ଏହି ଗଛରେ ବାନ୍ଧି ଦିଅନ୍ତୁ ଗୋଟେ ଛୋଟ ଜିନିଷ, 24 ଘଣ୍ଟା ଭିତରେ ଦେଖନ୍ତୁ ଚମତ୍କାର….. ଘରେ ହେବ ଖାଲି ଧନର ବର୍ଷା

ଆପଣ ମାନେ ହୁଅନ୍ତୁ କିମ୍ବା ଆଉ କେହି ହୁଅନ୍ତୁ କେହି ଭି ହୁଅନ୍ତୁ ସଭିଙ୍କୁ ଧନ ର ଆବଶ୍ୟକତା ଥାଏ । ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବ କି ଏହା ସାଧାରଣ ଜୀବନରେ ଏହାର ଅଧିକ ମୂଲ୍ୟ ଅଛି । କୁହାଯାଏ କି ଯେଉଁ ଘରେ ମା ଲକ୍ଷ୍ମୀ ଙ୍କ ଦୟା ଯାହା ଉପରେ ହୁଏ ସେ ସବୁ ପ୍ରକାର ଖୁଶି ପାଇ ଥାଏ । ଯଦି ଆମେ କହିବା ପାଇଁ ଯିବା ତ ଜାଣି ପାରିବା କି ଆମେ ମା ଲକ୍ଷ୍ମୀ ଙ୍କୁ ପୂଜା କରିବା ଦ୍ଵାରା କେବଳ ଧନର ବର୍ଷା ହୁଏନି ଏହା ପାଇଁ ଆମକୁ ଅଧିକ ରୁ ଅଧିକ ଚେଷ୍ଟା କରିବା ପାଇଁ ପଡି ଥାଏ ।

ଆମ କାମ ମଧ୍ୟ ସେହି ଭଳି ହୋଇବା ଆବଶ୍ୟକ ଥାଏ । ଯେପରିକି ଆମେ ଆମ ଆଖ ପାଖ ପରିବେଶ ସଫା କରିବା । ଛୋଟ ଛୋଟ କଥାକୁ ନେଇ ଝଗଡା ନ କରିବା । ଏହି ଭଳି କିଛି କାମ କରିବା ଯାହା ପାଇଁ ସାରା ଦୁନିଆ ଆମ ସହ ଚାଲିବ । ଆମେ ଯେଉଁ ଘରକୁ ଭି ଯିବା ସେହି ଠାରେ ଆମେ ସଭ୍ୟ ଙ୍କୁ ସମ୍ମାନ ପ୍ରଦାନ କରିବା । ଯେଉଁ ମାନେ କାମ କରୁ ଛନ୍ତି ସେମାନେ ନିଜ କାମ ପ୍ରତି ଖୁବ ଭଲ ପ୍ରଦର୍ଶନ କରିବା ଭଳି କିଛି କାମ । ଆପଣ ଜାଣି ଥିବେ କି ଯେଉଁ ମାନେ ବ୍ୟାପାର କରୁଛନ୍ତି ସେମାନେ ନିଜ ଗ୍ରାହକ ଙ୍କୁ ଠକିବା ଦ୍ଵାରା କିମ୍ବା କିଛି ଖରାପ ବ୍ୟବହାର କରିବା ଦ୍ଵାରା ମା ଲକ୍ଷ୍ମୀ ରାଗି ଥାନ୍ତି ।

ଆଜି ଆମେ କିଛି ଉପାୟ କହିବା ପାଇ ଯାଉଛୁ ଯାହା ଆଡବାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ସଦା ସର୍ବଦା ପାଇଁ ରହିବେ । ଯଦି ଆମେ ମା ଲକ୍ଷ୍ମୀ ଙ୍କୁ ପୂଜା କରିବା ତ ଶୁଭ ପରିଣାମ ପାଇବା । କିନ୍ତୁ ଆମ ଘରେ ଥିବା କିଛି ଜିନିଷ କୁ ଭଲ ଭାବେ ରଖିବା ଦ୍ଵାରା ମଧ୍ୟ ମା ଲକ୍ଷ୍ମୀ ଙ୍କ ବାସ ଆମ ଘରେ ହୋଇ ଥାଏ । ଆପଣ ମାନେ ଜାଣି ଥିବେ କି ମା ଲକ୍ଷ୍ମୀ ଙ୍କ ପାଇଁ ତୁଳଷୀ କେତେ ପ୍ରିୟ ଏହା ଭଗବାନ ବିଷ୍ଣୁ ଙ୍କ ପ୍ରିୟ ହୋଇ ଥିବାରୁ ଏହା ମା ଲକ୍ଷ୍ମୀ ଙ୍କ ମଧ୍ୟ ପ୍ରିୟ ଅଟେ । ଆମେ ଜାଣିଛେ କି ତୁଳାଷୀ ଗଛକୁ ଆମେ ସକାଳେ ଜଳ ଦେଇ ପୂଜା କରିବା କଥା ।

କିନ୍ତୁ ଏହା ସହ ଏହା ଦେହରେ ଆମେ ଯଦି ଲାଲୀ ରଙ୍ଗର କଣା ବାନ୍ଧିବା ଏହା ଆମ ପାଇଁ ଖୁବ ଭଲ ହେବ । ଅମାକୁ ସବୁ ପ୍ରକାର ଖୁଶି ଦେବ । ଆପଣ ଏହା ବ୍ଯତୀତ ଯଦି ନିଜ ଘରେ ମନି ପ୍ଳାଣ୍ଟ ରଖିଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏଥିରେ ମଧ୍ୟ ଏକ ନାଲି କନା ବାନ୍ଧି ଦିଅନ୍ତୁ । ଦେଖିବେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଏହା ପାଇଁ ଆପଣ ଏହାକୁ ସବୁ ଦିନ ଧୂପ ବୁଲାଇବା ମଧ୍ୟ ଆବଶ୍ୟକ ଓ ଏହାର ପାଖରେ ଥିବା ଜାଗା କୁ ସଫା କରିକି ଦେଖନ୍ତୁ । ଏତିକି କାମ ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ । ଆଉ ଆପଣଙ୍କ ଜୀବନର ସବୁ ସମାଶୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *