ସିଂହ ରାଶି ସେପ୍ଟେମ୍ବର ୨୦୨୧ କାନ୍ଦିବାର ଦିନ ଶେଷ ହେବ, ମିଳିବ 4ଟି ବଡ ଖୁସି ଖବର

ଆସନ୍ତୁ ଜାଣିବା ସେପ୍ଟେମ୍ବର ମାସ ୨୦୨୧ ଆପଣଙ୍କ ପାଇଁ କେମିତି ରହିବ । ସବୁ ଠାରୁ ବଡ ପରିବର୍ତନ ହେବାକୁ ଯାଉଛି ତାହା ହେଲା ଗୁରୁଗ୍ରହ ଙ୍କ ପରିବର୍ତନ । ଗୁରୁ ମକର ରାଶିରେ ଯିବେ । ପୂର୍ବରୁ ବକ୍ରୀ ସ୍ଥିତିରେ ଶନି ମକରରେ ଥିଲେ, ଗୁରୁ ଓ ଶନି ଙ୍କର ଏକା ସାଙ୍ଗରେ ଯୁକ୍ତି ମଧ୍ୟ ଆସିବାକୁ ଯାଉଛି । ୨୭ ସେପ୍ଟେମ୍ବରରେ ଆପଣଙ୍କ ରାଶିର ସ୍ଵାମୀ ସୂର୍ଯ୍ୟ ଦେବ ମଧ୍ୟ ଆପଣଙ୍କ ନିଜ ରାଶିରୁ ବାହାରି କନ୍ୟା ରାଶିରେ ଅର୍ଥାତ ଦ୍ଵିତୀୟ ଭାଗରେ ପ୍ରବେଶ କରିବେ ।

୨୨ ସେପ୍ଟେମ୍ବରକୁ ବୁଧ ଗ୍ରହ ତୁଳା ରାଶିରେ ମଧ୍ୟ ପ୍ରବେଶ ହେବ । ଶୁକ୍ର ଏବଂ ବୁଧ ଦୁଇଜଣଙ୍କର ୟୁକ୍ତି ସ୍ଥାପନ ମଧ୍ୟ ହୋଇପାରିବ । ବୁଧ ତୁଳା ରାଶିରେ ବକ୍ରୀ ହୋଇ ନିଜ ରାଶି ପରିବର୍ତନ କରିବେ । ଯେଉଁ ପରିବର୍ତନ କାରଣରୁ ପୁରା ମାସର ସ୍ଥିତି ଆପଣଙ୍କ ପାଇଁ କିପରି ରହିବ ସେ ବିଷୟରେ ଆମେ ଏବେ ଜାଣିବା ।

ଏହି ମାସର ସବୁଠୁ ଗୁରୁତ୍ଵ ପୂର୍ଣ ପରିବର୍ତନ ଗୁରୁ ଗ୍ରହଙ୍କର ହେବ । ଯେଉଁ କାରଣ ପାଇଁ କହିବାକୁ ଗଲେ ସ୍ଥିତି ଆପଣଙ୍କ ପାଇଁ ବଦଳି ଜୀବ । ତା ସହିତ ବହୁତ ପ୍ରଭାବ ମଧ୍ୟ ଗୁରୁ ଗ୍ରହଙ୍କ ପରିବର୍ତନ ମଧ୍ୟ ଆଣିବ । ଆସନ୍ତୁ ଜାଣିବା କାରିୟର ସ-ମ୍ବ-ନ୍ଧି-ତ କିଛି କଥା । ଆପଣଙ୍କର କର୍ମ କ୍ଷେତ୍ରରେ ମଧ୍ୟ କିଛି ନୂଆ ପରିବର୍ତନ ଆସିପାରେ ।

ତାହା ସହ ଏହି ମାସରେ ରାହୁଙ୍କର ପ୍ରଭାବ ତାଙ୍କ ଭବିଷ୍ୟତକୁ ନେଇ ସକ୍ରିୟ ରହିବାକୁ ଆସିବେ । କର୍ମଶୀଳ ମଧ୍ୟ ରହିବେ ତା ସହିତ ନିଜର କାର୍ଯ୍ୟ ଉପରେ ଅଧିକ ଫୋ-କ-ସ ମଧ୍ୟ କରିବେ । ନିଜର ଚାକିରିରେ କିଛି ନୂଆ ଲାଭ ମଧ୍ୟ ମିଳିବ । ଏହି ସମୟରେ ଆପଣଙ୍କୁ ନୂଆ ନୂଆ ଫା-ଇ-ଦା ମଧ୍ୟ ମିଳିବାକୁ ଯାଉଛି । ଯେଉଁ କାରଣ ପାଇଁ ଆପଣ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇବେ । ପ୍ରତେକ କ୍ଷେତ୍ରରେ ଆପଣଙ୍କୁ ଏହି ସମୟରେ ସଫଳତା ମଧ୍ୟ ମିଳିବ । କିନ୍ତୁ ଗୋଟିଏ ବା-ଧା ମଧ୍ୟ ରହିଛି । ଗ୍ରହଙ୍କର ରାଜା ସୂର୍ଯ୍ୟ ଓ ସେନାପତି ମଙ୍ଗଳ ଦୁଇଜଣ ଆପଣଙ୍କର ଲଗ୍ନରେ ରହିଛନ୍ତି ।

ଲଗ୍ନ ସ୍ବଭାବରେ ଭାଗ ହୋଇଥାଏ, ସ୍ବଭାବରେ କିଛି ଚି-ଡ-ଚି-ଡା- ଭାବ ପ୍ରକାଶ ପାଇବ । ଆପଣଙ୍କ ଭିତରେ ତେଜ ମଧ୍ୟ ପ୍ରକାଶ ପାଇବେ । ସ୍ବଭାବରେ ଉଗ୍ରତା ମଧ୍ୟ ଦେଖାଯିବ । ତା ସହିତ କିଛି ହେଉଥିବା କାର୍ଯ୍ୟ ମଧ୍ୟ ଅଟକି ଜୀବ । ତିନୋଟି ଜିନିଷରେ ଆପଣ ସାବଧାନ ରୁହନ୍ତୁ , ସର୍ବ ପ୍ରଥମେ ଆପଣ ନିଜ ବାଣୀ ଉପରେ ସଂ-ଯ-ମ-ତା- ରକ୍ଷା କରନ୍ତୁ । କାହା ବିଷୟରେ କଥା ହେଲା ବେଳେ ସଂଯମତା ରକ୍ଷା କରି କଥା ହୁଅନ୍ତୁ । ଅଯଥାରେ ଆପଣଙ୍କ ସହିତ ମ-ନା-ନ୍ତ-ର ମ-ତା-ନ୍ତ-ର ମଧ୍ୟ ହୋଇପାରେ । ଆପଣ ନିଜ ତେଜ ଓ କୋ-ପ ଉପରେ କ-ଣ୍ଟ୍ରୋ-ଲ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *