ପୂଜା ଘରେ ଘଣ୍ଟି ବଜାଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ପୁରା ପରିବାର ଉପରେ ମାଡି ଆସିବ ବିପଦ

ହିନ୍ଦୁ ସଂସ୍କୃତିରେ ପ୍ରତେକ ଦିନ ପୂଜା ପାଠ କରିବାର ପରମ୍ପରା ରହିଛି । ସମସ୍ତେ ନିଜ ଘରେ ଛୋଟ ମନ୍ଦିର ନିଜ ଆରାଧ୍ୟ ଦେବତାଙ୍କୁ ରଖିଥାନ୍ତି । ନିୟମିତ ପୂଜା ପାଠ କରିବା ଦ୍ଵାରା କେବଳ ମାନସିକ ଶାନ୍ତି ମିଳିନଥାଏ ପୁରା ଘରେ ସକାରାତ୍ମକ ଊର୍ଜା ବ୍ୟାପ୍ତ ହୋଇଥାଏ । କିନ୍ତୁ ପୂଜା ପାଠ କରିବାର ବହୁତ କିଛି ନିୟମ ମଧ୍ୟ ରହିଥାଏ । ଯଦି ଆମେ ଏହାକୁ ନଜର ଅନ୍ଦାଜ କରିଦେଇଥାଉ ତେବେ ଆମ ପୂଜାର ପୁରା ପୁରୀ ଫଳ ପ୍ରାପ୍ତି ହୋଇନଥାଏ । ପୂଜା କରିବାର ନିୟମ ପ୍ରାଚୀନ କାଳରୁ ଚାଲି ଆସୁଛି । ଯାହା ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଦ୍ରୁଷ୍ଟି କୋଣକୁ ଆଖିରେ ରଖି ବନାଯାଇଛି ।

ଶେଥି ପାଇଁ ଏହି ନିୟମକୁ କେବେବି ନଜର ଅନ୍ଦାଜ କରିବା ଉଚିତ ନୁହେଁ । ପୂଜା କରିବା ସମୟରେ ଆମେ ଯେଉଁ ଘଣ୍ଟା ବଜାଇ ଥାଉ ତାକୁ ବଜାଇବାରେ ଶାସ୍ତ୍ରରେ ବହୁତ କିଛି ନିୟମ କୁହାଯାଇଛି । ଶାସ୍ତ୍ରରେ ଦେବତା ମାନଙ୍କ ସାମ୍ନାରେ ଘଣ୍ଟା ବଜାଇବାର ଅଧିକ ମହତ୍ଵ କୁହାଯାଇଛି । ଘଣ୍ଟି ବଜାଇବା ଦ୍ଵାରା ଦେବତା ମାନଙ୍କ ଆଗମନ ଓ ରାକ୍ଷସ ମାନଙ୍କ ଗମନ ହୋଇଥାଏ । ଯେଉଁ ଘଣ୍ଟା ବା ଘଣ୍ଟ ଯାହା ରାକ୍ଷସଙ୍କ ଠାରୁ ଆମକୁ ରକ୍ଷା କରିଥାଏ । ଆପଣ ନିଜ ଘରେ ରଖିଥିବା ଘଣ୍ଟିକୁ କଣ ଧ୍ୟାନର ସହିତ ଦେଖିଛନ୍ତି ।

ଘଣ୍ଟିର ଉପଋ ଭାଗରେ ଗରୁଡ ରହିଛନ୍ତି ତାକୁ ଗରୁଡ ଘଣ୍ଟି କୁହାଯାଏ । ପୂଜା କରିବା ସମୟରେ ଗରୁଡ ଘଣ୍ଟିର ପ୍ରୟୋଗ କରିବା ଦେବତା ମାନଙ୍କୁ ଆମନ୍ତ୍ରିତ କରିଥାଏ । ଅର୍ଥାତ ଦେବତା ମାନଙ୍କୁ ଆବାହନ କରିବା ପାଇଁ କରାଯାଇଥାଏ । ଏହାର ସୁନ୍ଦର ଧ୍ୱନି ଦ୍ଵାରା ଦେବତା ମାନଙ୍କର ଆଗମନର ଆଭାସ ହୋଇଥାଏ । ଯେବେ ଆମେ ବିଦ୍ଧି ବିଧାନର ସହିତ ପୂଜା କରିଥାଉ ସେବେ ଆମେ ଘଣ୍ଟିର ଉପଯୋଗ ମଧ୍ୟ କରିଥାଉ । ପୂଜା ସମ୍ପନ ହେବା ପରେ ଆରତୀ କରିବା ସମୟରେ ବିଶେଷ ରୂପରେ ଘଣ୍ଟା ନାଥ ହେବା ଦରକାର ।

ନହେଲେ ଆରତୀ ଅଧା ହୋଇଥାଏ । ବହୁତ ଲୋକ ଏହାକୁ ବହୁତ ସାମାନ୍ଯ ପ୍ରକ୍ରିୟା ମାନି ଥାନ୍ତି ଆଉ ପୂଜା କରିବା ସମୟରେ ଘଣ୍ଟି ବଜାଇବା ଭୁଲିଯାଇଥାନ୍ତି । ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ । ସୃଷ୍ଟିର ନିର୍ମାଣ ସମୟରେ ସବୁଠୁ ପ୍ରଥମ ଯେଉଁ ବଡ ଧ୍ୱନି ବାହାରି ଥିଲା ତାହା ଘଣ୍ଟିର ଆବାଜ ଭଳି ଶୁଭି ଥିଲା । ଘଣ୍ଟିର ଧ୍ବନିରେ ଓଁକାର ର ମଧ୍ୟ ଆଭାସ ମିଳିଥାଏ । ଶେଠୀ ଲାଗି ଘଣ୍ଟିକୁ ଈଶ୍ବରଙ୍କ ଆବାଜ ମାନିକି ପୂଜାରେ ସ୍ଥାନ ମିଳିଛି । ଘଣ୍ଟିର ବିଧିମତ ଭାବରେ ପୂଜା କରିକି ତାକୁ ବଜାଇବା ଉଚିତ ।

ବିନା ପୂଜା କରି ଘଣ୍ଟି ବଜାଇବା ଠିକ ହୋଇନଥାଏ । ଘଣ୍ଟି ବଜାଇ ପୂଜା କରିବା ଦ୍ଵାରା ଘର ସବୁ ବାତାବରଣ ସୁଧ ହୋଇଯାଇଥାଏ । ଆଉ ଚାରିଆଡେ ଶକରତ୍ମକତା ଆସିଯାଇଥାଏ । ଯଦି ଆମେ ନିୟମକୁ ନଜର ଅନ୍ଦାଜ କରିବା ତେବେ ଏହି ଶକରତ୍ମକତା ନକରାତ୍ମକତାରେ ବଦଳି ଯାଇଥାଏ ।

Leave a Reply

Your email address will not be published. Required fields are marked *