ଏହି ଫୋଟୋରେ କେଉଁଠି ଅଛି କୁକୁର ଏବଂ ଛୁଆ ଟି ? ଖୋଜି ଖୋଜି ପାଗଳ ହେଲେ ଲୋକ… ଆପଣ ଖୋଜି ପରିବେ କି ?

ଆଜି କାଲୀ ଦୁନିଆରେ ଖୁବ ପଜଲ ଖେଳ ବିଷୟରେ ଆପଣ ଜାଣିଥିବେ । ତେବେ ଆଜି କାଲୀ ଦୁନିଆରେ ଇଣ୍ଟର୍ନେଟ ମାଧ୍ୟମରେ ଅନେକ ଖେଳ ଦେଖିବାକୁ ମିଳିବ । ତେବେ ଆପଣଙ୍କ ପାଇଁ ଭି ଏମିତି କିଛି ଖେଳ ଅଛି ଆଜି । ଆଜି କାଲୀ ଶୋସିଆଲ ମିଡିଆ ଅନେକ ପଜଲ ଗେମ ଆସିଲାଣି । ତେବେ ଆମେ ଆଜି ଆପଣଙ୍କୁ ଏହି ଭଳି ଏକ ଗେମ ଦେଖାଇବା ପାଇଁ ଯାଉଛୁ

କିଛି ଦିନ ତଳେ ଦୁଇଟି ଫଟ ଖୁବ ଭାଇରାଲ ହୋଇଥିଲା ସେ ଭିତରେ ଏକ ପିଲା ଓ ଏକ କୁକୁର କୁ ଖୋଜି ବାହାର କରିବା ପାଇଁ କୁହା ଯାଇଥିଲା । ଏହା ପାଇଁ ଅନେକ ଲୋକ ନିଜର ମଥା ଲଗେଇକି ଦେଖି ସାରିଲେଣି କିନ୍ତୁ କିଛି ଫାଇଦା ଦେଉନି । ଯଦିଓ କିଛି ଲୋକ ପିଲାକୁ କାଢି ସାରିଲେଣି ମାତ୍ର କିଛି ଫାଇଦା ହଉନି ।

କିଛି ଦିନ ତଳେ ଏକ ଅଷ୍ଟ୍ରେଲିଆନ କପୁଲ ନିଜ ପ୍ରପୋଟି କୁ ନେଇକି କିଛି କାମରେ ତାଙ୍କ ଘରର ସବୁ ଜାଗାର ଫଟ ଉଠାଉ ଥିଲେ ମାତ୍ର ସେହି ସମୟରେ ତାଙ୍କର ୩ ବର୍ଷର ପୁଅ ସେଠାରେ ଖେଳୁ ଥିଲା ଓ ଜାଗାର ଫଟ ଉଠିବା ଭିତରେ ତାର ମଧ୍ୟ ଫଟ ଉଠି ଯାଇଥିଲା । ତେବେ ଆପଣ କହି ପାରିବେ କି ସେହି କୁନି ପୁଅ ତାଙ୍କର ଫତରେ କେଉଁ ଜାଗାରେ ଅଛି ।

ଡାଇନିଙ୍ଗ ଟେବୁଲ ପାଖରେ ଟିକେ ଭଲକି ଦେଖନ୍ତୁ ଜାଣି ପାରିବେ ଆପଣ କି ତାଙ୍କ ପୁଅର ହାଲୁକା ମୁହଁ ଦେଖା ଯାଉଛି । ତେବେ ଆସନ୍ତୁ ଯିବା ଦ୍ବିତୀତ୍ୟ ନମ୍ବର ଫଟକୁ । କିନ୍ତୁ ଆପଣ ସର୍ତ୍ତ ଲଗେଇକି ଦେଖନ୍ତୁ ଜାଣି ପାରିବେ ନି କି ଫଟ ରେ କୁକୁର କେଉଁ ଜାଗାରେ ଅଛି ।

ଦ୍ଵିବତୀୟ ଫଟ କୁ କ୍ରୀଷ୍ଟିନା ସୁବୋ ନିଜ ଫେସ ବୂକରେ ଛାଡିଥିଲେ । ଓ ଏହା ପରେ ଏହା ଖୁବ୍ବ ଅଧିକ ଭାଇରାଲ ହେବାରେ ଲାଗିଛି । ଏଥିରେ ଏକ କୁକୁର ଅଛି । ମାତ୍ର ଲୋକମାନଙ୍କୁ ସେଠାରେ ସବୁ କିଛି ଦେଖାଗଲା ମାତ୍ର କୁକୁର ଦେଖାଗଲାନି ।

କଣ ଆପଣ ଏହାକୁ ଖୋଜିକି ପାଇଲେ ଯଦି ପାଇଲେନି କଣ ପାଇଁ ଆସନ୍ତୁ ଆମେ ଆପଣଙ୍କୁ କହିବା । ଏହାର କାରଣ ହେଉଛି କି କୁକୁର ଟି କିଚେନ ପାଖରେ ଥିବା କଳା ମାରବଲ ଉପରେ ସୋଇଛି । ତେଣୁ ଏହା ଆପଣଙ୍କୁ ଦେଖା ଯାଇ ନଥିଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *