ଯେଉଁ ଘର ସାମ୍ନାରେ ଏହି ଗଛ ଆପେ ଆପେ ଉଠିଥାଏ, ସେହି ଘରେ ଧନର ବର୍ଷା ହୋଇଥାଏ… ଦରିଦ୍ରତା ରୁହେ ଦୂରେଇ

ନମସ୍କାର ବନ୍ଧୁଗଣ, ଚାହୁଁ ନଥିବା କିଛି ଘଟଣା ଆମ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାନ୍ତି । ସେହିଭଳି ଆପଣ ମାନେ ନିହାତି ଅନୁମାନ କରିଥିବେ ବେଳେବେଳେ ଘର ସାମ୍ନାରେ ଆପେ ଆପେ କିଛି ଗଛ ଉଠିଥାଏ । ଆଉ ଆମେ ମାନେ ଏହାକୁ ସାଧାରଣ କଥା ଭାବି ରାହିଯାଉ । କିନ୍ତୁ ଆପଣ ଆଜି ଏହି କଥାର ଅର୍ଥ ଗୁଡିକ ଜାଣିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା ଘର ସାମ୍ନାରେ କେଉଁ ଗଛ ଉଠିବା ଫଳରେ ହୋଇଥାଏ ଧନ ଲାଭ ।

ତୁଲସୀ: ଯଦି ଆପଣଙ୍କ ଘର ସାମ୍ନାରେ ଏହି ଗଛ ଉଠିଥାଏ ତେବେ ଏହା ବହୁତ ଶୁଭ ହୋଇଥାଏ । କାରଣ ଏହି ଗଛର ପବିତ୍ରତା ମଣିଷର ମନକୁ ମଧ୍ୟ ପବିତ୍ର ରଖିଥାଏ । ଏହା ସହ ଘର ଉପରେ ମଧ୍ୟ କୌଣସି ଖରାପ ପ୍ରଭାବ ମଧ୍ୟ ପଡିବା ପାଇଁ ଦିଏ ନାହିଁ । ନକରତ୍ମକ ଶକ୍ତିକୁ ବିନାଶ କରିଥାଏ ନିଜର ସକାରାତ୍ମକ ପ୍ରଭାବ ବଳରେ । ଘରେ କେବେ ମଧ୍ୟ ଧନ ସମ୍ପତ୍ତିର ଅଭାବ ଦେଖିବାକୁ ମିଳିନଥାଏ ।

ବେଲଗଛ: ଯଦି ଆପଣଙ୍କ ଘରେ ବେଲ ଗଛ ରହିଛି ତେବେ ଆପଣଙ୍କ ଘରେ ସବୁବେଳେ ହସ ଖୁସିର ବାତାବରଣ ରହିବ । ଏହାସହ ଆପଣ ମାନେ ସବୁବେଳେ ସୁଖୀ ଜୀବନ କଟାଇବେ । ଏହି ଗଛର ପ୍ରଭାବ ଫଳରେ ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ । ଭୁତ ପ୍ରେତ, ଅଶୁଭ ଶକ୍ତି ଇତ୍ୟାଦିର ପ୍ରଭାବ ଆପଣଙ୍କ ଉପରେ ପଡିବା ପାଇଁ ଦେଇନଥାଏ ।

ଲେମ୍ବୁ ଗଛ: ଯଦି ଆପଣଙ୍କ ଘରେ ଏହି ଗଛ ରହିଛି ତେବେ ଏହା ଆପଣଙ୍କ ପାଇଁ ଏକ ରକ୍ଷାକରୀ ବୃକ୍ଷ ସାବ୍ୟସ୍ତ ହେବ । ଆପଣ ମାନେ ନିହାତି ଜାଣିଥିବେ କୁପ୍ରଭାବରୁ ବଞ୍ଚିବା ପାଇଁ ଲେମ୍ବୁର ବ୍ୟବହାର ପ୍ରଥମେ କରାଯାଏ । ତେଣୁ ଲେମ୍ବୁ ଆପଣଙ୍କ ଘରେ ପଡୁଥିବା ସମସ୍ତ ନକରାତ୍ମକ ଶକ୍ତିକୁ ନିଜ ଭିତରକୁ ଟାଣି ନେଇଥାଏ । ଏହି ଦୃଷ୍ଟିରୁ ଲେମ୍ବୁ ଗଛ ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।

ଅରଖ ଗଛ: ଯଦି ଆପଣଙ୍କ ଘରେ ଏହି ଗଛ ଆପ ଆପେ ଉଠିଥାଏ ତେବେ ଏହାକୁ ଶୁଭ ବୋଲି ଜାଣିବେ । ଏବଂ ଆପଣଙ୍କ ଘରେ କେବେ କୌଣସି ପ୍ରକାର ଅସୁବିଧା ଦେଖା ଦେବ ନାହି । ଏହି ଗଛର ପ୍ରଭାବ ଫଳରେ ଆପଣ ମାନଙ୍କ ଜୀବନରେ ଆସିବାକୁ ଯାଉଥିବା ସମସ୍ତ ଅସୁବିଧାର ଅନ୍ତ ହୋଇଥାଏ ।

ହଳଦୀ ଗଛ: ଏହାକୁ ବହୁତ ଶୁଭ ମନା ଯାଇଥାଏ । କାରଣ ହଳଦୀ ସମସ୍ତ ଶୁଭ କାର୍ଯ୍ୟ ଏବଂ ପୂଜା ଇତ୍ୟାଦିରେ ବ୍ୟବହୃତ ହୋଇଥାଏ । ତେଣୁ ଏହା ଆପଣଙ୍କ ଘରକୁ ସୁଖ ଶାନ୍ତି ଆଣିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *