ମହିଳା ମାନେ ସକାଳୁ ଉଠି ସ୍ଵାମୀଙ୍କ ସହ କରନ୍ତୁ ଏହି କାମ, ହେବ ଧନର ବର୍ଷା

ନମସ୍କାର ବନ୍ଧୁଗଣ, ଘର ମହିଳା ମାନଙ୍କ ପାଇଁ ଚାଲିଥାଏ । ଗୋଟିଏ ନାରୀକୁ ଘରର ସମସ୍ତ ଲୋକଙ୍କ ଧ୍ୟାନ ରଖିବାକୁ ପଡିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଗୋଟିଏ ସ୍ତ୍ରୀ ନିଜ ସ୍ଵାମୀଙ୍କ ସହ କେଉଁ କାର୍ଯ୍ୟ କରିବା ଦ୍ଵାରା ଘର ସମସ୍ତ ଅଭାବ ଦୂର ହୋଇଯାଇଥାଏ । ତେବେ ଧ୍ୟାନର ସହ ଦେଖନ୍ତୁ ଗୋଟିଏ ସ୍ତ୍ରୀ ନିଜ ସ୍ଵାମୀ ସହ କେଉଁ କାମ କରିବା ଦରକାର । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ପ୍ରଥମେ ଆପଣ ସକାଳୁ ଉଠି ପାଣି ପିଅନ୍ତୁ । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁତ ଫାଇଦା ଦେଇଥାଏ । ଆପଣ ପ୍ରତିଦିନ ପାଣି ପିଇବା ଅଭ୍ୟାସ ରଖିବା ଦ୍ଵାରା ଆପଣଙ୍କ ଶରୀର ରୋଗମୁକ୍ତ ରହିଥାଏ । ସକାଳୁ ଉଠି ପାଣି ପିଇବା ଦ୍ଵାରା ଆପଣଙ୍କ ପେଟ ସଫା ରହିଥାଏ । ଆପଣଙ୍କ ପାଟିରେ ଥିବା ଲାଳ ଆପଣଙ୍କ ପେଟକୁ ଚାଲିଯାଇଥାଏ । ଏହା ଫଳରେ ଆପଣଙ୍କ ପେଟ ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଦିତୀୟ: ସକାଳୁ ଉଠିବା ପରେ ପ୍ରଥମ ନିଜର ଦୁଇ ହାତ ପାପୁଲିକୁ ଦେଖିବା ଉଚିତ । କୁହାଯାଏ କି ହାତର ପ୍ରଥମ ଭାଗରେ ମା ଲକ୍ଷ୍ମୀ ଏବଂ ପାପୁଲିର ମଧ୍ୟ ଭାଗରେ ସରସ୍ଵତୀଙ୍କ ବାସ ହୋଇଥାଏ । ମୂଳ ଭାଗରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି । ଏହା ଫଳରେ ସମସ୍ତ ଦେବା ଦେବୀ ଆପଣଙ୍କ ଉପରେ ପ୍ରସନ୍ନ ରହିଥାନ୍ତି ।

ତୃତୀୟ: ବିବାହିତା ମହିଳା ମାନେ ସକାଳୁ ଉଠି ଯୋଗ କରିବା ଦରକାର । ଏହାପରେ ନିଜ ସ୍ଵାମୀଙ୍କ ସହ କିଛି ମଧୁର ମୂହୁର୍ତ୍ତ ବିତାଇବା ଉଚିତ । ଏହା କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବଢିଥାଏ । ଏବଂ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ସୁଦୃଢ ହୋଇଥାଏ । ସର୍ବଦା ଗୋଟିଏ ନାରୀକୁ ନିଜ ସ୍ଵାମୀ ମନ କିଣିବା ଉଚିତ ।

ଚତୁର୍ଥ: ସକାଳୁ ଉଠି ଆପଣ ଯଦି ଶଙ୍ଖ କିମ୍ବା ଘଣ୍ଟିର ଶବ୍ଦ ଶୁଣିବାକୁ ପାଉଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏହାର ପ୍ରଭାବ ଆପଣଙ୍କ ମନକୁ ସକାରାତ୍ମକ ଭାବନା ଆଣିଥାଏ । ପଞ୍ଚମ: ସକାଳୁ ଉଠି ଯଦି ଆପଣ ଶ୍ରୀଙ୍ଗାରରେ ସଜେଇ ହୋଇଥିବା ସ୍ତ୍ରୀଙ୍କ ଦର୍ଶନ କରନ୍ତି ତେବେ ଏହାକୁ ବହୁତ ଶୁଭ ମନାଯାଇଥାଏ । ଏହା ଆପଣଙ୍କୁ ଭବିଷ୍ୟତରେ ଧନ ଲାଭର ସଙ୍କେତ ଦେଇଥାଏ ।

ଷଷ୍ଠ: ସକାଳୁ ଉଠି ନିଜ ମୁହଁ ନ ଧୋଇ ଚା କିମ୍ବା ଜଳଖିଆ କରିବା ଅନୁଚିତ । ଏହା ଦ୍ଵାରା ଆପଣଙ୍କ ଜୀବନ ଉପରେ ରାହୁ ଏବଂ କେତୁଙ୍କ ପ୍ରଭାବ ପଡିଥାଏ । ଏହା ଆପଣଙ୍କ ଜୀବନରେ ବେକାରି ସମସ୍ୟା ଆଣିଥାଏ । ଆପଣ କରୁଥିବା ସମସ୍ତ କାର୍ଯ୍ୟରେ ବାଧା ଆସିଥାଏ । ତେଣୁ ସକାଳେ ବିଛଣା ଉପରେ ଚା ପିଇବା ଅନୁଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *