ନଖ ଉପରେ ଅଧା ଚାନ୍ଦର ରହସ୍ୟ ! ଯଦି ଆପଣଙ୍କ ନଖରେ ବି ଅଛି ଏଭଳି ଚିହ୍ନ… ତୁରନ୍ତ ଦେଖନ୍ତୁ

ଆମର ନଖର ଅଧା ଚନ୍ଦ୍ରର ଅର୍ଥ କଣ ହୋଇଥାଏ । ଆମ ଶରୀରର ଅଙ୍ଗକୁ ଧ୍ୟାନରେ ଦେଖିଲେ ଆଚାର୍ଯ୍ୟ ଲାଗି ଥାଏକି ପ୍ରକୃତି କେତେ ସୁନ୍ଦର ବନାଇଛି । ସବୁ ଅଙ୍ଗ ବନାଇଲା ବେଳେ ବହୁତ ଧ୍ୟାନର ସହିତ ଭଗବାନ କାମ କରିଛନ୍ତି । ଆମ ହାତରେ ବହୁତ ରହସ୍ୟ ଲୁଚିକି ରହିଛି । ହାତର ରେଖାକୁ ଦେଖି ଭବିଷ୍ୟ କଥା କହିଦେଇ ହେବ । ଆପଣଙ୍କ ଆଙ୍ଗୁଠିକି ଦେଖି ଆପଣଙ୍କ ବିଷୟରେ କହିଦେଇ ହେବ । କଣ ଆପଣ ନିଜ ନଖକୁ କେବେ ଧ୍ୟାନର ସହିତ ଦେଖିଛନ୍ତି । ଆପଣଙ୍କ ନଖର ତଳ ଭାଗକୁ ଧ୍ୟାନର ସହିତ ଦେଖନ୍ତୁ ।

ନଖର ତଳ ଭାଗରେ ଗୋଟିଏ ଚିହ୍ନ ଥାଏ, ଯାହା ଅଧା ଚାନ୍ଦ ଭଳି ଦେଖାଯାଇଥାଏ । ଏହା ଧଳା ରଙ୍ଗର ହୋଇଥାଏ । କଣ ଆପଣ କେବେ ଭବିଛନ୍ତି ଏହା ଆପଣଙ୍କ ନକହରେ କାହିଁକି ଦେଖାଯାଇଥାଏ । ଅଧା ଚାନ୍ଦା ନଖର ଅଧା ଚାନ୍ଦ ହୋଇଥାଏ ।

ଯାହାକି ନଖର ବାକି ଭାଗରୁ ଅଧିକ ସଫା ଦେଖା ଯାଇଥାଏ । ଏହି ଅଧା ଚାନ୍ଦ ନଖର ଅଧା ଚାନ୍ଦ ହୋଇଥାଏ । ଏହି ଅଧାଚାନ୍ଦକୁ ଲାଟିନ ଭାଷାରେ ଲୁନୁଲା କହିଥାନ୍ତି । ଆଉ ହିନ୍ଦୀରେ ଏହାକୁ ଛୋଟା ଚାନ୍ଦ କହିଥାନ୍ତି । ଏହି ଅଧା ଚାନ୍ଦ ସ୍ୱାସ୍ଥ୍ୟ ବିଷୟରେ ବହୁତ ରହସ୍ୟ ଖୋଲିଥାଏ । ଯଦି ଆପଣଙ୍କର ଦଶଟିରୁ ଆଠଟି ଆଙ୍ଗୁଠିରେ ଏହି ଅଧା ଚାନ୍ଦ ହୋଇଥାଏ ତେବେ ଆପଣ ବହୁତ ସ୍ୱାସ୍ଥ୍ୟ ବାନ ଅଟନ୍ତି । ଯଦି ଆପଣଙ୍କ ଆଙ୍ଗୁଠିରେ ଅଧା ଚାନ୍ଦ ଦେଖା ଯାଉନି ତେବେ ନିଜ ସ୍ୱାସ୍ଥ୍ୟ ପ୍ରତି ବହୁତ ସଜାଗ ହେବାର ଆବଶ୍ୟକ ରହିଛି ।

କୌଣସି ଲୋକର ଆଙ୍ଗୁଠିରେ ଏହି ଚିହ୍ନ ଯେତେ ସଫା ଦେଖା ଯାଉଥିବ ସେଇ ଲୋକ ଶାରୀରିକ ଓ ମାନସିକ ରୂପରେ ବହୁତ ମଜଭୁତ ଥିବେ । ଜ୍ଯୋତିଷ ବିଦ୍ୟାରେ କୁହାଯାଇଥାଏ ଯାହାର ନଖ ଧବା ହୀନ ଓ ଚିକଣ ଦେଖା ଯାଇଥାଏ । ସେଇ ଲୋକ ଆର୍ଥିକ ଉନ୍ନତି କରିଥାନ୍ତି । ଯେଉଁ ସ୍ତ୍ରୀର ନଖ ଲାଲ ଓ ଚିକ୍କଣ ହୋଇଥାଏ ସେ ବହୁତ ସୌଭାଗ୍ୟ ଶୀଳ ହୋଇଥାନ୍ତି । ଯଦି କାହାର ନଖ ଛୋଟ ରହିଛି ତାଙ୍କୁ ଗଳା ସମ୍ବନ୍ଧିତ କୌଣସି ରୋଗ ହେବାର ସମ୍ଭାବନା ରହିଛି ।

ଛୋଟ ଓ ହଳଦିଆ ନଖ ଯୁକ୍ତ ବ୍ୟକ୍ତି ସ୍ଵଭାବକୁ ପ୍ରଦର୍ଶିତ କରିଥାଏ । ଯେତେ ଗୋଲାକାର ନଖର ବ୍ୟକ୍ତି ଶାକ୍ତ ବିଚାର ଓ ତୁରନ୍ତ ନିର୍ନୟ ନେବାର ଶକ୍ତି ରହିଥାଏ । ପତଳା ଓ ଲମ୍ବା ନଖର ବ୍ୟକ୍ତି ଜଲ୍ଦି ନିର୍ନୟ ନେଇ ପାରନ୍ତି ନହିଁ । ଆଉ ଏହି ପ୍ରକୃତି କାରଣରୁ ବହୁତ ବାର ତାଙ୍କୁ କ୍ଷତି ହୋଇଥାଏ । ଏହି ଭଳି ଲୋକ ନଶାର ହାବି ହୋଇଥାନ୍ତି । କଠୋର ନଖ ଯୁକ୍ତ ବ୍ୟକ୍ତି ଝଗଡା ପ୍ରକୃତିର ଓ ଜିଦ୍ଦି ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *