ଘରେ ରହି କରୋନା ସହିତ ଲଢ଼ିବାର ଉପାୟ, ମାତ୍ର 7 ଦିନରେ ଘରେ ହିଁ ଭଲ ହେବ Corona

ବନ୍ଧୁଗଣ ଆଜିକାଲି କରୋନା ବଢ଼ିବାରେ ଲାଗିଛି । ବନ୍ଧୁଗଣ କରୋନା ରେ ହସ୍ପିଟାଲ ନ ଆସି ଘରେ ରହି କିଭଳି ନିଜକୁ ସୁସ୍ଥ ରଖିବେ ଆସନ୍ତୁ ତାହା ସମ୍ବନ୍ଧରେ ଜାଣିବା । କାହାକୁ ଆମ୍ଭେ କରୋନା କହିବା ।

କାହାକୁ ଆମ୍ଭେ ଭାଇରାଲ ଇନଫେକସନ କହିବା, କାହାକୁ ଆମ୍ଭେ ନର୍ମାଲ ଇନଫେକସନ କହିବା ଆସନ୍ତୁ ଜାଣିବା ତାହା ସମ୍ବନ୍ଧରେ,- ବନ୍ଧୁଗଣ ଆପଣଙ୍କ ଘରେ ଯଦି କାହାକୁ ଜର ଆସୁ ଅଛି ଅଥବା ଶରୀର ବ୍ୟଥା ହେଉଛି ତେବେ ଡରିବାର କୌଣସି କଥା ନାହିଁ । ବନ୍ଧୁଗଣ ଆପଣଙ୍କୁ ଭୟଭୀତ ହୋଇ କରୋନା ଟେଷ୍ଟ ମଧ୍ୟ କରାଇବା ଆବଶ୍ୟକ ନାହିଁ । ବନ୍ଧୁଗଣ ଯେଉଁ ଯେଉଁ ବ୍ୟକ୍ତିଙ୍କୁ ୧୦୪ ଡିଗ୍ରୀ ରୁ ଅଧିକ ଫିବର୍ ହୋଇଥାଏ, ସେମାନଙ୍କ ଠାରେ କୌଣସି ପ୍ରକାରର ମଧ୍ୟ ଭାଇରଲ ପରିଲକ୍ଷିତ ହେବା ସମ୍ଭବ ଅଟେ ।

ଏମାନଙ୍କୁ ୯୯ ପ୍ରତିଶତ ପ୍ରତିବର୍ଷ ଫିବର ହେଲେ ମଧ୍ୟ ଏମାନେ ଜଲ୍ଡି ରିକଭର କରି ଯାଆନ୍ତି ।  ବନ୍ଧୁଗଣ କରୋନା ସାଧାରଣତ ୩ ଦିନ ଲଗାତାର ବଢ଼ିଥାଏ ଏବଂ ୪ ରୁ ୭ ଦିନ ମଧ୍ୟରେ ଏଥିରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ । ଏହିଭଳି ଲୋକ ବହୁତ ଡେଞ୍ଜର ହୋଇଥାନ୍ତି ଯାହାଙ୍କୁ ଆପଣ ହସ୍ପିଟାଲ ନେଇ ଯାଆନ୍ତି । ବନ୍ଧୁଗଣ ଆପଣଙ୍କୁ ଘରେ କଣ କରିବାକୁ ହେବ ସବୁଠାରୁ ପ୍ରଥମେ ଖାଦ୍ୟରେ ରେ ସନ୍ତୁଳନ ଅର୍ଥାତ୍ ଅଧିକାଂଶ ସବୁଜ ପନିପରିବା ଖାଆନ୍ତୁ ।

ଏହା ସହିତ ଆପଣ ଫଳ ରସ ସେବନ କରନ୍ତୁ । ଲେମ୍ବୁ ଏବଂ ଅଦା ର ବ୍ୟବହାର ଅଧିକ ମାତ୍ରା ରେ କରନ୍ତୁ । ବନ୍ଧୁଗଣ ଫୁଡ୍ ସପ୍ଲିମେଣ୍ଟ ରେ ଆପଣ ଭିଟାମିନ c ର ଟାବଲେଟ ବ୍ୟବହାର କରିପାରିବେ । ଯେଉଁ ଲୋକଙ୍କୁ ଇନଫେକସନ ହୋଇଛି ସେମାନେ ମାସ୍କ ବ୍ୟବହାର କରନ୍ତୁ ଯାହା ଫଳରେ ଅନ୍ୟ ଲୋକମାନେ ସଂକ୍ରମିତ ନ ହୁଅନ୍ତୁ । ସେନିଟାଇଜର ର ବ୍ୟବହାର କରନ୍ତୁ । ବନ୍ଧୁଗଣ ଏହା ବ୍ୟତୀତ ଆପଣ ଗରମ ପାଣିରେ ନିତିଦିନ ସ୍ନାନ କରନ୍ତୁ । ଏହାଦ୍ବାରା ଯଦି ଆପଣଙ୍କ ଶରୀରରେ କୌଣସି ପ୍ରକାରର ଇନଫେକସନ ରହିଅଛି ତେବେ ତାହା ଧୋଇ ହୋଇ ଚାଲିଯିବ ।

ଏହାଛଡ଼ା ଆପଣଙ୍କୁ ଏକ ପଲ୍ସ ଅକ୍ସିମିଟର ଆଣିବାକୁ ହେବ ଏଥିରେ ଆପଣଙ୍କ ଶରୀରରେ କେତେ ପରିମାଣରେ ଅମ୍ଳଜାନ ରହିଅଛି ତାହା ଆପଣ ସାଥୀ ଭାବରେ ଜାଣି ପାରିବେ । ଯଦି ଅକ୍ସିମିଟର ରେ ୯୦ ଏବଂ ୧୦୦ ମଧ୍ୟରେ ଆସୁଅଛି ତେବେ, ଭୟ କରିବାର କୌଣସି କଥା ନାହିଁ । ମାତ୍ର ଯଦି ୯୦ ରୁ କମ ଆସୁଛି ତେବେ ଆପଣଙ୍କୁ ଫିଜିସିୟନ ର ଚେକଅପ୍ କରିନେବା ଉଚିତ୍ ହେବ । ବନ୍ଧୁଗଣ ଯେଉଁ ମାନଙ୍କୁ ଶ୍ୱାସ ରୋଗ ଅଛି, ବାତ ରହିଅଛି, ଏବଂ ବୃଦ୍ଧ ବୟସ ର ଥିବା ବ୍ୟକ୍ତି ମାନଙ୍କୁ ଖାସ କରି ଜଗିରଖି ଚଳିବାକୁ ହେବ ।

ବନ୍ଧୁଗଣ ଯେଉଁ ଲୋକ ମାନଙ୍କୁ ଫିବର ଆସୁଛି ସେମାନଙ୍କୁ ଘରେ ୭ ଦିନ ପର୍ଯ୍ୟନ୍ତ ରଖନ୍ତୁ । ଯଦି ଆପଣଙ୍କୁ ଅନୁଭବ ହେଉଛି ଯେ ୭ ଦିନ ପରେ ଆଉ ଫିବର ଆସୁନାହିଁ ତେବେ ଆପଣ ୧୪ ଦିନ ପର୍ଯ୍ୟନ୍ତ ତାଙ୍କୁ ଆୟୁସୁଲେଶନ ରେ ରଖନ୍ତୁ । ବନ୍ଧୁଗଣ ୭ ଦିନ ପରେ ଭାଇରସ ଟ୍ରାନ୍ସଲେଟ କରିବା ବନ୍ଧ କରି ଦେଇଥାଏ । ଆପଣ ମାନେ ୭ ଦିନ ପର୍ଯ୍ୟନ୍ତ ନିଜ ଫ୍ୟାମିଲି ଠାରୁ ଟିକେ ଦୂରରେ ରୁହନ୍ତୁ । ବନ୍ଧୁଗଣ ଆମ ସ୍ୱାସ୍ଥ୍ୟ ଆମ୍ଭ ହାତରେ ନିଜେ ଚାହିଁଲେ ସବୁକିଛି ସମ୍ଭବ ।

ଆପଣ ମାନଙ୍କୁ ଏହି ବିଶେଷ ଟିପ୍ପଣୀ କୁ ନେଇ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଏହିଭଳି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *