ଏବେ ଏବେ ଆସିଲା ବଡ ଖବର, କରୋନା ନେଲା ଆଉ ଏକ Bollywood ଷ୍ଟାରଙ୍କ ଜୀବନ

ଏବେ ଏବେ ଆସିଲା ପୁଣି ଏକ ଦୁଃଖର ଖବର, ଯେମିତି କି ଆପଣ ମାନେ ଜାଣିଛନ୍ତି କରୋନା ଏବେ ପୁଣି ଦ୍ରୁତଗତିରେ ବଢି ଚାଲିଛି ଓ ଏମିତିରେ ଅନେକ ଲୋକ ନିଜର ଜୀବନ ହରାଉଛନ୍ତି ।

ତେବେ ବଲୀଉଡ ଓ ଓଲିଉଡର ବହୁତ ଅଭିନେତା ଏହି କରୋନାରେ ଜୀବନ ହରାଇ ସାରିଲେଣି । କେବଳ ଅଭିନେତା ନୁହେଁ ଅନେକ ସାମ୍ବାଦିକ ମାନେ ମଧ୍ୟ ନିଜ ଜୀବନ ହଋ ଲେଣି । ଆଜି ମଧ୍ୟ ଆଉ ଜଣେ ଅଭିନେତା ଏହି କରୋନାରେ ଆଖି ବୁଝି ଦେଇଛନ୍ତି । ତେବେ ଅଜଯ ଯେଉଁ ମହାନ କଳାକର ଏ ଦୁନିଆକୁ ବିଦାୟ ଦେଇଛନ୍ତି ସେ ବହୁତ ଚର୍ଚ୍ଚିତ ଅଭିନେତା ଅଟନ୍ତି ଓ ଜଣେ ଅବସର ପ୍ରାପ୍ତ ସେନା ମଧ୍ୟ ।

ସେହି ବ୍ୟକ୍ତି ହେଲେ ଅଭିନେତା ବିକ୍ରମଜିତ୍ କାନୱାରପାଲ (ବିକ୍ରମଜିତ୍ କାନୱାରପାଲ) ଯିଏ କରୋନା ସଂକ୍ରମଣରେ ମୃ-ତ୍ୟୁ ବରଣ କରିଛନ୍ତି । ତାଙ୍କୁ ମାତ୍ର 52 ବର୍ଷ ବୟସ ହୋଇଥିଲା । ତେବେ ଆଜି ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ଏହି ଅଭିନେତାଙ୍କ ଦେ-ହା-ନ୍ତ-ରେ ଶୋକ ପ୍ରକାଶ କରି ଟ୍ୱିଟ୍ କରି କହିଛନ୍ତି ।

, “ଆଜି ସକାଳେ କୋଭିଡ କାରଣରୁ ଅଭିନେତା ମେଜର ବିକ୍ରମଜିତ୍ କାନୱାରପାଲଙ୍କ ଦେ-ହା-ନ୍ତ ଖବର ଶୁଣି ବହୁତ ଦୁଖୀ । ସେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଯିଏ ଅନେକ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସିରିଏଲରେ ସୁପୋର୍ଟିଂ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା । ”

ଏହି ଚଳଚ୍ଚିତ୍ରଗୁଡ଼ିକରେ ପ୍ରଦର୍ଶନ କରିଥିଲେ

2003 ମସିହାରେ ଭାରତୀୟ ସେନାରୁ ଅବସର ନେବା ପରେ ବିକ୍ରମଜିତ୍ କାନୱାରପାଲ ଅଭିନୟ ଆରମ୍ଭ କରିଥିଲେ । ସେ ପେଜ-3, ରକେଟ୍ ସିଂ: ସେଲ୍ସମ୍ୟାନ୍ ଅଫ୍ ଦି ଇୟର, ରିଜର୍ଭେସନ୍, ମ-ର୍ଡ-ର ୨, 2 ଷ୍ଟେଟ୍ସ ଏବଂ ଗାଜି ଆ-ଟା-କ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଟିଭି ଶୋ’ରେ ମଧ୍ୟ କାମ କଲା ।

ଚଳଚ୍ଚିତ୍ର ବ୍ୟତୀତ ସେ ଦିୟା ଅର ବାତି ହମ୍, ୟେ ହେ ଚାହତେ, ଦିଲ୍ ହି ତୋ ହେ ଏବଂ ଏହା ଛଡା ଆହୁରି 24 ଭଳି ଟେଲିଭିଜନ ସିରିଏଲରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କରୋନା ମହାମାରୀ ହେତୁ ମନୋରଞ୍ଜନ ଜଗତ ମଧ୍ୟ ଯ-ନ୍ତ୍ର-ଣା ଭୋଗୁଛି ।

କୋଭିଡ -19 ଯୋଗୁଁ ଅନେକ କଳାକାର ଏପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି । କେବଳ ସେତିକି ନୁହେଁ ଅନେକ ଲୋକ ନିଜର ପରିବାର ଲୋକଙ୍କୁ ହାରୁଛନ୍ତି । ଏହି ସମୟରେ ଭ୍ୟାକ୍ସିନର ମଧ୍ୟ ଅଭାବ ଦେଖା ଦେଉଛି । ତେବେ ଦୈନଦିନ ଘଟୁଥିବା ଖବର ସହ ଅପଡେଟ ରହିବା ପାଇଆନ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *