଉଚିତ । ଦିତୀୟ: ଘରର ପବିତ୍ର ଜାଗାରେ ହିଁ ଗଙ୍ଗା ଜଳ ରଖିବା ଉଚିତ ହୋଇଥାଏ । ଗଙ୍ଗା ଜଳ ରଖିଥିବା ସ୍ଥାନକୁ ପ୍ରାୟ ସଫା କରିବା ଆବଶ୍ୟକତା । ନଚେତ ପବିତ୍ର ଗଙ୍ଗା ଜଳର ଅବମାନନା ହୋଇଥାଏ ।

ତୃତୀୟ: ଆପଣ ନିଜ ଘର ଐଶାନ୍ୟ କୋଣରେ ହିଁ ଗଙ୍ଗା ଜଳ ରଖିବା ଉଚିତ ହୋଇଥାଏ । ଉତ୍ତର ପୂର୍ବ କୋଣ ଐଶାନ୍ୟ କୋଣ ହୋଇଥାଏ । ତେଣୁ ଆପଣ ଏହି ଐଶାନ୍ୟ କୋଣରେ ହିଁ ଗଙ୍ଗା ଜଳ ରଖନ୍ତୁ । ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ । ଯଦି ଆପଣ ଘରେ ଗଙ୍ଗା ଜଳ ରଖିଛନ୍ତି ତେବେ ଏହି ସମସ୍ତ କଥାର ଧ୍ୟାନ ନିହାତି ଭାବରେ ରଖିବା ଦରକାର ।

ଯଦି ଆପଣ ଏହିସବୁ କଥାର ଧ୍ୟାନ ନ ରଖନ୍ତି ତେବେ ଏହାର ଖରାପ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ । ଆପଣଙ୍କୁ ନିଜ କାର୍ଯ୍ୟରେ ଅନେକ ବାଧା ବିଘ୍ନର ସାମନା କରିବାକୁ ପଡିପାରେ । ଆପଣଙ୍କ ଜୀବନରେ ସୁଖ ବଦଳରେ ଦୁଃଖର ଛାଇ ମାଡିଯାଇଥାଏ । ତେଣୁ ଭଗବାନଙ୍କ ସହ ଜଡିତ ଜଡିତ ଯେକୌଣସି ବି ଜିନିଷ ହେଉ ନା କାହିଁକି ତାହାକୁ ସ୍ଵଚ୍ଛ ଏବଂ ପବିତ୍ର ସ୍ଥାନରେ ରଖିବା ଜରୁରୀ ହୋଇଥାଏ ।

ଯାହା ଫଳରେ ଏହାର ଭଲ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ । ଏବଂ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଆସିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *