Personality Test: ବାଛନ୍ତୁ ନିଜ ଜନ୍ମ ମାସ ବାଲା ପ୍ରଜାପତି ଓ ଜାଣନ୍ତୁ ନିଜ ବିଷୟରେ 1 ରାଜର କଥା

ଶାସ୍ତ୍ର ଅନୁସାରେ ଲୋକଙ୍କ ସ୍ଵଭାବ ସବୁ ବେଳେ ତାଙ୍କର ଜନ୍ମ ତାରିଖରୁ ମିଳି ଥାଏ ତାହା ନୁହେଁ । ଏମାନଙ୍କ ସ୍ଵଭାବ ବେଳେ ବେଳେ ଏମାନଙ୍କ ମାସରୁ ମଧ୍ୟ ଜଣା ପଡିଥାଏ । ଜାନୁଆରୀ – ଆପଣ ଏକ ପ୍ରଜାପତି ଭଳି ଦେଖିବା ପାଇଁ ଖୁବ ସୁନ୍ଦର । ଆପଣ ନିଜ ଆଖ ପାଖରେ ସବୁ ବେଳେ ଏକ ଖୁଶିର ପରିବେଶ କରିକି ରଖିବା ପାଇଁ ଚେଷ୍ଟା କରିବେ । ଆପଣ ଖୁବ ସୁନ୍ଦର ମନର ଅଟନ୍ତି ଏହା ପାଇଁ ଆପଣଙ୍କୁ ଅନେକ ଲୋକ ପସନ୍ଦ ମଧ୍ୟ କରନ୍ତି ।

ଫେବୃଆରି – ଆପଣ ନିଜ କଥାକୁ କାହା ସହ ସେଯାର କରିବା ଅପାଇନ ଭଲ ପାନ୍ତି । ଆପଣ ନିଜ ବ୍ୟକ୍ତିତ୍ବ ପାଇଁ ସବୁ ବେଳେ ନିଜକୁ ଅଲଗା ରଖୀ ଥାନ୍ତି । ଆପଣ ସମାଜରେ ନିଜ ପରିଶ୍ରମ ଦ୍ଵାରା ସବୁ ବେଳେ ଖୁଶି ରହିବା ପାଇଁ ଭଲ ପାନ୍ତି ।

ମାର୍ଚ୍ଚ – ଆପଣ ସବୁ ବେଳେ ଖୁଶି ଖୋଜୁଥାନ୍ତି । ଆପଣ ନିଜ ଆଖ ଅପଖାର ଲୋକ ମାନଙ୍କୁ ହସିକି ସବୁ ବେଳେ ରଖିବା ପାଇଁ ଚେଷ୍ଟା କରନ୍ତି । ଆପଣ ଙ୍କ ଏହିଇ ଗୁଣ ପାଇଁ ଆପଣ ସବୁ ବେଳେ ଲୋକଙ୍କ ଭିତରେ ରୁହନ୍ତି ।

ଏପ୍ରିଲ – ଆପଣ ଲୋକଙ୍କୁ ସାହାଜ୍ଯ କରିବା ପାଇଁ ଭଲ ପାଇ ଥାନ୍ତି । କିନ୍ତୁ ଆପଣଙ୍କ କାମରେ କେହି ଭି ହସ୍ତ ଖେପ୍ପ କାଲେ ଆପଣଙ୍କୁ ଭଲ ଲାଗେନି । ଆପଣ ସବୁ ବେଳେ ନିଜ କାମ ସହ ବ୍ୟସ୍ତ ରହିବା ପାଇଁ ଭଲ ପାନ୍ତି ।

ମେ – ଏହି ମାସରେ ଜନ୍ମ ହୋଇଥିବା ଲୋକମାନେ ଖୁବ ଶୀଘ୍ର ଆସୁଥିବା ଅସୁବିଧା କୁ ମାପି ନେଇ ଥାନ୍ତି । ଏମାନେ ନିଜର ବନ୍ଧୁ ମାନଙ୍କ ପାଇଁ ସବୁ ବେଳେ ଚିନ୍ତାରେ ଥାନ୍ତି । ଆପଣଙ୍କ ଦୂର ଦ୍ରୁଷ୍ଟି ପାଇଁ ଆପଣ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି ।

ଜୁନ – ଆପଣ ଉଦାର ଅଟନ୍ତି ଆପଣଙ୍କ ପରିବାର କୁ ଆପଣ ଖୁବ ଭଲ ପାନ୍ତି । ଆପଣ ନିଜ କାମକୁ ଏକା କରିବା ପାଇଁ ପସନ୍ଦ କରନ୍ତି କିନ୍ତୁ ଆପଣ ସାଙ୍ଗ ସାଥି ଖୁବ କମ କରି ଥାନ୍ତି ।

ଜୁଲାଇ – ଆପଣ ଅନେକ ଡାଇତ୍ଵ ଏକା ସହ ତୁଲାଇ କାମ କରି ପାରନ୍ତି । ଆପଣ ସବୁ ବେଳେ ନିଜ ପାଇଁ ଅନ୍ୟକୁ କଷ୍ଟ ନ ଦେବା ଭଳି କାମ କରନ୍ତି ।

ଅଗଷ୍ଟ – ଆପଣ ସବୁ ବେଳେ ନିଜ ପରିବାର ସହ ସମୟ ବିତାଇବା ପାଇ ଭଲ ପାନ୍ତି । ଏମାନେ ଖୁବ ସାନ୍ତ ସରଲ ସ୍ଵଭାବ ର ଅଟନ୍ତି । ଏମାନେ କିଛି ଭି କାମ କରିବା ଆଗରୁ ସେହି କାମ ବିଷୟରେ ସବୁ କିଛି ଭାବି ଚିନ୍ତି କରି ଥାନ୍ତି ।

ସେପ୍ଟେମ୍ବର – ଆପଣ ସବୁବେଳେ ନିଜ ଭାବନା ସହ ଅନ୍ୟ ମାନଙ୍କ ଭାବନା ର ମଧ୍ୟ ଧ୍ୟାନ ରଖନ୍ତି । ଆପଣ କିଛି ଭି କାମ ଏଭଳି କରନ୍ତି ନି ଯାହା ଦ୍ଵାରା ଆପଣଙ୍କ ଆଖ ପାଖରେ ଥିବା ଲୋକ ମାନେ କିଛି ଭି ଭୋଗିବେ ।

ଅକ୍ଟୋବର – ଆପଣ ସବୁ ବେଳେ ଏକା ରହିବା ପାଇଁ ପସନ୍ଦ କରନ୍ତି । ଆପଣ ନିଜ ଲକ୍ଷର ସହ ଆଗକୁ ଯିବା ପାଇଁ ସବୁ ବେଳେ ଚିନ୍ତାରେ ଠନଟି । ତେଣୁ ଆପଣ ସବୁ ବେଳେ ନିଜକୁ ନିଜ ଲକ୍ଷ ପାଇଁ ପ୍ରସ୍ତୁତ କରନ୍ତି ।

ନଭେମ୍ବର – ଆପଣ ନିଜ ପରିବାର କୁ ଖୁବ ଭଲ ପାନ୍ତି । ଆପଣ ସବୁ ବେଳେ ସତ କହିବା ପାଇଁ ଭଲ ପାନ୍ତି । ଆପଣ ସାଙ୍ଗ ସାଥି କରିବା ଓ ସେମାନଙ୍କ ସହ କେଉଁ ଜାଗାକୁ ଯାଇ ସମୟ କାଟିବା ପାଇଁ ଖୁବ ପସନ୍ଦ କରନ୍ତି ।

ଡିସେମ୍ବର – ଆପଣ ସବୁ ବେଳେ ଖୋଲା ଚିନ୍ତା ଧାରା ର ବ୍ୟକ୍ତି ଅଟନ୍ତି ଆପଣ ସବୁ ବେଳେ ନିଜ କୁ ସବୁଙ୍କ ଜାଗାରେ ରଖିକି କାମ କରନ୍ତି । ଆପଣ ଏକା କିଛି ଭି କରିବା ପାଈଁ ଭଲ ପାନ୍ତି ନି ଆପଣ ସବୁ ବେଳେ ଅନ୍ୟ ମାନଙ୍କୁ ନିଜ ସହ ନେଇକି ଚାଲି ଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *