କୁମ୍ଭ ରାଶି ବ୍ୟକ୍ତି ଆଜିଠାରୁ ଏହି 3ଟି ଭୁଲ କାମ କରିବା ବନ୍ଦ କରନ୍ତୁ, ଆଗକୁ ବିପଦ ପଡିପାରେ

ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ଭଲ ଖରାପ ସବୁ ଅଭ୍ୟାସ ରହିଥାଏ । କିନ୍ତୁ ସେଥି ମଧ୍ୟରୁ କିଛି ବଦ ଅଭ୍ୟାସ ମଧ୍ୟ ହୋଇଥାଏ ଯାହାକୁ କରିବା ଛାଡିଦେବା ହିଁ ଜୀବନ ପାଇଁ ଭଲ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କୁମ୍ଭ ରାଶି ବ୍ୟକ୍ତିଙ୍କ ୩ଟି ଭୁଲ କାମ ସମ୍ପର୍କରେ ଜଣାଇବା ଯାଉଛୁ । ଯଦି ଆପଣ ଏହି ଭୁଲ କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ । ଆଉ ଡେରି ନକରି ଆସନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ସେହି ୩ଟି ଭୁଲ ସମ୍ପର୍କରେ ।

ପ୍ରଥମ: କୁମ୍ଭ ରାଶିର ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି । ନିଜ କାର୍ଯ୍ୟକୁ ନେଇ ସବୁବେଳେ ତତ୍ପର ଥାନ୍ତି । କିନ୍ତୁ ବେଳେବେଳେ ଏମାନଙ୍କ ଆଳସ୍ୟ ସ୍ଵଭାବ ଏମାନଙ୍କୁ ଆଗକୁ ବଢିବା ପାଇଁ ଦେଇନଥାଏ । ତେଣୁ ଆପଣ ନିଜର ଏହି ଆଳସ୍ୟପଣ ଉପରେ ନିୟନ୍ତ୍ରଣ ନିହାତି ରଖନ୍ତୁ । ଆପଣ କେବେ କେବେ ଢିଲା ସ୍ଵାଭାବର ହୋଇଯାନ୍ତି । ଯାହା ଆପଣଙ୍କ କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ । ଆପଣ ନିଜର ଏହି ଅବହେଳା ଆଳସ୍ୟ ଏବଂ ଢିଲା ସ୍ଵାଭାବ ହେତୁ ବେଳେ ବେଳେ ଭଲ ଭଲ ସୁଯୋଗକୁ ହାତ ଛଡା ମଧ୍ୟ କରିଦେଇଥାନ୍ତି ।

ଦିତୀୟ: ଆପଣ ମାନେ ଧନକୁ ନେଇ କେବେ ଚିନ୍ତା କରନ୍ତି ନାହିଁ । ଯଦି ଆପଣଙ୍କ କାମ ପୁରା ହୋଇଯାଏ ତେବେ ଆପଣ ବର୍ତ୍ତମାନ କଥା ଭାବି ସଞ୍ଚୟ କରିବାର କଥା ସମ୍ପୂର୍ଣ ଭାବରେ ଭୁଲିଯାନ୍ତି । ଆପଣଙ୍କ ଏହି ପ୍ରକୃତି ଆପଣଙ୍କ ଜୀବନରେ ଅସୁବିଧା ଆଣିଦେଇଥାଏ ।

ଆପଣ ଚାହିଁଲେ ଆପଣଙ୍କର ଏହି ସ୍ଵାଭାବକୁ ବଦଳାଇବା ପାରିବେ । କାରଣ ସାରା ସଂସାରରେ  ମଣିଷ ହିଁ ଗୋଟିଏ ପ୍ରାଣୀ ଯେ କି ସବୁକିଛି କରିପାରିବ । ତେବେ ଆପଣ ନିଜ ଆୟ ବ୍ୟୟର ହିସାବ ରଖି ଜୀବନରେ ସନ୍ତୁଳନ ରକ୍ଷା କରି ଆଗକୁ ବଢିବା ଦରକାର । ଏହା ଆପଣଙ୍କ ଶୁଭାଫଳଦାୟୀ ରହିବ ।

ତୃତୀୟ: ଆପଣ ସାଙ୍ଗ ସାଥି ବନ୍ଧୁ ପରିବାର ସମସ୍ତଙ୍କ କଥାକୁ ସମ୍ମାନ ଦେଇ ଆଗକୁ ବଢିବା ପାଇଁ ଚାହିଁଥାନ୍ତି । ଆପଣଙ୍କର ଏହି ସ୍ଵାଭାବ ହିଁ ଆପଣଙ୍କୁ ବେଳେ ବେଳେ ଖାଲରେ ପକାଇ ଦେଇଥାଏ । କିଛି କୁସଙ୍ଗରେ ଆପଣ ପଡିଯାନ୍ତି ଯାହା ଫଳରେ ସେମାନଙ୍କ କୁ ଅଭ୍ୟାସ ସେମାନେ ଆପଣଙ୍କୁ ଆପଣାଇବା ପାଇଁ ବାଧ୍ୟ କରନ୍ତି ।

ଆଉ ଆପଣଙ୍କର ସମସ୍ତଙ୍କ କଥାକୁ ସମ୍ମାନ ଦବାର ସ୍ଵଭାବ ସେହି କୁ ଅଭ୍ୟାସକୁ ଆପଣାଇବା ପାଇଁ ବଧୟା କରିଦିଏ । ଯେମିତିକି ନିଶା ଦ୍ରବ୍ଯର ସେବନ । ତେଣୁ ଆପଣା କେଉଁ ସ୍ତଳରେ କେଉଁ କଥାକୁ ଗ୍ରହଣ କରିବା ଉଚିତ ତାହା ଉପରେ ନିହାତି ଧ୍ୟାନ ଦେବା ଉଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *