ଏହି 5ଟି ସଂକେତ ରୁ ଆପଣ ଜାଣି ପାରିବେ କି ମା ଲକ୍ଷ୍ମୀଙ୍କ ଦୟା ଆପଣଙ୍କ ଉପରେ ଅଛି

ଏହି ଭଳି କିଛି ଘଟଣା ଅଛି ଯାହାକୁ ଦେଖିବା ଦ୍ଵାରା ଆମେ ଜଣା ପଡିଥାଏ କି ମା ଲକ୍ଷ୍ମୀ ଙ୍କ ଦୟା ହେବା ପାଇଁ ଯାଉଛି । ଯଦି ଦେଖିବା ପାଇଁ ଯିବା ତ ଆମକୁ ସମୟରେ ଅସମୟରେ ଏହିଭଳି କିଛି ସଂକେତ ଅଛି ଯାହା ଦ୍ଵାରା ଆମେ ଜାଣିବା କି ମା ଲକ୍ଷ୍ମୀ ଆମ ଘରକୁ ଆଗମନ କରିବା ପାଇଁ ଯାଉଛନ୍ତି । ଆପଣ ଯଦି ଅମାବାଶ୍ୟା ଦିନ ପେଚା ଦେଖୁଛନ୍ତି ତେବେ ଏହା ଶୁଭ ହୋଇଥାଏ । ଆପଣ ଯଦି ଦେଖିବା ପାଇଁ ଯାଉଛନ୍ତି ତେବେ ଜାଣି ପାରିବେ କି ଅମାବାଶ୍ୟା ଦିନ ଏହି ଦ୍ରୁଶ୍ଯ ଖୁବ ବିରଳ ହୋଇଥାଏ ।

ଆପଣ ଯଦି ଦେଖିବେ କି ବିଲେଇ ଘରେ ପଶି କ୍ଷୀର ପିଉଛି କିମ୍ବା ମୂଷା ବୁଲୁଛି ତେବେ ଏହା ଖୁବ ଭଲ ଅଟେ । ଆପଣ ଯଦି ଏହା ସହ ଆଉ କିଛି କଥାର ଧ୍ୟାନ ରଖିବେ । ତାହେଲେ ଆପଣ ଲକ୍ଷ୍ମୀ ଙ୍କ ଆଗମନର କାରଣ ଜାଣି ପାରିବେ ।

ଆପଣ ଜାଣି ଥିବେ କି ଘର ଦୁଆର ମୁହଁରେ ଆପଣ ସବୁ ବେଳେ ପାଣି ଏକ ପିତଳ ନୋଟା ରେ ଆପଣ ରଖିବେ । ଯଦି ଆପଣ କରୁଥିବା କାମ ହେଉନି କିମ୍ବା କିଛି ସମୟ ପାଇଁ ଆପଣଙ୍କ ପାଖରେ ଥିବା ଧନ ସଞ୍ଚୟ ହେଉନି ତେବେ ଜାଣନ୍ତୁ କି ଏହାକୁ କିଭଳି ଜାଣିବେ । ଆପଣ ଏହା ପାଇ ଏକ ନୋଟା ନେବେ ନିଅନ୍ତୁ ଓ ଏହା ମଧ୍ୟରେ କିଛି ପଇସା ଭର୍ତ୍ତି କରିକି ରଖନ୍ତୁ ।

ଏହା ପରେ ଆପଣ ଏହାକୁ ପଶ୍ଚିମ ଦିଗରେ ରଖନ୍ତୁ । ଦେଖିବେ ଆପଣଙ୍କ ଧନସଞ୍ଚୟ ହେବା ଆରମ୍ଭ ହୋଇଯିବ । ଆପଣ ନିଜ ଘ୍ର କିମ୍ବା ନିଜ ଜାଗାକୁ ବିକିବେ ନି । ଆପଣ ମଙ୍ଗଲ ବାର ଦିନ କିଛି ଭି ବିକ୍ରି କରନ୍ତୁ ନି । ଆପଣ ଏହି ଦିନ କିଛି ଜାଗା ବିକିବା କିମ୍ବା କିଣିବା ମଧ୍ୟ ଠିକ ନୁହେଁ । ଆପଣ ଧଳା ପେଚା କୁ ଯଦି ଆପଣ କେବେଭି ବାଟରେ କିମ୍ବା ନିଜ ଘର ଉପରେ ଥିବା ପେଚା କୁ ଯଦି ଆପଣ ଦେଖନ୍ତି । ତେବେ ଆପଣ ଜାଣି ଥିବେ କି ଯଦି ଆପଣ ଯଦି ନିଜ ଗହରେ ଧଳା ପାରା କିମ୍ବା ନେଉଳ ଦେଖନ୍ତି ତେବେ ଆପଣ ଖୁବ ଭଲ ପରିଣାମ ପାଇବେ ।

କିମ୍ବା ଆପଣ ଏହାର ଏକ ମୂର୍ତ୍ତି ମଧ୍ୟ ରଖିବା ଉଚିତ ଅଟେ । ଗୃହର ଦକ୍ଷିଣ ଦିଗରେ ଆପଣ ତୁଳଶି ଚଉରା କୁ ରଖନ୍ତୁ । ଆପଣ ଏହାକୁ ଦେଖିକି ଯିବା ଶୁଭ ଅଟେ । ଆପଣ ଯିବା ସମୟରେ ତୁଳଶି ଚଉରା ରେ ଥିବା ମାଟି କୁ ଆପଣ ନିଜ ମଠାରେ ଲଗେଇକି ଯିବା ଦ୍ଵାରା ସବୁ କାମ ଶୁଭ ରେ ଶୁଭରେ ହୋଇ ଥାଏ । ଆପଣ ଅଗ୍ନି କୋଣରେ ଘର କୁ କରିବେ ନି । ଆପଣ ଝାଡୁ କୁ ରୋଷେଇ ଘରେ ରଖିବା ଅନୁଚିତ ଅଟେ । ଆପଣ ଏହାକୁ ଅଲଗା କେଉଁ ଜାଗାରେ ଲୁଚାଇକି ରଖିବା ଉଚିତ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *