ଝିଟିପିଟି ଶରୀର ଉପରେ ପଡିଲେ କଣ ସୂଚନା ମିଳିଥାଏ, ଏହି ଅଙ୍ଗରେ ପଡିଲେ ଆସିଥାଏ ଜୀବନ ଉଆପରେ ବିପଦ

ନମସ୍କାର ବନ୍ଧୁଗଣ, ଝିଟିପିଟି ଏକ ସରୀସୃପ ହେଲେ ମଧ୍ୟ ତାହାର ମାନ୍ୟତା ରହିଛି ଆମ ହିନ୍ଦୁ ଧର୍ମରେ । କାରଣ କୁହାଯାଏ କି ଝିଟିପିଟି ହିଁ ଏକମାତ୍ର ଯିଏ ସତ କହିଥାଏ । ତେବେ ଝିଟିପିଟି କିଭଳି ଆମ ମାନଙ୍କୁ ସତର ସାମ୍ନା କରାଇଥାଏ ତାହା ସମ୍ପର୍କରେ ଆପଣ ମାନେ ଜାଣିବା ପାଇଁ ପାଇବେ । ତେବେ ଆସନ୍ତୁ ଜାଣିବା ଝିଟିପିଟି ଶରୀରର କେଉଁ ଅଙ୍ଗରେ ପଡିଲେ କଣ ସୂଚନା ମିଳିଥାଏ ଏବଂ ଏହା କେଉଁ ବିପଦ ବା ଭଲ ସମୟ ଆସିବାର ସଙ୍କେତ ଦେଇଥାଏ ।

ପ୍ରଥମ: ଆପଣଙ୍କ ହାତରେ ଯଦି କେବେ ଝିଟି ପିଟିରେ ମୃତ୍ୟୁ ହୁଏ ତେବେ ଆପଣଙ୍କ ଉପରେ ବହୁତ ବଡ ଦୋଷ ଲାଗିଥାଏ । ଯଦି ଏପରି କେବେ ଆପଣଙ୍କ ସହ ଘଟେ ତେବେ ଆପଣ ଏହାକୁ ମାଟିରେ ପୋତି ଦିଅନ୍ତୁ । ଏହା କରିବା ଫଳରେ ଆପଣଙ୍କ ଦୋଷ ଦୂର ହୋଇଥାଏ । ଖାଇବା ସମୟରେ ପାଦ ପାଖକୁ ଝିଟିପିଟି ଆସିଲେ ଆପଣ ବଡ ରୋଗର ଶିକାର ହେବା ସହ ଜୀବନ ପ୍ରତି ବିପଦ ମଧ୍ୟ ଥାଏ ।

ଦିତୀୟ: ଆପଣ ଖାଦ୍ୟ ଖାଇବା ସମୟରେ ଯଦି ଝିଟିପିଟିର ଶବ୍ଦ ଶୁଣନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଏବଂ ଅଚାନକ ଆପଣଙ୍କ ଜୀବନରେ ଧନ ଆସିବାର ଏହା ସଙ୍କେତ ହୋଇଥାଏ । ତୃତୀୟ: ଯଦି ଝିଟିପିଟି ଆପଣଙ୍କ ମୁଣ୍ଡର କେଶ ଉପରେ ପଡେ ତେବେ ଆପଣ କୌଣସି ଅସୁବିଧାର ସମ୍ମୁଖୀନ ହେବେ । ଚତୁର୍ଥ: ଝିଟିପିଟି ଯଦି ଆପଣଙ୍କ ଅଣ୍ଟା ଉପରେ ପଡେ ତେବେ ଏହା ଧନ ପ୍ରାପ୍ତିର ଏକ ବଡ ଶୁଭ ସଙ୍କେତ ହୋଇଥାଏ ।

ପଞ୍ଚମ: ଝିଟିପିଟି ଯଦି ଆପଣଙ୍କ ଶରୀରର ବାମ ପାର୍ଶ୍ଵରେ ପଡିଥାଏ ତେବେ ଏହା ଆପଣଙ୍କ ଜୀବନରେ ସୁଖ ଆଗମନର ସଙ୍କେତ ଦେଇଥାଏ । ଯଦି ଝିଟିପିଟି ଆପଣଙ୍କ ଶରୀରର ଡାହାଣ ପାଖରେ ପଡେ ତେବେ ଏହା ଅଶୁଭ ହୋଇଥାଏ ଆପଣ ମାନଙ୍କ ପାଇଁ । ଷଷ୍ଠ: ଆପଣ କୌଣସି ଶୁଭ କାମରେ ବାହାରକୁ ଯାଉଥିବା ସମୟରେ ଯଦି ହଠାତ ଆପଣଙ୍କ ଶରୀର ଉପରେ ଝିଟିପିଟି ପଡିଯାଏ ତେବେ ଏହା ଅଶୁଭ ହୋଇଥାଏ । ଏହାର ଅର୍ଥ ହୋଇଥାଏ କି ଆପଣ ବାହାରିଥିବା କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେବାକୁ ଯାଉଛି ।

ସପ୍ତମ: କାମ ସାରି ଘରକୁ ଫେରିବା ସମୟରେ ଯଦି ଝିଟିପିଟିକୁ ଆପଣଘର ଦ୍ଵାରା ବନ୍ଧ ସମ୍ମୁଖରେ ଦେଖନ୍ତି ତେବେ ଭବିଷ୍ୟତରେ ଆପଣଙ୍କୁ କିଛି ଭଲ ସଫଳତା ମିଳିବାର ଏହା ସଙ୍କେତ ଦେଇଥାଏ । ଅଷ୍ଟମ: ଝିଟିପିଟି ବେକ ଉପରେ ପଡିବା ଦ୍ଵାରା ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ହୋଇଥାଏ ।

ନବମ: ଯଦି ଝିଟିପିଟି ଆପଣଙ୍କ କାନ ଉପରେ ପଡେ ତେବେ ଆପଣଙ୍କ ଆୟୁଷ ବୃଦ୍ଧି ହୋଇଥାଏ । ଏହାସହ ଆପଣଙ୍କୁ ଅଳଙ୍କାର ମାନ ଲାଭ ହୋଇଥାଏ । ଦଶମ: ଆଖି ଉପରେ ଝିଟିପିଟି ପଡିବାର ଅର୍ଥ ଆପଣଙ୍କର ବନ୍ଧୁ ମିଳନ ହେବାକୁ ଯାଉଛି ବୋଲି ଜାଣିଯିବେ । ନାକ ଉପରେ ଝିଟିପିଟି ପଡିଲେ ସ୍ଵାଦିଷ୍ଟ ଭୋଜନ ମିଳିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *