ପ୍ରଭୁ କେଶରୀ ନନ୍ଦନ ଏହି 5 ରାଶିର ଘରେ ଛପରଫାଡି କରିବେ ଧନବର୍ଷା, ଦେଖନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ !

ମଣିଷ ଯାହାଭି କରି ଥାଏ ତାହା ତାର କୁଣ୍ଡଳୀରେ ଲେଖା ହୋଇ ଥାଏ । ଆଜି ଠାରୁ ପାଞ୍ଚ ରାଶିର ଭାଗ୍ୟ ବଦଳିବା ପାଇଁ ଯାଉଛି । ଏହି ରାଶିରେ କିଛି ଭଲ ପରିଣାମ ମିଳିବା ପାଇଁ ଯାଉଛି କାରଣ ତାଙ୍କ ପାଇଁ କେହି ପୂର୍ବ ପୁରୁଷ ମାନେ ଭଲ କାମ କରି ଯାଇଛନ୍ତି ଯାହାର ପାରିନନାମ ଏବେ ଏମାନେ ପାଇବା ପାଇଁ ଯାଉଛନ୍ତି । ବଜାରଙ୍ଗୀବଲି ଙ୍କ କୃପା ପାଉ ଥିବା ଲୋକମାନେ ଏବେ ଭଲ କାମ କରିବା ପାଇଁ ଯାଉଛନ୍ତି ।

ଆପଣ ଯଦି ଚାକିରୀ ପାଇଁ ବହୁତ ଚେଷ୍ଟା ଅକରୁଛନ୍ତି କିନ୍ତୁ ଅଭି ଯାଏ ଆପଣ ଏହାକୁ ପାଇ ନାହାନ୍ତି ତେବେ ଆପଣ ଏହାକୁ ନିଶ୍ଚିତ ଭାବେ ପାଇବେ । ଜୀବ ସାଥି ଙ୍କ ସହ ଆପଣଙ୍କ ଦେଖା ହୋଇ ପାରେ । ଆପଣ କିଛି ନୂଆ ବାଟ ଖୋଜି ପାରନ୍ତି ଯାହା ଦ୍ଵାରା ଆପଣଙ୍କ ଜୀବନର ଦୁଃଖ ସବୁ ଚାଲି ଜୀବ ।

ଆମେ ଯଦି ଦେଖିବା ପାଇଁ ଯିବା ତ ହନୁମାନ ଜି ହେଉଛନ୍ତି ଏହି ଭଳି ଏକ ଭଗବାନ ଯିଏ କି ନିଜ କୁ ଆଜି ଯାଏ ଜୀବିତ ଭାବେ ରଖି ପଡ଼ିଛନ୍ତି ନା ତାଙ୍କର ଅନ୍ତ ଅଛି ନା ଥିଲା । ଆଜି ଆମେ କହିବା କି ଭଗବାନ ଙ୍କ ଦୟା ଆମ ଉପରେ ରହିବା ଦ୍ଵାରା ଆମେ ଆଉ ଏକ ଘଟଣା ଜାଣି ପାରିବା ତାହା ହେଉଛି କି ଆମ ସହ ହେଉଥିବା ଦୁର୍ଘଟଣା ଯାହା ଆମକୁ ଖରଚାନ୍ତ କରାଉ ଥିଲା ।

ତାହା ଏବେ ଆଉ ହେବନି । ଆଜି ଆମେ କହିବା କି ଯେଉଁ ମାନେ ବାହା ହେବା ପାଇଁ ଇଛା କରୁଛନ୍ତି ସେମାନେ ନିଶ୍ଚିତ ଭାବେ ଏବେ ବାହା ହୋଇ ପାରିବେ । ଯେଉଁ ମାନେ ବାହା ହେବା ପରେ ମଧ୍ୟ କିଛି କଥାକୁ ନେଇକି ମନ ଖରାପ କରୁଥିଲେ କିମ୍ବା କିଛି ମନମାଳିନ୍ୟ ଅଛି ସ୍ଵାମୀ ସ୍ତ୍ରୀ ଙ୍କ ଅମଧ୍ୟରେ ତାହା ଦୂର ହୋଇଯିବ ।

କାହା କଥା ଶୁଣିକି କାମ କରିବା ଠାରୁ ଭଲ ହେବ କି ଆପଣ ନିଜ କଥାକୁ ଶୁଣିକି କାମ କରିବେ । ଆପଣ ଯଦି କାହା ସହ ଦେଖା କରିବା ର ଅଛି ନିଜ କାମକୁ ନେଇକି କିମ୍ବା ବିବାହ କୁ ନେଇକି ଆପଣ ତେବେ ନିଜ ଲକି ରଙ୍ଗର ପୋଷାକ ପିନ୍ଧିବା କଥା ଏହି ସମୟରେ ।

କିଛି ନୂଆ କାମରେ ରୁଚି ଆସିବା ପାଇଁ ଲାଗିବ ଆପଣଙ୍କୁ । ଯାହା ସମାଜ ପାଇଁ ଭଲ ହେବ ଆପଣ କେବଳ ସେଇ କମ କରିବା ପାଇଁ ଚାହିଁବେ ରାଜନୀତି ଯିବାର ଯୋଗ ମଧ୍ୟ ଦେଖାଉଛି । ଧନଲାଭ ବହୁତ ଶୀଘ୍ର ମିଳିବ ଆପଣଙ୍କୁ । ଅଭାବ କଣ ଆପଣ ଆପଣ ଆଉ ଜାଣିବେ ନି ।

ବେପାର ବାଣିଜ୍ୟ ରେ କେହି ଆପଣଙ୍କୁ ଠକିବା ପାଇ ଚେଷ୍ଟା କରି ପାରନ୍ତି ଆପଣ କିନ୍ତୁ ନିଜ ବୁଦ୍ଧି ଉପଯୋଗ କରିକି ଏହାକୁ ସମାଧାନ କରିବା ଭଲ । ଆପଣ କାହା ର ସାହାଜ୍ଯ ନେବା ଦରକାର ନାଇ । ଭଗାବାନ ଆପଣଙ୍କ ସହ ଅଛନ୍ତି ନିଶ୍ଚିତ ଭାବେ ସେ ଆପଣଙ୍କୁ ସାହାଜ୍ଯ କରିବେ । ତେବେ ଏହି ରାଶି ମାନେ ହେଲେ ସିଂହ, କନ୍ୟା, ବୃଷ, କୁମ୍ଭ, ବିଛା ରାଶି ।

Leave a Reply

Your email address will not be published. Required fields are marked *