ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଜେନେରାଲ ନଲେଜ ଆଣିଛୁ । ଏହା ଆପଣଙ୍କ ଜୀବନରେ ବହୁତ ସହଯୋଗ କରିବ । ଆପଣ ଏହି ଜେନାରାଲ ନଲେଜର ପ୍ରଶ୍ନ ଦେଖି ଏହାର ଉତ୍ତର ଜାଣନ୍ତୁ ଓ ନିଜ ପରିବାର ଲୋକ ମାନଙ୍କ ସହ ଏହି ଜେନେରାଲ ନଲେଜର ପ୍ରଶ୍ନ ଉତ୍ତର ସେୟାର କରନ୍ତୁ । ତେବେ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।
ପ୍ରଶ୍ନ – ୧
ଗୋଟେ ନାରୀ ତାର ଜୀବନରେ କେତୋଟି ପିଲା ଜନ୍ମ କରିପାରିବ ?
ଉତ୍ତର- ଅତିବେଶରେ ୪୦ ଟି
ପ୍ରଶ୍ନ – ୨
ସେ କିଏ ଯେ ଆଜି ଅଛି କାଲି ନାହିଁ, କାଲି ଅଛି ତା ପରଦିନ ନାହିଁ ?
ଉତ୍ତର – ତାରିଖ
ପ୍ରଶ୍ନ – ୩
ମଶାର ବୟସ କେତେ ଦିନ ହୋଇଥାଏ ?
ଉତ୍ତର- ୧୪ ରୁ ୫୬ ଦିନ ପର୍ଯ୍ୟନ୍ତ ହୋଇଥାଏ ।
ପ୍ରଶ୍ନ – ୪
ଭାରତର ଏମିତି ଏକ ସହରର ନାମ କୁହ ଯାହାକୁ ଆମେ ଖାଇଥାଉ ?
ଉତ୍ତର – ସିମଲା
ପ୍ରଶ୍ନ – ୫
ବିଶ୍ଵର କେଉଁ ନଦୀର ପାଣି ଅଧିକ ଗରମ ହୋଇଥାଏ ?
ଉତ୍ତର- ନୀଳ ନଦୀ
ପ୍ରଶ୍ନ – ୬
ଏମିତି କେଉଁ ଜିନିଷ ଯାହାକୁ ଶୋଇବା ପୂର୍ବରୁ ସମସ୍ତେ ଖୋଲି କି ଶୋଇଥାନ୍ତି ?
ଉତ୍ତର- ଜୋତା ବା ଚଷମା
ପ୍ରଶ୍ନ – ୭
ଆକାଶରେ ଦେଖା ଯାଉଥିବା ତାରାରେ କେତୋଟି ରଙ୍ଗ ଥାଏ ?
ଉତ୍ତର- ୩ ଟି
ପ୍ରଶ୍ନ – ୮
ଦୁନିଆରେ କେତେ ପ୍ରତିଶତ ଲୋକ ବାମ ହାତର ବ୍ୟବହାର କରିଥାନ୍ତି ?
ଉତ୍ତର- ୧୧ ପ୍ରତିଶତ
ପ୍ରଶ୍ନ – ୯
ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଅଛି ?
ଉତ୍ତର- ତାମିଲନାଡୁ
ପ୍ରଶ୍ନ – ୧୦
ଏମିତି ଏକ ସ୍ଥାନର ନାମ କୁହ ଯେଉଁଠିକୁ ୧୦୦ ଜଣ ଗଲେ ୯୯ ଜଣ ଫେରିଥାନ୍ତି ?
ଉତାର – ମଶାଣି
ପ୍ରଶ୍ନ – ୧୧
ଏମିତି ଗୋଟିଏ ଜିନିଷର ନାମ କୁହ ଯାହାକୁ ଯେତେ ଟାଣିବ ସେ ସେତେ ଛୋଟ ହୋଇଯିବ ?
ଉତ୍ତର – ସି-ଗା-ରେ-ଟ ବା ବି-ଡି
ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ