ଘରେ ଜଳାନ୍ତୁ ଏହି 2ଟି ଜିନିଷ, ଧନର ଅଭାବ ରହିବ ନାହିଁ … 1 ମାସରେ ହେବେ କୋଟିପତି

ନମସ୍କାର ବନ୍ଧୁଗଣ, ସଂସାରରେ ସମସ୍ତ ମଣିଷକୁ ଟଙ୍କା ପଇସାର ଆବଶ୍ୟକତା ରହିଛି । ଏବଂ ସମସ୍ତେ ନିଜ ମନରେ ଧନୀ ହେବାର ଆଶା ରଖିଥାନ୍ତି । ବିଳାସପୂର୍ଣ ଜୀବନ କଟିବାର ଅଭିଳାଷ ସମସ୍ତଙ୍କର ରହିଥାଏ । ଯଦି ଆପଣ ନିଜ ଜୀବନରେ ସବୁ ସୁଖ, ସମୃଦ୍ଧିର ପ୍ରାପ୍ତି ନିମନ୍ତେ ଆଶା ରଖିଛନ୍ତି ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏଭଳି ଉପାୟ ନେଇ ଆସିଛୁ ଯାହାକୁ କରିବାଦ୍ଵାରା ଜୀବନ ସ୍ଵର୍ଗ ସମାନ ହୋଇଯାଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କେଉଁ 2ଟି ଜିନିଷ ଜଳାଇ ଆପଣ ଧନବାନ ହୋଇପାରିବେ ।

ପ୍ରଥମ: ଆପଣ କର୍ପୁର ଏବଂ ଲବଙ୍ଗ ଆଣନ୍ତୁ । ଏହି ଦୁଇଟି ଜିନିଷକୁ ଜଳାଇବା ଦ୍ଵାରା ଆପଣଙ୍କ ଜୀବନରେ ଧନର ଅଭାବ ରହିବ ନାହିଁ । ତେବେ ଆପଣ ଏହି ଉପାୟକୁ କରିବା ନିମନ୍ତେ ରାତି ସମୟରେ ଏକ ମାଟି ଦୀପ ଆଣନ୍ତୁ । ଏବଂ ସେଥିରେ ଗୋଟିଏ କର୍ପୁର ଓ ପାଞ୍ଚୋଟି ଲବଙ୍ଗ ପକାନ୍ତୁ । ଏହାପରେ ଆପଣ କର୍ପୁରରେ ନିଆଁ ଲଗାନ୍ତୁ । କର୍ପୁର ଜଳିବା ସହ ଲବଙ୍ଗ ମଧ୍ୟ ଜଳିବ ।

ଦୁଇଟି ଯାକ ଜଳୁଥିବା ଅବସ୍ଥାରେ ଆପଣ ଏହାକୁ ନେଇ ଆପଣଙ୍କ ମୁଖ୍ୟ ଦ୍ଵାରର ବାମ ପଟେ ରଖିଦିଅନ୍ତୁ । ଏହା ଆପଣଙ୍କ ଘରର ସମସ୍ତ ନକରାତ୍ମକ ଊର୍ଜାକୁ ନଷ୍ଟ କରିଦେଇଥାଏ । ଏହି ଉପାୟ ଘରକୁ ଧନ ଆଗମନ ନିମନ୍ତେ ସମସ୍ତ ମାର୍ଗ ଖୋଲିଦେବ । କାରଣ କର୍ପୁର ଜଳିବା ଫଳରେ ଘର ଉପରେ ନକରତ୍ମକ ପ୍ରଭାବ ପଡିନଥାଏ ।

ତେଣୁ ଆପଣଙ୍କ ଘରେ ରହିଥିବା ଧନ ଜନିତ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ । ଘରେ ଆଉ କେବେ ମଧ୍ୟ ଆପଣ ଅଭାବ ଦେଖିବାକୁ ପାଇବେ ନାହିଁ । ଆପଣ ଆୟ କରୁଥିବା ଧନକୁ ଆପଣ ସଞ୍ଚୟ କରି ରଖିବା ପାଇଁ ସକ୍ଷମ ହେବେ । ନିଜ ବ୍ୟୟ ଉପରେ ଆପଣଙ୍କର ନିୟନ୍ତ୍ରଣ ରହିବ । ଏହି ଉପାୟଟିକୁ କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘର ପ୍ରତି ଆକର୍ଷିତ ହୋଇଥାନ୍ତି ।

ଏବଂ ଆପଣଙ୍କ ଘରେ ବାସ କରିଥାନ୍ତି । ଯାହା ଫଳରେ ତାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ସଦା ସର୍ବଦା ରହିଥାଏ । ସବୁବେଳେ ମନେ ରଖିବେ ମାତା ଲକ୍ଷ୍ମୀ ବାସ କରୁଥିବା ଘରେ କେବେ ମଧ୍ୟ ଧନ ସମ୍ପତ୍ତିର ଅଭାବ ଆସିନଥାଏ । ତେଣୁ ଆପଣଙ୍କୁ ସର୍ବ ପ୍ରଥମେ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଦରକାର ।

ଆପଣ ଏହି ଉପାୟଟିକୁ ଧ୍ୟାନର ସହ କରନ୍ତୁ ନିଶ୍ଚିନ୍ତ ଆପଣଙ୍କ ଘରେ ସକାରାତ୍ମକ ଭାବ ଆସିବ । ଯାହା ଆପଣଙ୍କ ସୁଖ, ସୁବିଧାକୁ ନେଇ ଆସିବ । ଏହି ଉପାୟ କରିବାଦ୍ଵାରା ଆପଣଙ୍କ ଜୀବନରେ ଚାଲିଥିବା ଅସୁବିଧା ଗୁଡିକର ଅନ୍ତ ମଧ୍ୟ ଘଟିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲନ୍ତୁନି ସାଙ୍ଗମାନେ ।

Leave a Reply

Your email address will not be published. Required fields are marked *