ଯଦି ଆପଣଙ୍କ ଦାନ୍ତ ମଝିରେ ବି ଗ୍ୟାପ ଅଛି ତ ଏହାକୁ ଥରେ ନିଶ୍ଚୟ ପଢନ୍ତୁ – Samudrika Shastra

ବନ୍ଧୁଗଣ ହିନ୍ଦୁଧର୍ମରେ ଶୁଭ ଅଶୁଭକୁ ବହୁତ ମହତ୍ଵ ଦିଆଯାଇଥାଏ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ମଣିଷର ରାଶି ଓ ତାର ଜାତକକୁ ଦେଖିଲେ ତାର ସ୍ଵଭାବ ଓ ଭବିଷ୍ୟ ବିଷୟରେ ବହୁତ କିଛି କଥା ଜାଣିହେବ । ଏହା ସହିତ ବନ୍ଧୁଗଣ ମଣିଷ ଶରୀରରେ ଥିବା କଳାଜାଇ ବା କିଛି ଚିହ୍ନର ମଧ୍ୟ ବହୁତ କିଛି ଅର୍ଥ ରହିଥାଏ ।

ବନ୍ଧୁଗଣ ସମୁଦ୍ର ଶାସ୍ତ୍ରରେ ମଣିଷ ଶରୀରରେ ଥିବା ଚିହ୍ନ ବା ତାର କିଛି ଅଙ୍ଗକୁ ଆଖି ଆଗରେ ରଖି ତାର ବର୍ତ୍ତମାନ ଓ ଭବିଷ୍ୟ କାଳ ବିଷୟରେ ବହୁତ କିଛି ତଥ୍ୟ ଦିଆଯାଇଛି । ଆମ ଶରୀରରେ ଥିବା କିଛି ଚ୍ନିହ ଆମ ପାଇଁ ଶୋଭାଗ୍ୟର ପ୍ରତୀକ ହୋଇଥାଏ ଓ ଅନ୍ୟ କିଛି ଚିହ୍ନ ଆମ ପାଇଁ ଦୁର୍ଭାଗ୍ୟର ପ୍ରତୀକ ହୋଇଥାଏ ।

ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁସାରେ ଆମେ ଆଜି ଆପଣ ମାନଙ୍କୁ ମଣିଷ ଶରୀରରେ ଥିବା ଏପରି କିଛି ଚିହ୍ନ ବା ଅଙ୍ଗ ବିଷୟରେ କହିବୁ ଯାହା ସେହି ମଣିଷ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାଏ । ଯେଉଁ ମଣିଷ ପାଖରେ ଏହି ଚିହ୍ନ ଥାଏ ସେମାନେ ନିଜ ଜୀବନରେ ସୁଖ ସମୃଦ୍ଧି ପାଇଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଯେଉଁ ମଣିଷ ମାନଙ୍କର ଗୋଲ ମୁହଁ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଭଲ ଚାକିରି ଓ ଭଲ ଜୀବନ ସାଥି ପାଇଥାନ୍ତି । ଏହା ସହିତ ବନ୍ଧୁଗଣ ଏମାନେ ନିଜ ଜୀବନରେ ସୁଖ ସମୃଦ୍ଧି ପାଇଥାନ୍ତି । ଏହି ମଣିଷ ମାନେ କେବେହେଲେ କୌଣସି ସମସ୍ଯାର ସମ୍ମୁଖୀନ ହୋଇନଥାନ୍ତି ।

୨. ବନ୍ଧୁଗଣ ଯେଉଁ ମାନଙ୍କ ନାକରେ କଳାଜାଇ ଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ଜୀବନରେ ବହୁତ ଉନ୍ନତି କରିଥାନ୍ତି । ଏମାନେ ନିଜ କଷ୍ଟରେ ସଫଳତା ପାଇବାରେ ବିଶ୍ଵାସ ରଖିଥାନ୍ତି । ଏହି ମଣିଷ ମାନଙ୍କୁ ସମସ୍ତ ଲୋକ ସ୍ନେହ ଓ ଆଦର କରିଥାନ୍ତି ।

୩. ବନ୍ଧୁଗଣ ଯେଉଁ ମାନଙ୍କର କାନ ବଡ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମଣିଷ ମାନେ କେବେହେଲେ ଦରିଦ୍ରତା ଭୋଗ କରିନଥାନ୍ତି । ଏମାନେ ନିଜ ଜୀବନରେ ବହୁତ ଧନ ଅର୍ଜନ କରି ଏକ ସୁଖମୟ ଜୀବନ ଅତିବାହିତ କରିଥାନ୍ତି ।

୪. ବନ୍ଧୁଗଣ ସୁନ୍ଦରତା ମାମଲାରେ ଚନ୍ଦା ଲୋକ ଭଲ ନଜର ଆସିନଥାନ୍ତି ହେଲେ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଚନ୍ଦା ଲୋକ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ସମସ୍ତ କ୍ଷେତ୍ରରେ ସଫଳତା ପାଇଥାନ୍ତି ଓ ନିଜ ଜୀବନରେ ବହୁତ ଧାନ ଅର୍ଜନ କରିଥାନ୍ତି ।

୫. ବନ୍ଧୁଗଣ ବହୁତ କମ ଲୋକଙ୍କର ଦାନ୍ତ ମଝିରେ ଗ୍ୟାପ ରହିଥାଏ । ଏହି ଦାନ୍ତରେ କିଛି ଲୋକ ସୁନ୍ଦର ନଜର ଆସିଥାନ୍ତି ତ କିଛି ଲୋକ ଅସୁନ୍ଦର ହେଲେ ବନ୍ଧୁଗଣ ଯେଉଁ ମାନଙ୍କର ଏମିତି ଦାନ୍ତ ଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଲୋକ ମାନେ ନିଜ ଜୀବନରେ ବହୁତ ସୁଖ ଓ ସମୃଦ୍ଧିରେ ଅତିବାହିତ କରିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *