ଦରକାର ଠାରୁ ଅଧିକ ରାଗି ହୋଇଥାନ୍ତି ଏହି 4ଟି ନାମର ଝିଅ- Jyotisha Shastra

ପ୍ରତେକ ବ୍ୟକ୍ତିଙ୍କ ସ୍ବଭାବ ଅଲଗା ଅଲଗା ହୋଇଥାଏ । ସେମାନେ ନିଜର ପ୍ରଭାବ ଅନ୍ୟ ମାନଙ୍କ ଉପରେ ପକାଇବାକୁ ସକ୍ଷମ ହୋଇଥାନ୍ତି । ଏମିତିରେ ଦେଖିବାକୁ ଗଲେ କିଛି ଲୋକ ସ୍ଵଭାବରେ ଚଞ୍ଚଳ ତ ଆଉ କେହି ମିଶାଣିଆ ସ୍ଵଭବାର ତ ଆଉ କେହି ରାଗି ହୋଇଥାନ୍ତୀ । ଏମାନଙ୍କର ଏହି ସ୍ଵଭାବର କାରଣ ହେଉଛି ଜନ୍ମର ମାସ, ରାଶି, ନାମର ପ୍ରଥମ ଅକ୍ଷର ବୋଲି ମାନାଯାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ୪ଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବହୁତ ଅଧିକ ରାଗି ହୋଇଥାନ୍ତି ।

୧- B ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମା ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ହୃଦୟରୁ ବହୁତ ସଫା ହୋଇଥାନ୍ତି । କିନ୍ତୁ ଏମାନେ ବହୁତ ଜଲ୍ଦି ସବୁ କଥାକୁ ନେଇ ଭାବୁକ ହୋଇଥାନ୍ତି । ଏମିତିରେ ଭୁଲ କଥା ସହ୍ୟ ନ କରିବାରୁ ଏମାନଙ୍କୁ ବହୁତ ଜଲ୍ଦି ରାଗ ଆସିଥାଏ । ଏମାନେ ସାମନା ବାଲା ଠାରୁ ବଦଲା ନେଇକି ସାନ୍ତ ହୋଇଥାନ୍ତି । କିନ୍ତୁ ଅନେକ ସମୟରେ ଏମାନଙ୍କର ରାଗ କାରଣରୁ ନିଜେ ସମସ୍ୟାରେ ପଡିଥାନ୍ତି । ନିଜର ଏହି ସ୍ଵଭାବ ଗୁଣ ରହିବା ସହ ଅନ୍ୟ ମାନଙ୍କୁ ବହୁତ ଜଲ୍ଦି ଆକର୍ଷିତ ଓ ସେମାନଙ୍କୁ ନିଜର କରିବାରେ ସକ୍ଷମ ହୋଇଥାନ୍ତି ।

୨- P ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଅଧିକ ରାଗି ହେବା କାରଣରୁ ଲୋକ ମାନଙ୍କ ସହ ମିଳାମିଶା କରିବାକୁ ପସନ୍ଦ କରନ୍ତି ନାହି । ଏମାନେ ନିଜ ଦୁନିଆରେ ଏକା ରହିବାକୁ ଭଲ ଲାଗିଥାଏ । ଏମିତିରେ ଏମାନେ ନିଜ କାମରେ ଅନ୍ୟ ମାନଙ୍କର ହସ୍ତକ୍ଷେପ ଏମାନଙ୍କୁ ପସନ୍ଦ ନୁହେଁ । କିନ୍ତୁ ଏମାନଙ୍କର ରାଗ ବିଷୟରେ କହିବାକୁ ଗଲେ କୌଣସି ଭୁଲ ଭୂମାନା କାରଣରୁ ଏମାନେ ସାମନା ବାଲା ସହ ଲଢେଇ କରିବାକୁ ପଛନ୍ତି ନାହି ।

୩- R ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବହୁତ ସୁନ୍ଦର ଓ ବୁଦ୍ଧିମତୀ ହୋଇଥାନ୍ତି । ଯାହା କାରଣରୁ ଏମାନେ ସମାନ ବାଲାକୁ ବହୁତ ଜଲ୍ଦି ଇମ୍ପପ୍ରେସନ କରି ଦେଇଥାନ୍ତି । କିନ୍ତୁ ଅନ୍ୟ ମାନେ ଏମାନଙ୍କର ଅବହେଳା କରିଲେ ଏମାନଙ୍କୁ ବହୁତ ଜଲ୍ଦି ରାଗ ଆସିଥାଏ । ଏମିତିରେ ଏମାନଙ୍କର ରାଗ ସବୁଠାରୁ ବଡ କମ୍ଜୋରି ହୋଇଥାଏ । ଏମାନେ ସାମନା ବାଲା ଆଗରେ ଏଭଳି ସ୍ଵଭାବ ରଖିବାକୁ ପସନ୍ଦ କରିଥାନ୍ତି ।

୪- H ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ସ୍ଵଭାବରେ ଯୋଡି ଓ ରାଗି ହୋଇଥାନ୍ତି । ପ୍ରେମ ମାମଲାରେ ଶତ୍ରୁତା କରିବାରେ ଏମାନେ ମାହିର ହୋଇଥାନ୍ତି । ଏମାନେ ଦେଖିବାକୁ ସୁନ୍ଦର, ଶାନ୍ତ ହୋଇଥିଲେ ମଧ୍ୟ ରାଗିଗଲେ ଏମାନଙ୍କର ଅଲଗା ରୂପ ସମାନକୁ ଆସିଥାଏ । ଏମାନେ ରହସ୍ୟମୟୀ ଭାବେ ନିଜ କଥାକୁ କାହା ସହ ସେୟାର କରନ୍ତି ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *