ସ୍ତ୍ରୀର ଏହି 3ଟି ଅଭ୍ୟାସ ସ୍ଵାମୀଙ୍କୁ କରାଇଥାଏ କୋଟିପତି, ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ନାରୀ ହିଁ ଘରର ସର୍ବେ ସର୍ବା ହୋଇଥାନ୍ତି । ଗୋଟିଏ ନାରୀର ନୀତି କାନ୍ତି ହିଁ ସ୍ବାମୀର ଭାଗ୍ୟ ପରିବର୍ତ୍ତନ କରାଇବାରେ ସହାୟ ହୋଇଥାଏ । ତେଣୁ ନାରୀର ସ୍ଥାନ ଶ୍ରେଷ୍ଠ ହୋଇଥାଏ ସଂସାରରେ । ସ୍ଵାମୀ ସ୍ତ୍ରୀ ସମ୍ପର୍କ ସାତ ଜନ୍ମର ସମ୍ପର୍କ ହୋଇଥାଏ । ଦୁଇ ହୃଦୟ ଗୋଟିଏ ଆତ୍ମା ହୋଇଯାଏ । ତେଣୁ ସ୍ତ୍ରୀ  କରୁଥିବା କାର୍ଯ୍ୟର ପ୍ରଭାବ ସ୍ଵାମୀ ଉପରେ ପଡିଥାଏ ଏବଂ ସ୍ଵାମୀ କରୁଥିବା କାର୍ଯ୍ୟ ବା ଅଭ୍ୟାସର ପ୍ରଭାବ ସ୍ତ୍ରୀ ଉପରେ ପଡିଥାଏ ।

ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ସ୍ତ୍ରୀର କେଉଁ ଅଭ୍ୟାସ ସ୍ଵାମୀଙ୍କୁ କରାଇଥାଏ ଧନବାନ । ପ୍ରଥମ: ଯେଉଁ ସ୍ତ୍ରୀ ସୂର୍ଯ୍ୟ ଉଦୟ ପୂର୍ବରୁ ନିଜ ବିଛଣା ଛାଡି ନିଜ ନିତ୍ୟକର୍ମ ସାରି କାମରେ ଲାଗିଥାଏ । ଏବଂ ସ୍ବାମୀଙ୍କ ସେବାରେ ଲାଗିଯାଇଥାଏ ସେହି ସ୍ତ୍ରୀ ଲକ୍ଷ୍ମୀଙ୍କ ସଦୃଶ ହୋଇଥାନ୍ତି ।

ଯେଉଁ ପୁରୁଷଙ୍କ ସ୍ତ୍ରୀ ଏହି ସମସ୍ତ କଥାର ପାଳନ କରିଥାନ୍ତି ତାଙ୍କର ଭାଗ୍ୟରେ ବହୁତ ଶୀଘ୍ର ପରିବର୍ତ୍ତନ ଆସିବାକୁ ଲାଗିଥାଏ । ଏହିଭଳି ଅଭ୍ୟାସ ଥିବା ଲୋକଙ୍କ ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ଦିତୀୟ: ପ୍ରାୟ ସ୍ତ୍ରୀ ଲୋକ ପ୍ରତି କଥାରେ ନିଜ ସ୍ଵାମୀ ଉପରେ ହେଉ ବା ଅନ୍ୟ ସଦସ୍ୟଙ୍କ ଉପରେ ହେଉ ସବୁବେଳେ ରାଗି ଯାଇଥାନ୍ତି ।

ଘରକୁ ଅଶାନ୍ତି ଆଣିଥାନ୍ତି । କିନ୍ତୁ ଯେଉଁ ସ୍ତ୍ରୀ  ସବୁକିଛି କୁ ସହି ଚୁପ ରୁହେ ସମସ୍ତ କଳି ଝଗଡା ଠାରୁ ଦୂରେଇ ରହେ ଏବଂ ସ୍ଵାମୀଙ୍କୁ ସମ୍ମାନ ଦେଇଥାଏ ଏହିଭଳି ସ୍ତ୍ରୀ ଥିବା ସ୍ବାମୀଙ୍କ ଭାଗ୍ୟ ବହୁତ ଶୀଘ୍ର ଚମକିବାକୁ ଲାଗିଥାଏ । ଜୀବନରେ ଚାଲିଥିବା ସମସ୍ତ ସମସ୍ୟାର ସମାଧାନ ବାଟ ବହୁତ ସହଜରେ ବାହାରି ଯାଇଥାଏ ।

ତୃତୀୟ: ସମସ୍ତ ସ୍ତ୍ରୀଙ୍କ ମନରେ ତାଙ୍କ ସ୍ବାମୀଙ୍କ ଠାରୁ କିଛି ପାଇବାର ଆଶା ରହିଥାଏ । କିନ୍ତୁ କିଛି ସ୍ତ୍ରୀ ଅଛନ୍ତି ଯଦି ସେମାନଙ୍କ ଇଚ୍ଛା ତାଙ୍କ ସ୍ଵାମୀ ପୁରା ନକରନ୍ତି ତେବେ ଘରେ ସର୍ବଦା ଝଗଡା କରିଥାନ୍ତି । ଏମାନେ ନିଜ ସ୍ଵାମୀର ଆୟରେ ଶାନ୍ତି ହୋଇନଥାନ୍ତି । କିନ୍ତୁ କିଛି ସ୍ତ୍ରୀ ଅଛନ୍ତି ଯେଉଁ ମାନେ ନିଜ ସ୍ଵାମୀର ଦୁଃଖରେ ଦୁଃଖୀ ହୋଇଥାନ୍ତି । ତାଙ୍କ ନିଜ ମନର ଇଚ୍ଛାକୁ ମାରି ସ୍ଵାମୀଙ୍କ ସାମ୍ନାରେ ହସ ହସ ମୁହଁ ରଖିଥାନ୍ତି । ସ୍ଵାମୀଙ୍କର ଯେତିକି ଆୟ ଥାଏ ସେତିକିରେ ଖୁସି ହୁଅନ୍ତି ।

ଯେତିକି ବି ଆୟ ଥାଏ ସେଥିରେ ଘର ଚଳାଇ ସଞ୍ଚୟ କରିପାରନ୍ତି । ଏହିଭଳି ସ୍ଵଭାବ ଥିବା ନାରୀଙ୍କ ସ୍ଵାମୀ ଧନବାନ ହୋଇଥାନ୍ତି । ଏହି 3ଟି ଗୁଣ ବା ଅଭ୍ୟାସ ଥିବା ସ୍ତ୍ରୀ ମାନଙ୍କ ସ୍ଵାମୀ ନିଜ ଜୀବନରେ ଉନ୍ନତି କରିବାକୁ ଲାଗନ୍ତି ଧନର ଅଭାବ ଏମାନଙ୍କ ଜୀବନରୁ ଦୂରେଇ ଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *